ଅମ୍ଳ ଏବଂ ଏସିଡ଼ିଟି ( Gas and Acidity ) ଏକା ଥରେ ହୋଇଯିବ ଗାଏବ କରନ୍ତୁ ଏହି ଉପାୟ

ହଁ ବନ୍ଧୁଗଣ ଆମେ ଜାଣିଛେ କି ଆମ ଶରୀରରେ ସବୁ ବେଳେ କିଛି ନା କିଛି ଛୋଟ ବଡ଼ ସମସ୍ୟା ମାନ ଲାଗିକି ରହିଥାଏ | ତେବେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ଆପଣାଇ ଥାଉ |ତେବେ ଆମେ ଜାଣିଛୁ ଆମର ସ୍ୱାସ୍ଥ୍ୟ ହିଁ ଆମର ସମ୍ପତ୍ତି ଅଟେ, ଆଉ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଚିନ୍ତିତ ମଧ୍ୟ ଥାଉ | ତାହା ବ୍ୟତୀତ ଅନେକ ସମୟରେ ଆମେ ଡକ୍ଟର ଙ୍କର ପରାମର୍ଶ ମଧ୍ୟ ଲଢ଼ି ଥାଉ | ତାହେଲେ ଆସନ୍ତୁ ସେହିଭଳି ଗ୍ୟାଷ୍ଟିକ ଓ ଏସିସିଟି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସହଜ ଘରେଇ ଉପଚାର ବିଷୟରେ ଆଲୋଚନା କରିବା |

ତେବେ ସାଧାରଣତଃ ଆମେ ଜାଣିଛି କି ଆମ ଶରୀରରେ ସମସ୍ୟା ମାନ ଆମର ଭୁଲ ପାଇଁ ଅନେକ ସମୟରେ ଦେଖା ଯାଇଥାଏ | ଆମର ଖାଦ୍ୟ ଖାଇବା ର ସମୟ ଓ ଖାଦ୍ୟ ତାଲିକା ଉପରେ ଏହା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ | ଆଉ ଯାହା ଫଳରେ ଆମେ ମାନେ ଅନେକ ସମୟରେ ଅନେକ ପ୍ରକାରର ଅସୁବିଧା ର ସମ୍ମୁଖୀନ ହୋଇଥାଉ ଆମର ଦୌନନ୍ଦିନ ଜୀବନରେ | ତାହେଲେ ଆସନ୍ତୁ 2 ଟି ଘରେଇ ଉପାଚାର କୁ ବ୍ୟବହାର କରିକି ଘରେଇ ଟିପ୍ସ ପ୍ରସ୍ତୁତ କରିବା | ଯାହାକୁ ଆମେ ବ୍ୟବହାର କରିକି ଏସିଡିଟି ଓ ଗ୍ୟାଷ୍ଟିକ ଭଳି ସମସ୍ୟା ରୁ ସବୁ ଦିନ ପାଇଁକି ମୁକ୍ତି ପାଇପାରିବା |

ଆବଶ୍ୟକୀୟ ଉପକରଣ :-

ଜିରା, ଜୁଆଣି, କଳା ଲୁଣ

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

ଟିପ୍ସ -1

ଗ୍ୟାଷ୍ଟିକ ଓ ଏସିଡିଟି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ପ୍ରଥମେ ନିଦରୁ ଉଠିକି ଗୋଟିଏ ସହଜ ଉପଚାର କୁ ବ୍ୟବହାର କରିବା ପାଇଁ ପଡିବ | ତେବେ ସେଥିପାଇଁ ଆମକୁ ପ୍ରଥମେ ଜିରା ର ଆବଶ୍ୟକତା ରହିଛି | ତେବେ ଆମେ ପ୍ରଥମେ ଗୋଟିଏ ଚାମଚ ଜିରା ନେବା ଆଉ ତାହାକୁ ଗୋଟିଏ ଗ୍ଲାସ ପାଣିରେ ପକାଇବା | ତାହା ପରେ ତାହାକୁ ଫୁଟାଇବାକୁ ଲାଗିବା | ତେବେ ଜିରା ଟି ପାଣିରେ ଫୁଟି ସାରିବା ପରେ ଓ ଜିରା ର ସମସ୍ତ ପୋଷକ ତତ୍ତ୍ୱ ପାଣି ରେ ମିଶି ସାରିବା ପରେ ସେହି ଜିରା ପାଣିକୁ ଛାଣି ଦେବା ଓ ତାହାକୁ ଚାହା ଭଳି ଖାଲି ପେଟରେ ବ୍ୟବହାର କରିବା ଓ ବଳକା ଜିରା କୁ ଚୋବାଇକି ଖାଇନେବା |

ଟିପ୍ସ -2

ଦ୍ଵିତୀୟ ଉପଚାର କୁ ଆମେ ଖାଇବା ପରେ ବ୍ୟବହାର କରିବା, ତେବେ ସେଥିପାଇଁ ଆମକୁ ପ୍ରଥମେ ଖାଇବା ପରେ ଗୋଟିଏ ଚାମଚ ଜୁଆଣି ନେବା ଓ ସେଥିରେ କଳା ଲୁଣ ବା ଆମେ ଯାହାକୁ ବିଟ ଲୁଣ ବୋଲି କହିଥାଉ ତାହାକୁ ମିଶାଇ ଚୋବାଇକି ଖାଇବା |

ତେବେ ଏହିଭଳି ଭାବରେ ଆମେ ଯଦି କରିବା ତାହେଲେ ଗ୍ୟାସ ଆଉ ଏସିଡିଟି ଭଳି ସମସ୍ୟାକୁ ସବୁ ଦିନ ପାଇଁ ଭଲ କରି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment