Hair Tips – ଚୁଟି ଧୋଇବା ସମୟରେ ନିମ ପାଣି କୁ ଏମିତି ଲଗାନ୍ତୁ ଚୁଟି ଏତେ କଳା, ମୋଟା, ଲମ୍ବା ହେବ କି କାଟିବାକୁ ପଡିବ

ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ପ୍ରାୟ ଜାଣିଥିବେ କି ଆମକୁ ଯଦି ସୁନ୍ଦର ଦେଖା ଯିବାର ଅଛି | ଆଉ ସବୁବେଳେ ଯୁବକ ଭଳି ଦେଖା ଯିବାର ଅଛି ତାହେଲେ ଆମର ତ୍ୱଚା ସହିତ ଆମର କେଶ ର ମଧ୍ୟ ଯତ୍ନ ନେବାକୁ ପଡିଥାଏ | ତେବେ ଯଦି କେଶ ଜନିତ ସମସ୍ୟା ଆପଣ ଙ୍କ ପାଖରେ ଦେଖା ଯିବ ତାହେଲେ ଆମେ ଅଳ୍ପ ବୟସରୁ ବୁଢା ଭଳିଆ ଦେଖା ଯିବା | ତେବେ ଏହି କେଶ ଜନିତ ସମସ୍ୟା ବିଭିନ କାରଣରୁ ମଧ୍ୟ ହେଉଥିବା କଥା ଆମେ ମାନେ ଜାଣିଥିବା | ତେବେ ଏହି ଭଳି କେଶ ଜନିତ ସମସ୍ୟା ଯଦି ଆମ ମାନଙ୍କ ପାଖରେ ଦେଖା ଯିବ ତାହାର ମୁଖ୍ୟ କାରଣ ହେଉଛି ବଜାରରେ ମିଳିଥିବା କେମିକାଲ ପ୍ରଡକ୍ଟସ ର ବ୍ୟବହାର ତାହା ସହିତ ଆମର ବାୟୁ ପ୍ରଦୂଷଣ | ତାହେଲେ ଆସନ୍ତୁ ଏହି ଭଳି କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସହଜ ଘରେଇ ଉପଚାର 2 ଟି ବିଷୟରେ ଆଲୋଚନା କରିବା |

ତେବେ ଆଜି କାଲି ବାୟୁ ପ୍ରଦୂଷଣ ମଧ୍ୟ କିଛି ପରିମାଣରେ ଆମର ହେୟାର ଉପରେ ପ୍ରଭାବ ପକାଇଥାଏ | ତେବେ ଯଦି ଆପଣ କେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛୁ ତାହେଲେ 2 ଟି ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଏଲୋବେରା , ନିମ୍ବ ପତ୍ର

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ନିମ୍ବ ପତ୍ର | ତେବେ ସେହି ନିମ୍ବ ପତ୍ର କୁ ନେଇକି ଭଲ ଭାବରେ ଧୋଇଦେବା ଓ ତାହାକୁ ଗ୍ୟାସ ରେ ପାଣି ଦେଇକି ସେଥିରେ ଧୋଇକି ରଖିଥିବା ନିମ୍ବ ପତ୍ର କୁ ପକାଇବା ଓ ତାହାଲୁ ଫୁଟାଇବା 15 ମିନିଟ ପର୍ଯ୍ୟନ୍ତ, ଯେପରି ପତ୍ର ର ସମସ୍ତ ଦରକାରୀ ଉପାଦାନ ସେହି ପାଣି ରେ ମିଶିଯିବ | ତାହା ପରେ ସେହି ପାଣିକୁ ଥଣ୍ଡା ହେବା ପାଇଁ ଛାଣିକି ରଖିବା |

ଦ୍ଵିତୀୟ ଉପଚାର ଟିକୁ ପ୍ରସ୍ତୁତ କରିବା କିଛି ବି ଆବଶ୍ୟକତା ନାହିଁ | କେବଳ ଆମେ ଏଲୋବେରା କୁ ନେଇକି ଫ୍ରେସ ଏଲୋବେରା | ଆଉ ଯାହାର ନାଳୁଆ ଅଂଶ କୁ ଆମେ ଆମର ଚୁଟି ରେ ଲଗାଇକି କେଶ ସମ
ସ୍ୟା କୁ ଦୂର କରି ପାରିବା |

ବ୍ୟବହାର :-

ପ୍ରଥମ ଉପଚାର ପାଇଁକି ଅନେକ ମାନେ ସ୍ପ୍ରେ ବୋତଲ ବ୍ୟବହାର କରି ପାରିବା ଓ ସେହି ପାଣିକୁ ଆମେ ଆମର କେଶରେ ମୂଳରେ ଲଗାଇବା | ତାହା ବ୍ୟତୀତ ଏଲୋବେରା କୁ ମଧ୍ୟ କେଶରେ ଲଗେଇବା ଭଲ ହୋଇଥାଏ | ଆଉ ଯାହା ସାହାଯ୍ୟରେ ଅନେକ କେଶ ସମସ୍ୟାକୁ ଦୂର କରି ପାରିବା |

ତେବେ ଏହିଭଳି ସହଜ ଆଉ ଘରେଇ ଉପଚାର କୁ ବ୍ୟବହାର କରିକି ଅନେକ କେଶକୁ କଳା, ଘନ ଓ ମୋଟା ବନେଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment