OMG ! କୁନି ଝିଅ ମୁହଁରୁ ଶୁଣନ୍ତୁ ପଣିକିଆ ମାଧ୍ୟମରେ ସଚେତନତାର ବାର୍ତ୍ତା… ଭିଡ଼ିଓ ନିଆଁ ଭଳି ଭାଇରାଲ..

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ଙ୍କ ନଜରକୁ ଆସୁଥିବ ପ୍ରତେକ ଦିନ | ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ | ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖା ଯାଉଛି କି କେଉଁଭଳି ଭାବରେ ଛୋଟ ପିଲା ଟି ତାର କୁନି ଓଠ ରେ ପ୍ରକାଶ କରିବାକୁ ଲାଗିଛି ପଣିକିଆ ଆଉ ତାହା ସାଙ୍ଗଙ୍କୁ ପିଲାମାନଙ୍କ ପାଇଁ କେତେକ ସାମାଜିକ ବାର୍ତ୍ତା ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆଜି ମୁଁ ଯେଉଁ କୁନି ଝିଅ ଟି କଥା କହିବାକୁ ଯାଉଛି ତାର ନାଁ ହେଉଛି ଦିବ୍ୟାଙ୍ଗଶି | ଆଉ କୁନି ଝିଅ ଟି ପାଖରେ ଏମିତି କିଛି ଗୁଣ ରହିଛି ଯାହାକୁ ଆପଣ ମାନେ ଣ ଦେଖିଲେ ଜାଣି ପାରିବେ ନାହିଁ | ତେବେ ସାଧାରଣତଃ ଆମେ ଜାଣି ଥାଉ କି ଛୋଟ ଛୋଟ ପିଲାମାନଙ୍କ ଗୀତ ହେଉ ବା ନାଚ ବା କଥା ସମସ୍ତଙ୍କୁ ଶୁଣିବାକୁ ଭଲ ଲାଗିଥାଏ | ଆଉ ଯାହା ସମସ୍ତଙ୍କ ହୃଦୟକୁ ମଧ୍ୟ ଆକର୍ଷିତ କରୁଥାଏ ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଏହି ଭିଡିଓ ତିରେ ମଧ୍ୟ ସେମିତି ଏକ ଛୋଟ ପିଲା ଟି ତାର କୁନି ଓଠ ରେ ଜଣାଉଛି ପାଠ ର ମହତ୍ୱ ବିଷୟରେ |

ଆଉ ପିଲା ଟି କହୁଛି କି ପାଠ ପଢିଲେ ଆମର କଣ ସବୁ ଉପକାର ହେବ, ପାଠ ପଢିଲେ ଆମେ ବଡ଼ ହୋଇ ଦିନେ କଣ ସବୁ କରି ପାରିବା, ସେ ସମସ୍ତ ଘଟଣା ବିଷୟରେ ଝିଅ ଟି ସୁନ୍ଦର ଭାବରେ କହିଛି |ଆଉ ଯେଉଁଠି ଝିଅ ଟି କହିଛି କି ଆମେ ଯଦି ମନ ଦେଇକି ପାଠ ପଢିବା ତାହେଲେ ଭବିଷ୍ୟତ ରେ ଦିନେ ଡାକ୍ତର ବା ଇଞ୍ଜିନିୟର ଟିଏ ହେଇ ପାରିବା ଓ ସମାଜରେ ନିଶ୍ଚୟ ଦିନେ ଆମର ଓ ଆମ ଦେଶ ର ନା କୁ ରଖି ପାରିବା ବୋଲି କହିଛି କୁନି ଝିଅ ଟି |

ଏହା ବ୍ୟତୀତ କୁନି ଝିଅ ଟି ପାଞ୍ଚ କ ପଣିକିଆ ସହିତ ଆମ ଓଡିଶା ର ସଂସ୍କୃତି ନାଚ ଏମିତି ଅନେକ କଥା ପ୍ରକାଶ କରିକି କହିଛି | ଆଉ ଯାହା କୁ ଶୁଣିଲେ ଆପଣ ମାନେ ମଧ୍ୟ ଖୁସି ହେବେ ଓ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଭାବିବେ କି ଏତେ କୁନି ବୟସରେ ଝିଅ ଟିର ମୁଣ୍ଡରେ ଏତେ କଥା ଆସୁଛି କେଉଁଠୁ | ଆଉ ବର୍ତ୍ତମାନ ଏହି କୁନି ଝିଅଟିର ମନ ପସନ୍ଦୀଆ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ସେହି ଭିଡିଓ କୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment