ଏହାକୁ କୌଣସି ସାଧାରଣ ପତ୍ର ଭାବନ୍ତୁ ନାହିଁ, କିଡନୀ ଷ୍ଟୋନ ଭଳି ହଜାରେ ରୋଗ ଭଲ ହୋଇଯିବ ଗ୍ୟାରେଣ୍ଟି | Patharchatta Benefits

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ | ଆଉ ସେହି ସମସ୍ତ ସମସ୍ୟା ର ସମାଧାନ ପାଇଁ ଆମେ ସମସ୍ତେ ଚେଷ୍ଟା କରିଥାଉ | ତେବେ ବେଳେ ବେଳେ ଏମିତି କିଛି ସମସ୍ୟା ଆମ ଶରୀରରେ ଚାଲିଥାଏ ଯାହା ଯୋଗୁ ଆମେ ସବୁବେଳେ କଷ୍ଟ ଅନୁଭବ କରିଥାଉ | ତେବେ ମୁଣ୍ଡ ବ୍ୟଥା, ଆଖି ବ୍ୟଥା, ପରିସ୍ରା ବେଳେ ଜ୍ୱଳନ ହେବା ତାହା ସହିତ ଆପଣଙ୍କର ଯଦି କିଡ଼ନୀ ରେ ଷ୍ଟୋନ ଜମିବା ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ, ତାହେଲେ ଆପଣ ଜମାରୁ ବି ଟେନସନ ହୁଅନ୍ତୁ ନାହିଁ | ଆଜି ଆପଣ ମାନଙ୍କୁ ସହଜ ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିକି ଆମେ କିଡ଼ନୀ ଭଳି ସମସ୍ୟା ରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବା | ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ଆମେ ଅମରପୋଇ ପତ୍ର କୁ ବ୍ୟବହାର କରିକି ବିଭିନ୍ନ ପ୍ରକାର ସମସ୍ୟା ରୁ ମୁକ୍ତି ପାଇପାରିବା, ତାହା ସହିତ ଏହି ପତ୍ର କୁ ଆମେ ସହଜରେ ଘରେ ଲଗାଇ ପାରିବା | ତାହା ବ୍ୟତୀତ ଏହି ଗଛରେ ପତ୍ର ରୁ ଗଛ ସୃଷ୍ଟି ହେଉ ଥିବାରୁ ଆମେ ମାନେ ସହଜରେ ଏହି ଗଛ ର ବଂଶ ବିସ୍ଥାର କରି ପାରିବା |

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

ତେବେ ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ପତ୍ରକୁ ଭଲ ଭାବରେ ଧୋଇବା ଓ ତାହାକୁ ପାଣିରେ ଭିଜାଇ ଦେବା | ତାହା ପରେ ଏହି ପତ୍ର କୁ ଛେଞ୍ଚି ଆମେ ସେହି ରସ କୁ ବ୍ୟବହାର କରିକି ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ପାଇପାରିବା |

1- ତେବେ ଆପଣ ମାନଙ୍କର ଯଦି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖା ଯାଉଥାଏ | ତାହେଲେ ଆପଣ ମାନେ ଏହି ପତ୍ର କୁ ଛେଞ୍ଚି ସେହି ପେଷ୍ଟ କୁ କାଢି ମୁଣ୍ଡରେ ଲଗାଇ କିଛି ସମୟ ରଖିବେ | ଯାହା ଯୋଗୁ ଆପଣଙ୍କର ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦୂରେଇଯିବ |

2-ଯଦି ଆପଣଙ୍କର ଆଖି ବିନ୍ଧିବା ଭଳି ସମସ୍ୟା ଥାଏ, ତାହେଲେ ଆପଣ ମାନେ ଆଖି ର ଚାରି ପାଖରେ ଏହି ପତ୍ରର ରସ କୁ ଲଗାନ୍ତୁ |

3- ଯଦି ଆପଣଙ୍କ ମୂତ୍ର ଜନିତ ସମସ୍ୟା ଦେଖା ଦେଉଥାଏ | ତାହେଲେ ଏହି ଅମର ପୋଇ ପତ୍ର ର ରସ 5 ଏମେଲେ ନେଇକି ସେଥିରେ ମହୁ ମିଶାଇ ସେବନ କରିଲେ ସେଥିରୁ ମୁକ୍ତି ପାଇପାରିବା |

4- ଯଦି ଆପଣଙ୍କର ଷ୍ଟୋନ ଭଳି ସମସ୍ୟା ଥାଏ ତାହେଲେ ଆପଣ ଗାଢ଼ା ପ୍ରସ୍ତୁତ କରିକି ପିଇ ପାରିବେ | କିନ୍ତୁ ସେଥିପାଇଁ ଆପଣ ପ୍ରଥମେ ପାଣି ନେଇ ସେଥିରେ 2 ଟି ଅମର ପୋଇ ପତ୍ର ନେଇକି ଛୋଟ ଛୋଟ ଖଣ୍ଡ କରିକି ଛିଣ୍ଡି ତାକୁ ପାଣିରେ ଫୁଟାଇବେ | ତାହା ପରେ ପାଣି ଅଧା ହେଇଗଲା ପରେ କାଢି ଛାଣି ଦିଅନ୍ତୁ,ଆଉ ସେହି ପାଣି ଉଷୁମ ଥିବା ସମୟରେ ସେଥିରେ ଶିଳାଜୁତ ମିଶାନ୍ତୁ ଆଉ ତାହା ପରେ ମହୁ ମିଶାଇ ସେବନ କରନ୍ତୁ |

ଏହି ଭଳି ଭାବରେ ଅମର ପୋଇ ର ପତ୍ର କୁ ଘରେଇ ଉପଚାର କୁ ବ୍ୟବହାର କରିକି ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment