ସ୍ୱାମୀ କହୁଛି ଆମର ଟଙ୍କା ଦରକାର… ତୁ ଦେହ ବିକିଲେ ଆମେ ଗଢ଼ିବା ବିଶାଳ ସାମ୍ରାଜ୍ୟ, ଦେଖନ୍ତୁ Video

ହଁ ବନ୍ଧୁଗଣ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସିଏ ହେଉଛନ୍ତି ସେହି ଯୁବ ତୀ ଯିଏକି ବଡ଼ ବଡ଼ ବାବୁ ମାନଙ୍କୁ ନିଜର ପ୍ରେମ ଜଳରେ ଫସେଇ ଟଙ୍କା ଆଦାୟ କରୁଥିଲା | ଆଉ ଭୁବନେଶ୍ୱର ଉପରେ ଏକ ଆଲିସାନ ର ଜୀବନ ବିତାଉ ଥିଲା | ଆଉ ଏହି ସବୁ କରିବା ପାଇଁ ଅର୍ଚ୍ଚନା ଙ୍କୁ ସାହାଯ୍ୟ କରୁଥିଲେ ତାଙ୍କର ସ୍ୱାମୀ ଜଗବନ୍ଧୁ | ଆଉ ରାତିର ଘନ ଅନ୍ଧକାର ରେ ସବୁ କିଛି ଲୁଟି ନେଉଥିଲେ ବଡ଼ ବଡ଼ିଆ ବାବୁ ମାନଙ୍କ ପାଖରୁ ଅର୍ଚନା ଆଉ ତାଙ୍କର ସ୍ୱାମୀ | ଆଉ ନିଜର ଘର କୁ ବନେଇ ଥିଲେ ରାଜ ମହଲ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯେଉଁଠି ଗରିବ ଙ୍କୁ ଦି ଅଳି ଦି ମୁଠା ଖାଇବା କୁ ନେବାକୁ ଲୋକ ଙ୍କୁ କଷ୍ଟ ପଡି ଯାଉଛି, ଆଉ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି ଲୋକ ମାନେ |ସେତିକି ବେଳେ ସୁନ୍ଦରୀ ତରୁଣୀ ଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଉଡାଇବା ପାଇଁ ସେମାନଙ୍କ ପାଖରେ ରହିଛି ଟଙ୍କା | ଆଉ ଏଠି ଟଙ୍କା ଆଗରେ କେହି କାହାର ନୁହଁ ବୋଲି ଜଣା ପଡିଛି | ଆଉ ଯେଉଁଥିପାଇଁ ତ ଏଠାରେ ନିଜେ ସ୍ୱାମୀ ତାଙ୍କ ସ୍ତ୍ରୀ ଙ୍କୁ ଦେହ ବେପାର କରିକି ଟଙ୍କା ରୋଜଗାର କରିବା ପାଇଁ କହିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ନିଜେ ଜଗବନ୍ଧୁ ତାଙ୍କର ସ୍ତ୍ରୀ ଙ୍କୁ ଦେହ ବେପାର କରିକି ଟଙ୍କା ରୋଜଗାର କରିବା ପାଇଁ କହିଥିଲେ ବୋଲି ଜଣା ପଡିଛି |

ଆଉ ଯେଉଁଥିପାଇଁ ଟଙ୍କା ରୋଜଗାର କରିବା ର ଲୋଭ ରେ ସେମାନେ କଳାହାଣ୍ଡି ରୁ ଚାଲି ଆସିଛନ୍ତି ଭୁବନେଶ୍ୱର କୁ | କାରଣ ସେମାନେ ଜାଣିଛନ୍ତି କି ଭୁବନେଶ୍ୱର ରେ ଅନେକ ବଡ଼ ବଡ଼ିଆ ଲୋକ ମାନେ ଅଛନ୍ତି ବୋଲି |ଆଉ ଯେଉଁ ମାନଙ୍କୁ ପ୍ରଥମେ ଫୋନ କୋଲ ଆଉ ମେସେଜ ସାହାଯ୍ୟ ରେ ଭଲ ଆଉ ମିଠା ମିଠା କଥା କହିକି ପ୍ରେମ ଜାଲରେ ଫୋସାଉଥିଲେ | ଆଉ ଶାରୀରିକ ସମ୍ପର୍କ ରାତିରେ ରଖିବା ପରେ ସକାଳେ କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ | ଆଉ ସେ ସବୁରେ ନିଜେ ଜଗବନ୍ଧୁ ପ୍ଲାନ ବନାଉଥିଲେ |

ତେବେ ଅର୍ଚନା ଆଉ ଜଗବନ୍ଧୁ ଙ୍କ ସମସ୍ତ ସତ ଆଜି ଧରା ପଡିଛି | ଆଉ ଯେଉଁଠି ଏକ ପେଣ୍ଡ୍ରାଇଭ ରେ 30 ରୁ ଅଧିକ ଜଣଙ୍କର ଏହିଭଳି ଭିଡିଓ ଥିବାର ଦେଖିବାକୁ ମିଳିଛି | ଆଉ ଏହିଭଳି ଭାବରେ ଲୋକ ମାନଙ୍କୁ ଫୋସାଇ ମୋଟା ଅଙ୍କ ରେ ଟଙ୍କା ନେଇକି ନିଜର ଆଲିସାନ ଘର ବନାଇବା ସହିତ ରାଜକିୟ ଜୀବନ ଜାପନ କରୁଥିବାର ଜଣା ପଡିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment