ବ୍ଲଡ଼ କ୍ୟାନସରରୁ ମୁକୁଳି ଜୀବନ ଯାତ୍ରାରେ ଆଗେଇ ଯିବାର ସଂଘର୍ଷର କାହାଣୀ… କଣ କହୁଛନ୍ତି ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖି ବାକୁ ମିଳିଛି କି ନିଜର ଧୋର୍ଯ୍ୟ ଶକ୍ତି ଆଉ ସାହାସିକତା ବଳରେ କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ରୁ ବଞ୍ଚି ପାରିଛନ୍ତି ସନ୍ତୋଷ କୁମାର ଚମ୍ପତି | ଆଉ ଯାହା ଜଣା ପଡିଛି କି ସେ କିନ୍ନର ମାନଙ୍କ ପାଇଁ ଓ କିନ୍ନର ମାନଙ୍କୁ ସମଯାଏ ମୁଖ୍ୟ ସ୍ରୋତ ରେ ସାମିଲ କରେଇବା ପାଇଁ ଚେଷ୍ଟା କରିଥିଲେ | ଆଉ ଶେଷରେ ସଫଳ ମଧ୍ୟ ହୋଇଥିବା କଥା ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତାଙ୍କର ଏହି ମାରାତ୍ମକ ରୋଗ ସମୟରେ ଜୀବନ ର ସଂଘର୍ଷ ବିଷୟରେ ଜାଣିବା |

ତେବେ କୁହାଯାଏ ଯଦି ମନରେ ଆଗ୍ରହ ଥିବ, ଆଉ ଯଦି ସାହସ ଆଉ ବିଶ୍ୱାସ ର ସହିତ ଆମେ ପ୍ରତେକ କାର୍ଯ୍ୟ କୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ତାହେଲେ ଆମେ ସେଥିରୁ ସଫଳତା ନିହାତି ପାଇବା | ତେବେ ଅମର ଯେତେ ବଡ଼ ରୋଗ ହେଉ ନା କାହିଁକି ଆମେ ଧୋଯ୍ୟ ହରା ନ ହୋଇ ସାହାସିକତା ର ସହିତ ସମସ୍ତ କାର୍ଯ୍ୟ କୁ କରିବା ଆବଶ୍ୟକ ହୋଇଥାଏ | ତେବେ ଆଜି ଆମେ କହୁଛି ସନ୍ତୋଷ କୁମାର ଚମ୍ପତି ଙ୍କ ବିଷୟରେ | ତେବେ ତାଙ୍କର କହିବା କଥା କି ତାଙ୍କର ଯେତେବେଳେ ପ୍ରଥମେ ଦେହ ଖରାପ ହେଲା ସେତେବେଳେ ସେ ଜାଣି ନ ଥିଲେ କି ତାଙ୍କୁ କ୍ୟାନ୍ସର ହୋଇଛି ବୋଲି |

ଆଉ ବହୁତ ଡାକ୍ତର ଙ୍କୁ ଦେଖାଇ ଥିଲେ ସେହି ଅସୁବିଧା ପାଇଁକି | ଆଉ ଡାକ୍ତର ତାଙ୍କୁ ଗ୍ୟାଷ୍ଟିକ ହୋଇଛି ବୋଲି ମଧ୍ୟ କହିଥିଲେ | ଆଉ ସେଥିପାଇଁ ସେ ମେଡ଼ିସିନ ମଧ୍ୟ ଖାଇଥିଲେ, ତେବେ ତାହା ପରେ ତାଙ୍କର ଗଲା ରେ ଆବୁ ଭଳି କଣ ବାହାରିବାରୁ ସେ ଚିକିତ୍ସା କରିବା ପରେ ବାଓପସି କରିବା ପରେ ବ୍ଲଡ଼ କ୍ୟାନ୍ସର ହୋଇଛି ବୋଲି ଜାଣିଲେ | ତାହା ପରେ ସେ ଟାଟା ମେମୋରିଆଲ ରେ ଯାଇ ଦେଖାଇଥିଲେ | ଆଉ ସେଠାରେ 5 ଦିନ ଅନ୍ତରରେ ସେ 6 ଥର କେମ ମଧ୍ୟ ନେଇଥିଲେ |

ତେବେ କେମ ନେବା ଫଳରେ ତାଙ୍କର 80% ଭଲ ହୋଇଯାଇଥିଲା ଓ ବାକି 20% ରେ ଅପେରସନ ଦ୍ୱାରା ଭଲ କରାଇଥିଲେ | ତେବେ ଯାହା ଜଣା ପଡିଛି କି ତାଙ୍କର ଏହି ଚିକିତ୍ସା ରେ 25 ଲକ୍ଷ ପାଖା ପାଖି ଟଙ୍କା ଖର୍ଚ୍ଚ ହୋଇଥିଲା | ଆଉ ଯାହା ତାଙ୍କୁ ମୀରା ମେଡ଼ାମ ଯିଏ କି କିନ୍ନର ମାନଙ୍କର ମୁଖ୍ୟ ସେ ଦେଇଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କ ସାହାଯ୍ୟ କ୍ରମେ ସେ ଆଜି ସୁସ୍ଥ ମଧ୍ୟ ଅଛନ୍ତି | ତେଣୁ ସେ କହିଛନ୍ତି ତାଙ୍କର ସାହସ ବଳରେ ସେ ବ୍ଲଡ଼ କ୍ୟାନ୍ସର ଭଳି ରୋଗରୁ ବଞ୍ଚି ପାରିଛନ୍ତି | ତେଣୁ କେହି ଏହି ରୋଗ ପାଇଁ ହାରାଶ ହୁଅନ୍ତୁ ନାହିଁ | ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment