Exclusive : ମଞ୍ଚ ଉପରକୁ ଜୋତା ଫିଙ୍ଗିଥିବା ମହିଳା ଜଣଙ୍କ କଣପାଇଁ ଏମିତି କଲେ ଶୁଣନ୍ତୁ ତାଙ୍କ ମୁହଁରୁ କହୁଛନ୍ତି, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବର୍ତ୍ତମାନ ବେଶ ଭାଇରାଲ ହେବାକୁ ଲାଗିଛି ସେହି ଗୋଟିଏ ଭିଡିଓ ଯାହା ହେଉଛି ଅଶ୍ଳୀଳ ଡାନ୍ସ କୁ ନେଇକି ସୃଷ୍ଟି ହୋଇଥିବା ଗଣ୍ଡ ଗୋଳ କଥା | ଆଉ ଯେଉଁଠି ଜଣା ପଡିଛି କି ବର୍ଷା ପ୍ରିୟଦର୍ଶିନୀ ନାମକ ଜଣେ ଆଇଟମ ଗାର୍ଲ ଯିଏକି ଡାନ୍ସ କରିବାକୁ ଲାଗିଥିଲେ ମଞ୍ଚ ଉପରେ ତାଙ୍କର ଡାନ୍ସ କୁ ନେଇକି ମହିଳା ଜଣକ ଷ୍ଟେଜ ଉପରକୁ ଜୋତା ଫୋପାଡ଼ିଛନ୍ତି | ଆଉ ଯେଉଁ ଘଟଣା ପାଇଁକି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ନାରୀ ମାନଙ୍କର ଇଜ୍ଜତ ଆଉ ସଂମ୍ମାନ କଥା କୁ ଆଖି ଆଗରେ ରଖିକି, ଆଜିର ଯୁବ ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି କହି ମହିଳା ଜଣକ ଏହିଭଳି ଭାବରେ ଜୋତା ମାଡ଼ କରିଛନ୍ତି ଷ୍ଟେଜ ଉପରକୁ ବୋଲି ଜଣା ପଡିଛି |ତେବେ ସୂଚନା ଅନୁସାରେ ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ | ଆଉ କାଳୀପୂଜା ଅବସରରେ ଭଦ୍ରକ ରେ ଆୟୋଜନ କରାଯାଇଥିଲା ଏକ ବିରାଟ ଯାତ୍ରା ର ମଞ୍ଚ | ଆଉ ଯେଉଁଠି ଜଣା ପଡିଛି କି ଚରମ୍ପା ଯାତ୍ରା ଅଞ୍ଚଳରେ ରାଜନନ୍ଦିନୀ ଯାତ୍ରା କମିଟି ତରଫରୁ ଏକ ବିରାଟ ଯାତ୍ରା ର ଆୟୋଜନ କରାଯାଇଥିଲା ଏଠାରେ |

ଆଉ ଯାହା ଜଣା ପଡିଛି କି ସେହି ଯାତ୍ରା ମଞ୍ଚ ରେ ରାଣୀ ପ୍ରିୟଦର୍ଶିନୀ ତାଙ୍କର ଡାନ୍ସ ର ଝଲକ ଦେଖାଇବାକୁ ଲାଗିଥିଲେ | ଆଉ ଯେଉଁଠି ଡାନ୍ସ କରୁଥିବା ସମୟରେ ଅଶ୍ଳୀଳ ତା ଭାବରେ ଡାନ୍ସ କରିବା ପାଇଁ ମଧ୍ୟ ଲାଗିଥିଲେ ରାଣୀ | ଆଉ ଯେଉଁଥିପାଇଁ ମହିଳା ଜଣକ ଏହିଭଳି ଗୋଟିଏ କାମ କରିଥିଲେ | ତେବେ ମହିଳା ଜଣଙ୍କର କହିବା କଥା କି ଏହି ଭଳି କେତେଜଣ ଝିଅ ଙ୍କ ପାଇଁ ଆଜିର ସମାଜ ଦିନକୁ ଦିନ ତଳକୁ ଖୋସିବାରେ ଲାଗିଛି |

ତେବେ ଆମର ସଂସ୍କୃତି ଅନୁସାରେ ଓଡିଶୀ ରହିଛି ବା ଅନ୍ୟ ଡାନ୍ସ ବି ରହିଛି ତାହା ମଧ୍ୟ ନାଚି ପାରିଥାନ୍ତେ | ତାହା ଛଡା ଆମେରିକା ଭଳି ବିଦେଶ ଦେଶରେ ଆମ ଓଡ଼ିଶାର ଡାନ୍ସ ଦେଖୁଥିବା ବେଳେ | ଭଦ୍ରକ ର ଚାନ୍ଦବାଲି ରେ ଯାହା ନାଚି ଛନ୍ତି ଅଶ୍ଳୀଳ ଭାବରେ ଯାହା ଫଳରେ ମହିଳା ଜଣଙ୍କର ଚପଲ ମାଡ଼ କରିବା ସହିତ ଷ୍ଟେଜ ଉପରକୁ ଯାଇ ମଧ୍ୟ ଗାଳି ଗୁଲଜ କରିବା ପାଇଁ ଲାଗି ପଡିଥିଲେ | ଆଉ ତାଙ୍କର କହିବା କଥା କି ଆଜି କାଲି ଝିଅ ମାନଙ୍କର ଇଜ୍ଜତ ଏହି ଭଳି ଭାବରେ ରାସ୍ତା ରେ ପକେଇବା କାରଣରୁ ସେ ଚପଲ ଫୋପାଡ଼ିଛନ୍ତି |, ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment