ଦେଖନ୍ତୁ ଚମତ୍କାର… ଏହି ୪ ଟି ସହଜ Hairstyles ଆପଣଙ୍କ ସୌନ୍ଦର୍ଯ୍ୟ କୁ କରିବ ଅଧିକ ସୁନ୍ଦର… ପ୍ରତ୍ୟେକ କୁଆଁରୀ ଝିଅ ଏବଂ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ମଣିଷର ରୂପ ଆଉ କେଶ ଏହି ଦୁଇଟି ମଣିଷ କୁ ଅଧିକ ସୁନ୍ଦର କରିଥାଏ | ତେବେ ଯଦି ଆପଣଙ୍କର ଖାଲି ଚୁଟି ଥିବ ତାହା ଆମର ସୌନ୍ଦର୍ଯ୍ୟ କୁ ବଢ଼ାଇଥାଏ ତାହା ନୁହଁ | ତାହାକୁ କେଉଁ ଭଳି ଭାବରେ ଷ୍ଟାଇଲ କରିକି ଆମର ସେହି ପ୍ରୋସେସ ମାଧ୍ୟମରେ କମ ଚୁଟି ରେ ବିଭିନ୍ନ ପ୍ରକାରର ଷ୍ଟାଇଲ ବନେଇବା ହେଉଛି ସବୁଠୁ ବଡ଼ କଥା | ତେବେ କୁହାଯାଏ କି ଝିଅ ମାନଙ୍କ ଚୁଟି ରେ ରହିଥାଏ ସେମାନଙ୍କର ସୌଦାର୍ଯ୍ୟାତାର ଗୁଣ | ଆଉ ଯାହା ମାଧ୍ୟମରେ ଆମେ ନିଜର ସୁନ୍ଦରତାକୁ ଦି ଗୁଣିତ କରି ପାରିବା | ତାହେଲେ ଆସନ୍ତୁ ଆଜି ମୁଁ ଆପଣ ମାନଙ୍କୁ ସେହିଭଳି କିଛି ସହଜ ହେୟାର ଷ୍ଟାଇଲ ବିଷୟରେ ଜଣେଇବି |

ତେବେ ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ହେଉଛି କି ଆମର ମିଡିୟମ ସାଇଜ ରେ ଥିବା ଚୁଟି କୁ ବ୍ୟବହାର କରିକି ଆମେ କେତେ ପ୍ରକାରର ନୂଆ ନୂଆ ଢଙ୍ଗ ରେ ହେୟାର ଷ୍ଟାଇଲ କରି ପାରିବା ତାହା ବିଷୟରେ ଜଣେଇବା ପାଇଁ ଯାଉଛି |ତେବେ ମୁଁ ଆଜି ଆମଣଙ୍କୁ ଏକ ସହଜ ହେୟାର ଟ୍ରିକ୍ସ ବତାଇବା ପାଇଁ ଯାଉଛି, ଯାହାକୁ ଆମେ ବ୍ୟବହାର କରିକି ଆମେ ଖରା ହେଉ କି ବର୍ଷା ଦିନ ହେଉ | ଘରୁ ବାହାରକୁ କୁଆଡେ ଯିବା ପାଇଁ ହେଉ କି ପାର୍ଟି କୁ ଯିବା ପାଇଁ ହେଉ ସବୁ ଥିରେ ଏହି ଫୋର୍ମୁଲା କୁ ବ୍ୟବହାର କରି ପାରିବା |

ତେବେ ଏହି ସହଜ ହେୟାର ଷ୍ଟାଇଲ କୁ ଆପଣାଇବା ପାଇଁ ହେଲେ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ଗାର୍ଡର ଓ କ୍ଲୋଚର | ତେବେ ପ୍ରଥମ ହେୟାର ଷ୍ଟାଇଲ କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗାର୍ଡର ରେ ଚୁଟି କୁ ବାନ୍ଧି ବାକୁ ପଡିବ |ତାହା ପରେ କ୍ଲୋଚର କୁ ଉପରେ ମାରିକି ଚୁଟି କୁ ଛାଡ଼ି ଷ୍ଟାଇଲ କରି ପାରିବା | ତେବେ ଆଉ ଗୋଟିଏ ହେଉଛି ଗାର୍ଡର ରେ ବାନ୍ଧିକି ତାହାକୁ ରାଉଣ୍ଡ କରିକି ଶେଷରେ କ୍ଲୋଚର ମାରି ପାରିବା |

ତେବେ ଶେଷରେ ଆମେ ଚୁଟି ଗୁଡିକୁ ମୋଡି କି ଶେଷରେ ରାଉଣ୍ଡ କରିକି ଗ୍ଲୋଚର ମାରି ପାରିବା | ତେବେ ଏହି ଭଳି ଭାବରେ ସହଜ ଉପାୟକୁ ବ୍ୟବହାର କରିକି ଆମେ ନିଜର କେଶର ସୌନ୍ଦର୍ଯ୍ୟ ବଢାଇବା ସହିତ ନିଜର ସୌଦାର୍ଯ୍ୟ ବଢ଼ାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment