କାନ୍ଦିବା ବି ଭଲ ! କାନ୍ଦିବା ଦ୍ୱାରା ମିଳିଥାଏ ଏହି ୫ ଟି ଫାଇଦା | Dr Anika

ହଁ ଦର୍ଶକ ବନ୍ଧୁ ଆଜି କାଲି ବହୁତ ଲୋକ ଅଛନ୍ତି ସେମାନେ କି ବିନା କାରଣ ରେ କାନ୍ଦି ଥାନ୍ତି ଓ ହସି ଥାନ୍ତି, ଅନ୍ୟ ଉପରେ ସବୁବେଳେ ରାଗିବା ଭଳି ମଧ୍ୟ ଦେଖା ଯାଇଥାନ୍ତି | ତେବେ ମଣିଷ ଏହି ରାଗିବା ବା କାନ୍ଦିବା କି ହସିବା କୁ ଆମେ ବେଳେ ବେଳେ ବହୁତ ଖରାପ ବୋଲି କହିଥାଉ | କାରଣ ତାହା ସମସ୍ତ ଙ୍କୁ ଭଲ ଲାଗି ନଥାଏ ବୋଲି କହିଥାଉ | ତେବେ ମଣିଷ ଏମିତି ବେଳେ ବେଳେ ବିନା କାରଣ କାହିଁକି କରିଥାଏ ବୋଲି ଆମେ ଭାବି ଥାଉ | ତେବେ ବିନା କାରଣ ରେ ମଣିଷ ଏମତି କରେ ନାହିଁ ବୋଲି କୁହାଯାଏ ଆଉ ଏହି ସବୁ ପଛରେ ସାଇଣ୍ଟିଫିକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି |ତାହାଲେ ଆସନ୍ତୁ ଦର୍ଶକ ଜାଣିବା ଏମିତି କାହିଁକି ହେଇଥାଏ ମଣିଷ ଏମିତି କାହିଁକି କରିଥାଏ ଓ କାନ୍ଦିବା ଭଲ କି ଖରାପ ସେ ବିଷୟରେ ଜାଣିବା |

ତେବେ ବନ୍ଧୁଗଣ ଆଜି କାଲି ଦେଖା ଯାଇଛି ଯେ କୌଣସି ଘଟଣା କୁ ପୂର୍ବରୁ ଘଟିସାରି ଥିବ ତାହାର ପ୍ରତିକ୍ରିୟା ସେତେବେଳେ ଦେଖାଯାଇ ନଥିବ | ତାହାର ପ୍ରତିକ୍ରିୟା 10 ବର୍ଷ ପରେ ବା 12 ବର୍ଷ ପରେ ଆମ ଭିତରେ ଦେଖିବାକୁ ମିଳେ | ତେବେ ଏହା ମହିଳା ଙ୍କ କ୍ଷେତ୍ର ରେ ଅଧିକ ଦେଖା ଯାଏ ବୋଲି କୁହାଯାଏ | ତାହା କିପରି ନା ଅଧିକକାଂଶ ମହିଳା ନିଜକୁ ବଡ଼ ବଡ ଦୁର୍ଘଟଣା ରେ ନିଜକୁ ସମ୍ଭାଳି ପାଇଁ ମନ ର ଭାବନା କୁ ମନ ଭିତରେ ରଖିଥାନ୍ତି ଯାହା ପରବର୍ତ୍ତୀ ମୁହୁର୍ତରେ ତାକୁ ପ୍ରକାଶ ନ କରି କିଛି ବର୍ଷ ପରେ ତାହା ଆପେ ଆପେ କାନ୍ଦିବା ଦ୍ୱାରା ପ୍ରକାଶ ହେଇଥାଏ | ଆଜି କିଛି ମହିଳା ଅଛନ୍ତି ସେମାନଙ୍କର ପେଟ କାଟି ଥାନ୍ତି ବୋଲି କହିଥାନ୍ତି | ଯୋଉଠୁ ଯାହା କରିବାକୁ ମଧ୍ୟ ଭଲ ହେଉନାହିଁ ସେତେବେଳେ ଡ଼କ୍ଟର ମାନେ କଣ କରିଥାନ୍ତି ନା ମାନସିକ ବିଶେଷଜ୍ଞ ଙ୍କ ପାଖକୁ ଯିବାକୁ କହିଥାନ୍ତି |

ତେବେ ଯେତେବେଳେ ସେମାନେ ମାନସିକ ବିଶେଷଜ୍ଞ ଙ୍କ ପାଖକୁ ଆସିଥାନ୍ତି ସେତେବେଳେ | ସେତେବେଳେ ସେମାନେ ତାଙ୍କର ରୋଗ ବିଷୟରେ ଓ ଡାକ୍ତର ସେମାନଙ୍କୁ ଏହା କେବେଠୁ ହଉଛି ଆଦି ପଚାରି ଥାନ୍ତି | ତେବେ ଡ଼କ୍ଟର ଙ୍କ କହିବା କଥା ଅନୁଯାୟୀ ଏହା 40 ଅଧିକ ବୟସର ମହିଳା ଙ୍କ ଠାରେ ଅଧିକ ଦେଖା ଯାଏ | ଏହି ସମୟରେ ସେମାନଙ୍କର ପୂର୍ବରୁ ଘଟିଥିବା ସମସ୍ତ ଘଟଣା ଧୀରେ ସେମାନଙ୍କର ମନେ ପଡିଥାଏ ଓ ତାହା ପେଟ କାଟିବା, ମୁଣ୍ଡ ବିନ୍ଧିବା, ଭଳି ସମସ୍ୟା ରେ ସେମାନେ ସେହି କଥା କୁ ମନେ ରଖି କାନ୍ଦି ଥାନ୍ତି, ହସି ଥାନ୍ତି, ରାଗି ଥାନ୍ତି | ହେଲେ ଏ ସବୁ ହେଉଛି ସେମାନେ ଜାଣି ପାରୁନାହାନ୍ତି ହେଲେ ସେମାନେ କାନ୍ଦି ଥାନ୍ତି|

ତେବେ ଏପରି ହେବା ର କାରଣ ହେଉଛି ମଣିଷ ଭାବନା ଯାହା ଯେତେବେଳେ ଘଟି ଥିଲା ପ୍ରକାଶ ହେଇନଥିଲା ତାହା ଏବେ ଧୀରେ ଧୀରେ ପ୍ରକାଶ ହେଉଛି | ତେଣୁ ଏହି ଭାବନା କୁ ପ୍ରକାଶ କରିବା ଜରୁରୀ, କାନ୍ଦିବା ଦ୍ୱାରା ମନ ମଧ୍ୟ ହାଲୁକା ହେଇଥାଏ ବୋଲି କୁହାଯାଏ,ତେଣୁ କାନ୍ଦିବା ଭଲ |କୌଣସି ଷ୍ଟ୍ରେସ ପାଇଁ ଯଦି ଆପଣ ମାନେ କାନ୍ଦୁଥାନ୍ତି ତାହେଲେ କାନ୍ଦିବା ଯୋଗୁ ସେ ସବୁରୁ ମୁକ୍ତି ମିଳିଥାଏ ବୋଲି କୁହାଯାଉଛି | ଯାହା କୁ ଡାକ୍ତରୀ ଉପାୟରେ କୁହାଯାଇଛି, ଯାହାକୁ ଜାଣି ରଖିବା ଆମ ପାଇଁ ଭଲ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment