ମହା ଖୁଲାସା ! ଏମିତି ଅର୍ଚ୍ଚନା ଲଗେଇଥିଲା ବେଡରୁମ୍ ସିକ୍ରେଟ୍ କ୍ୟାମେରା, ଯାହା ରେକର୍ଡ କରୁଥିଲା ଅନ୍ତରଙ୍ଗ ଦୃଶ୍ୟ। Archana Nag… ଦେଖନ୍ତୁ Video

ଆମ ସମାଜ ରେ ନାରୀ ମାନ ଙ୍କୁ ଆମେ ବହୁତ ସଂମାନ ଦେଇଥାଉ, କାରଣ ଗୋଟିଏ ନାରୀ ହିଁ ସଂସାର ର ସୃଷ୍ଟି କର୍ତା ଏବଂ ବିନାଶ କର୍ତା ହୋଇଥାଏ। ମାତ୍ର ବର୍ତ୍ତମାନ ଆମ ସମାଜ ରେ ଏହିପରି କିଛି ନାରୀ ରହୁଛନ୍ତି ଯେଉଁ ମାନେ ନାରୀ ନାମରେ କଲଙ୍କ ଅଟନ୍ତି, ଆଉ ସେହିଭଳି କଳଙ୍କିତ ନାରୀ ମଧ୍ୟରେ ଜଣେ ହେଉଛନ୍ତି ଆମ ଓଡ଼ିଶା ର ରାଜଧାନୀ ର ମହିଳା ଅର୍ଚ୍ଚନା ନାଗ। ଜଣେ ମହିଳା ହୋଇ ଅନେକ ଲୋକଙ୍କ ସହ ଖରାପ ସମ୍ପର୍କ ରଖୁଥିଲେ ଆଉ ନିଜ ମାୟା ଜାଲ ରେ ସେମାନ ଙ୍କୁ ପକାଇ ଲକ୍ଷ ଲକ୍ଷ ଟଙ୍କା କମାଉଥିଲେ।

ତେବେ କିନ୍ତୁ କୁହାଯାଏ କି ଚୋର ଘର ସବୁଦିନ ଅନ୍ଧାର ରହେ ନାହିଁ ବୋଲି ।ଯେତେବେଳେ ସେ ତାଙ୍କ ଜାଲ ରେ ଓଲିଉଡ ର ପ୍ରଯୋଜକ ଅକ୍ଷୟ ଙ୍କୁ ଫସେଇବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ଏହା ତାଙ୍କ ଉପରେ ଭାରି ପଡିଯାଇଥିଲା। ଆଉ ଗୋଟିଏ ପରେ ଗୋଟିଏ ସତ ସାମ୍ନା କୁ ଆସିଥିଲା ,ଏବଂ ବର୍ତ୍ତମାନ ସେ ନିଜ ଜାଲ ରେ ନିଜେ ଫସିଯାଇ ଜେଲ ରେ ଅଛନ୍ତି। ମାତ୍ର ସୋସିଆଲ ମିଡ଼ିଆ ରେ ତାଙ୍କର ଏହିପରି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ସମସ୍ତ ଙ୍କୁ ଚକିତ କରି ଦେଇଛି। ତେବେ ଏହି ଭିଡ଼ିଓ ରେ ଆମେ ଅର୍ଚ୍ଚନା ନାଗ ଙ୍କ ର ରହସ୍ୟମୟ ବେଡ଼ ରୁମ ବିଷୟ ରେ ଆପଣ ଙ୍କୁ ଜଣେଇବୁ।

ତେବେ ଅର୍ଚ୍ଚନା ନାଗ ଙ୍କ ର ତାହା ବେଡ଼ ରୁମ ନଥିଲା ବରଂ ଥିଲା ବଡ଼ ବଡ଼ ଲୋକ ମାନ ଙ୍କୁ ଫସେଇବା ପାଇଁ ଏକ ଟ୍ରାପ। ଯିଏ ଥରେ ସେ ବେଡ଼ ରୁମ କୁ ପ୍ରବେଶ କରୁଥିଲେ ସେ ଅର୍ଚ୍ଚନା ନାଗ ର ହାତ ମୁଠାରେ ରହିଥିଲା। କାରଣ ସେହି ବେଡ଼ ରୁମ ରେ ବଡ଼ ଚାଲାକ ର ସହ ଲାଗିଥିଲା ଛୋଟ ଛୋଟ କ୍ୟାମେରା ତାହା ଗୋଟେ କି ଦିଟା ନୁହେଁ ବରଂ ୮ ଟି ଛୋଟ କ୍ୟାମେରା। ସେହି କ୍ୟାମେରା ଗୁଡ଼ିକ ବଡ଼ ସିକ୍ରେର ଆନ୍ଦାଜ ରେ ଭିନ୍ନ ଭିନ୍ନ ଜାଗା ରେ ଲଗା ଯାଇଥିଲା। ଏବଂ ଏହି କ୍ୟାମେରା ରେ ସବୁ ଭିଡ଼ିଓ କୁ ରେକର୍ଡ କରି ସେ ବଡ଼ ବଡ଼ ନେତା ଓ ଟଙ୍କା ଵାଲା ଲୋକଙ୍କୁ ବ୍ଲାକମେଲ କରୁଥିଲେ ଆଉ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ।

ତେବେ ତାଙ୍କ ବେଡ଼ ରୁମ ର ସ୍କିନ ରେ ଗୋଟିଏ କ୍ୟାମେରା , ତାର ଉପର ଭାଗ ର ଦୁଇ ସାଇଟ ରେ ଦୁଇ ଟି କ୍ୟାମେରା। ପୁଣି ପୁରା ଘର ଭିତର ଛାତ କୁ ଗୋଟିଏ କ୍ୟାମେରା , ଘରର ମିରର ରେ ,ଝରକା ରେ ଏମିତି କି ବେଡ଼ ର ବେକ ସାଇଟ ରେ ଥିବା ଡିଜାଇନ କାମ ରେ ମଧ୍ୟ ଏକ କ୍ୟାମେରା ସେ ଲୁଚାଇ ଲଗାଇ ରଖିଥିଲେ। ଆଉ ଯିଏ ଥରେ ସେ ବେଡ଼ ରୁମ କୁ ଗଲା ସେତେବେଳେ ସେ ଅର୍ଚ୍ଚନା ନାଗ ଙ୍କ ଜାଲ ରେ ଫସି ଯାଉଥିଲା ଆଉ ବାହାର କୁ ଆସିବା ତା ପାଇଁ ଅସମ୍ଭବ ହେଉଥିଲା ।ତେବେ ବନ୍ଧୁଗଣ କେବଳ ଅର୍ଚ୍ଚନା ନୁହଁନ୍ତି ଏହିପରି ଅନେକ ନାଗୁଣି ଆମ ସମାଜ ରେ ବୁଲୁଛନ୍ତି ତାଙ୍କ ଠାରୁ ଦୂରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment