ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକା ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଆପଣ ମାନେ ଅନେକ ପ୍ରକାରର କାରଣ କୁ ନେଇକି ବିବାଦ ଉପୁଜୁଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ଏଠାରେ ଇନଷ୍ଟାଗ୍ରାମ ରେ ଫୋଲୋ୍ୟାର୍ସ ଅଧିକ ହେବାରୁ ସୃଷ୍ଟି ହୋଇଛି ବିବାଦ | ଆଉ ମହିଳା ଜଣଙ୍କ ବଡ଼ିଆ ପିଟା କରୁଥିବାର ମଧ୍ୟ ସୂଚନା ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି କି ମହିଳା ଜଣଙ୍କର ଘର ହେଉଛି ନୟାପଲ୍ଲୀ ଅଞ୍ଚଳରେ | ଆଉ ଯେଉଁଠି ଜଣା ପଡିଛି କି ମହିଳା ଜଣ ଙ୍କ ସେହି ଅଞ୍ଚଳରେ ରହୁଥିବା ସମୟରେ ତାଙ୍କ ଉପରରେ ଆକ୍ରମଣ କରାଯାଇଛି ତାହା ପୁଣି ମହିଳା ଜଣଙ୍କର ଘରେ ପଶିକି |ଆଉ ଯାହା ଜଣା ପଡିଛି କି ମହିଳା ଜଣକ ଇନଷ୍ଟାଗ୍ରାମ ରେ ଅନେକ ପ୍ରକାରର ଭିଡିଓ ବାନାନ୍ତି | ଆଉ ଯାହାକୁ ଲୋକ ମାନେ ମଧ୍ୟ ପସନ୍ଦ କରିବା ସହିତ ଲାଇକ ସେୟାର ମଧ୍ୟ କରିଥାନ୍ତି ବୋଲି ଜଣା ପଡିଛି | ଆଉ ପସନ୍ଦ କରୁଥିବା ବେଳେ ଏହାକୁ ଦେଖିକି ସହି ପାରି ନାହାନ୍ତି ଅନ୍ୟ ଜଣେ ମହିଳା ଜଣଙ୍କ | ଆଉ ତାଙ୍କ ଉପରେ କରିବାକୁ ଲାଗିଥିଲେ ଆକ୍ରମଣ ଆଉ ଗୁଣ୍ଡଗିରି |
ଆଉ ଯାହା ଜଣା ପଡିଥିଲା କି ମହିଳା ଜଣଙ୍କ ଗୁଣ୍ଡା ଗିରି କରି କିଛି ଲୋକଙ୍କୁ ନେଇକି ମହିଳା ଜଣଙ୍କର ଘରେ ପଶିଥିଲେ ଓ ବଡ଼ିଆ ପିଟା ମଧ୍ୟ କରିବାକୁ ଲାଗିଥିଲେ ତାଙ୍କର ସ୍ୱାମୀ ଙ୍କି ଓ ତାଙ୍କର 3 ବର୍ଷ ର ଝିଅ କୁ ମାଳିସାହି ପଠେଇଦେବେ ବୋଲି ମଧ୍ୟ କହିଥିଲେ |ଆଉ ଯାହା କୁ ନେଇକି ମହିଳା ଜଣଙ୍କ ପୂର୍ବରୁ ନୟାପଲ୍ଲୀ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ କିଛି କି ଫାଇଦା ହୋଇନ ଥିଲା | ଆଉ ପୋଲିସ କିଛି କରି ପାରିବନି ବୋଲି କହିଥିଲା | ଆଉ ଏହା ଛଡା ତାଙ୍କର ଘରକୁ କିନ୍ନର ମାନେ ମଧ୍ୟ ଆସିଥିଲେ ଯେଉ ମାନଙ୍କ ମହିଳା ଜଣଙ୍କ ଜାଣନ୍ତି ନାହିଁ |
ଆଉ ମହିଳା ଜଣଙ୍କୁ ଗାଳି କରିବା ସହିତ, ତାଙ୍କର ଫୋନ ନମ୍ବର କୁ ମଧ୍ୟ ସମସ୍ତଙ୍କ ପାଖକୁ ଭାଇରାଲ କରେଇବାରେ ଲାଗିଥିଲେ |ଆଉ ଇନଷ୍ଟଗ୍ରାମ ରେ ତାଙ୍କର ଭି୍ୱାରସ ବେଶୀ ବୋଲି ଜଣା ପଡିଛି | ଆଉ ତାଙ୍କର ଏହି ଭଳି କଥା ରେ ପୋଲିସ କିଛି ପଦକ୍ଷେପ ନେବ ନାହିଁ ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।