14 Days Challenge : କେତେ ବି ପତଳା କମଜୋରୀ ଚୁଟି ହେଉ ନା କାହିଁକି, ଏହି ଉପାୟ କରନ୍ତୁ 2 ଗୁଣା ବଢିବ ଚୁଟି

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୌଦାର୍ଯ୍ୟ ବୃଦ୍ଧି କରିବାରେ ଆମର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ତାହା ହେଉଛି ଆମର ହେୟାର | ତେବେ ଆଜି କାଲି ଦେଖିବାକୁ ମିଳୁଛି କି କମ ବୟସରୁ ଲୋକ ମାନଙ୍କର ଚୁଟି ଉପୁଡିବା ସହିତ ହେୟାର ଜନିତ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଛି | ଆଉ ତାହା ଛଡା ବଜାରରୁ ମିଳୁଥିବା କେମିକାଲ ପ୍ରଡକ୍ଟସ କୁ ଚୁଟି ରେ ବ୍ୟବହାର କରିବା ଯୋଗୁ କେଶ ଜନିତ ସମସ୍ୟା ମାନ ଦେଖା ଦେଉଛି | ତେବେ ଆଜି ଆପଣ ମାନଙ୍କୁ ଏକ ସହଜ ଘରେଇ ଉପଚାର ବିଷୟରେ କହିବାକୁ ଯାଉଛି, ଯାହାକୁ ବ୍ୟବହାର କରିକି କେଶ ଜନିତ ସମସ୍ୟା ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ମେଥି, ଭିଟାମିନ -E କ୍ୟାପସୁଲ

ପ୍ରସ୍ତୁତି ପ୍ରଣାଳୀ :-

1-ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ମେଥି ରେ | ତେବେ ପ୍ରଥମେ ଆପଣ 3-4 ଚାମଚ ମେଥି ନିଅନ୍ତୁ | ଆଉ ତାହା କୁ ରାତି ସାରା ପାଣି ରେ ଭିଜେଇକି ରଖି ଦିଅନ୍ତୁ | ଆଉ ତାହା ପରେ ରାତି ସାରା ରହିବା ପରେ ସକାଳେ ଦେଖିଲେ ମେଥି ରେ ଥିବା ପାଣି ହଳଦିଆ ରଙ୍ଗ ର ହୋଇଯାଇଛି | ଆଉ ମେଥି ରେ ଥିବା ସମସ୍ତ ଗୁଣ ସେହି ପାଣି ରେ ମିଶି ଯାଇଛି | ଆଉ ତାହା ପରେ ସେହି ମେଥିରେ ଆଉ ଗୋଟିଏ ରୁ ଦୁଇ କପ ପାଣି ଢାଳି ଦେବେ |

ଆଉ ତାହା ପରେ ଗ୍ୟାସ ରେ ବସେଇକି ତାହାକୁ ଲୋ ଫ୍ରେମ ରେ ଗରମ କରିବା ପାଇଁ ଲାଗିବେ | ତେବେ ତାହାକୁ ଫୁଟିବ ପାଇଁ 10-15 ମିନିଟ ଛାଡି ଦେବେ | ତାହା ପରେ ସେହି ପାଣି ଥିବା ମେଥି କୁ କାଢି ଟିକିଏ ଚକୋଟି ଦେବେ ହାଲକା | ତାହା ପରେ ମେଥି ର ସେହି ପାଣି କୁ ଭଲ ଭାବରେ ଛାଣି ଦେବେ | ଆଉ ସେହି ମେଥି ପାଣିରେ ଭିଟାମିନ -E ର କ୍ୟାପସୁଲ 3 ଟି ନେଇକି ମିଶାଇ ଦେଲେ | ଆଉ ତାହାକୁ ଏକ ସ୍ପ୍ରେ ବୋତଲ ରେ ଷ୍ଟୋର କରିକି ରଖିଦେବେ |

2 – ଦ୍ୱିତୀୟ ଉପଚାର ପାଇଁ ଆପଣ ଛାଣି ହୋଇଥିବା ମେଥି କୁ ବ୍ୟବହାର କରି ପାରିବେ |ତେବେ ସେହି ମେଥି କୁ ଭଲ ଭାବରେ ପେଷ୍ଟ କରି ଦେବେ ଗ୍ରାଇଣ୍ଡୋର ସାହାଯ୍ୟରେ ଆଉ ତାହା କୁ ଗୋଟିଏ ପାତ୍ର ରେ ରଖିବେ |

ବ୍ୟବହାର :-

ତେବେ ଆପଣ ମାନେ ପ୍ରସ୍ତୁତ ହୋଇଥିବା ହେୟାର ସିରୋମ କୁ ମୁଣ୍ଡ ର ସ୍କାଳ୍ଭ ରେ ବ୍ୟବହାର କରି ପାରିବେ ଯାହା ଦ୍ଵାରା ଆପଣଙ୍କର ଚୁଟି ବଢିବ ଓ ଉପୁଡିବ ନାହିଁ ଆଉ ଯାହାକୁ ଆପଣ ମୁଣ୍ଡ ଧୋଇବାର 1-2 ଘଣ୍ଟା ପୂର୍ବରୁ ନହେଲେ ରାତି ସାରା ଲଗାଇ ପରେ ସାମ୍ପୁ ରେ ଧୋଇ ପରିବେ | ତାହା ବ୍ୟତୀତ ସପ୍ତାହ ରେ ଏହାକୁ 2 ଥର ବ୍ୟବହାର କରିବାର ଆବଶ୍ୟକତା ମଧ୍ୟ ରହିଛି |ତେବେ ମେଥିର ପେଷ୍ଟ କୁ ମୁଣ୍ଡରେ ଲଗାଇ 2 ଘଣ୍ଟା ପରେ ପ୍ରଥମେ ଧୋଇ ଦେବେ ଓ ତାପରେ ସେମ୍ପୁ କରିବେ | ଆଉ ଏହି ସବୁ ଉପାଦାନ କୁ ଆପଣ ଫ୍ରିଜ ରେ ଷ୍ଟୋର କରିକି ରଖି ପାରିବେ |

ତେବେ ଏହିଭଳି ଘରେଇ ଉପଚାର କୁ ବ୍ୟବହାର କରିକି ଆମେ କେଶ ର ଯତ୍ନ ନେଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment