ଦେଖନ୍ତୁ Live ଭିଜୁଆଲ : ବ୍ରେକ ଡ୍ୟାନ୍ସ ରେ ବସିବା ପଡିଲା ମହଙ୍ଗା….

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏମିତି ଏକ ଅଭାବନୀୟ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମଜା କରୁ କରୁ ବାହାରି ଯାଇଛି ସଜା | ଆଉ ଯେଉଁଠି ମଜା କରିବାକୁ ଯାଇଥିବା ବେଳେ ମେଳା ପର୍ବ ରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଉ ଯାହା ଫଳରେ ସେଥିରେ 5 ଜଣ ଗୁରୁତ୍ୱ ର ହେଇଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଘଟଣା ଟି ଉପରେ ଟିକିଏ ନଜର ପକାଇବା |

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଗାଜିଆ ବାଦ ଅଞ୍ଚଳରେ |ଆଉ ଯେଉଁଠି ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ଯାହାକୁ ଦେଖିଲେ ଆପଣ ଙ୍କର ଦେହ ମଧ୍ୟ ଥରି ଉଠିବ | ଆଉ ଯେଉଁଠି ଦେଖା ଯାଇଛି କି ପୂଜା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଚାଲୁଥିଲା ରାମନୀଳା ର ପର୍ବ | ଆଉ ଯେଉଁଠି ବିଭିନ୍ନ ପ୍ରକାରର ଦୋକାନ ଆଉ ମନ ରଞ୍ଜନ ପାଇଁକି ବିଭିନ୍ନ ପ୍ରକାରର ଜିନିଷ ବସିଛି | ଆଉ ଯେଉଁଠି ବ୍ରେକ ଡାନ୍ସ ମଧ୍ୟ ବସିଥିଲା ଲୋକ ମାନଙ୍କର ମନକୁ ଆକୃଷ୍ଟ କରେଇବା ପାଇଁ |

ଆଉ ସେହି ବ୍ରେକ ଡାନ୍ସ ରେ ଅନେକ ଲୋକ ମଧ୍ୟ ବସୁଥିଲେ ଆଉ ମଜା ମଧ୍ୟ ନେଇଥିଲେ ମହିଳା ପୁରୁଷ ଠୁ ଆରମ୍ଭ କରିକି ପିଲା ଛୁଆଁ ପର୍ଯ୍ୟନ୍ତ ସମସ୍ତେ ସେଥିରେ ବସିକି ମଜା ମଧ୍ୟ ନେଉଥିଲେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ବ୍ରେକ ଡାନ୍ସ ରେ ବସିଥିବା ସମୟରେ କୌଣସି ଗୋଟିଏ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା | ଆଉ ଯାହା ଫଳରେ ବ୍ରେକ ଡାନ୍ସ ରେ ଥିବା ଗୋଟିଏ ସିଟ ଖୋଲିକି ପଳେଇ ଆସିଥିଲା | ଆଉ ଯାହା ଫଳରେ ଘଟଣା ସ୍ଥଳରେ 5 ଜଣ ଗୁରୁତ୍ୱ ର ଭାବରେ ଆହତ ହେଇଥିବାର ଦେଖିବାକୁ ମିଳିଥିଲା | ଆଉ ଯେଉଁଠି ଏଭଳି ଘଟଣା ଚାରିଆଡେ ଚହଳ ସୃଷ୍ଟି କରିଥିଲା |

ଆଉ ଯେଉଁଠି ଆହତ ଙ୍କ ମଧ୍ୟରେ ଛୋଟ ପିଲା 2 ଜନ ଥିବାର ଦେଖିବାକୁ ମିଳିଥିଲା | ଆଉ ଘଟଣା ସ୍ଥଳରେ ଏଭଳି ଦୃଶ୍ୟ ଦେଖିବା ପରେ ସେମାନଙ୍କୁ ହସ୍ପିଟାଲ କୁ ନିଆଯାଇଥିଲା | ତେବେ ଏଭଳି ଗୋଟିଏ ଦୁର୍ଘଟଣା ଘଟିବାର କାରଣ ଅଭର ଲୁଡିଂ ବୋଲି ଜଣା ପଡିଛି | ଭାରସାମ୍ୟ ହରାଇ ଏହିଭଳି ଘଟଣା ଘଟିଛି ବୋଲି କୁହାଯାଇଛି | ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment