30 Days Challenge – ପତଳା ଚୁଟି କୁ ଏହି ଛୋଟିଆ ଉପାୟରେ କରନ୍ତୁ ମୋଟା, ଚୁଟି ଝଡ଼ିବା ସବୁ ଦିନ ପାଇଁ ବନ୍ଦ ହୋଇଯିବ ଗ୍ୟାରେଣ୍ଟି

ତେବେ ବନ୍ଧୁଗଣ କେଶ ଗୋଟିଏ ଏମିତି ଜିନିଷ ଯାହା ଆମର ସୌନ୍ଦର୍ଯ୍ୟ କୁ ଦୁଇ ଗୁଣିତ କରି ଦେଇଥାଏ | ଆଉ ଯାହା ଆଜିର ଯୁବ ପିଢ଼ି ମାନଙ୍କ ପାଖରେ ଏକ ବଡ଼ ସମସ୍ୟା ହୋଇ ଛିଡା ହୋଇଛି | ଆଉ କମ ବୟସରୁ ଆଜିର ଲୋକ ମାନେ ଚନ୍ଦା ପଣ ର ଶିକାର ହେଉଥିବାର ଦେଖିବାକୁ ମିଳୁଛି | ତାହା ବ୍ୟତୀତ ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାରର କେମିକାଲ ପ୍ରଡକ୍ଟସ କୁ ବ୍ୟବହାର କରିବା ଫଳରେ ଆଜିକାଲି କେଶ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ |, ଆଉ ଯାହା ଆମକୁ ସମସ୍ୟା ରେ ପକାଇଥାଏ ବୋଲି କୁହାଯାଉଛି | ତେବେ ଆଜି ମୁଁ ଆପଣ ମାନଙ୍କୁ ସହଜ 4 ଟି ଘରେଇ ଉପଚାର ବିଷୟରେ ବତାଇବାକୁ ଯାଉଛି | ଯାହାକୁ ଆପଣ ମାନେ ବ୍ୟବହାର କରିକି କେଶ ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା | ଆସନ୍ତୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ମେଥି, ପିଆଜ, ଆଲୋବେରା, ଭିଟାମିନ E କ୍ୟାପସୁଲ , କଷ୍ଟର୍ଡ଼ ଅଏଲ

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

1-ତେବେ ବନ୍ଧୁଗଣ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ନେବାକୁ ପଡିବ ତାହା ହେଉଛି ମେଥି | ମେଥି କୁ ପ୍ରଥମେ 2 ଚାମଚ ନେଇକି ତାହାକୁ ରାତି ସାରା ପାଣି ରେ ଭିଜେଇକି ରଖିବା | ତାହା ପରେ ସେହି ପାଣି କୁ ସକାଳେ ଛାଣି କି ରଖିବା | ସେପଟେ ଗୋଟିଏ ପିଆଜ କୁ ଛୋଟ ଛୋଟ ଖଣ୍ଡ କରି କାଟି ପିଆଜ ରସ ବାହାର କରିବା | ଆଉ ଏହି ଦୁଇଟି ସାମଗ୍ରୀ କୁ ବ୍ୟବହାର କରିକି ସ୍ପ୍ରେ ବୋତଲ ରେ ଆମ ସକାଳ୍ଭ ରେ ପ୍ରୟୋଗ କରିବା | ଆଉ ଲଗେଇବାର 2 ଘଣ୍ଟା ପରେ ଧୋଇଦେବା |

2- ଦ୍ଵିତୀୟ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ରାତି ସାରା ଭିଜେଇ ରଖିଥିବା ମେଥି କୁ ନେଇକି ପେଷ୍ଟ ପ୍ରସ୍ତୁତ କରିବା ଆଉ ସେଥିରେ ପିଆଜ ର ରସ କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବା | ତାହା ପରେ ସେହି ପେଷ୍ଟ କୁ ଆପଣଙ୍କର ମୁଣ୍ଡରେ ଲଗାଇବେ | ଆଉ କିଛି ସମୟ ପରେ ମୁଣ୍ଡକୁ ସେମ୍ପୁ କରିଦେବେ |

3- ତୃତୀୟ ଉପଚାର ପାଇଁ ଆପଣ ପ୍ରଥମେ କିଛି ପିଆଜ ରସ ନେବେ ଆଉ ସେଥିରେ କଷ୍ଟର୍ଡ଼ ଅଏଲ ମିଶାଇବା ଓ ତାହା ପରେ ସେଥିରେ ଭିଟାମିନ E ର କ୍ୟାପସୁଲ କୁ ମିଶାଇବା ପରେ ସେହି ତେଲ କୁ ମୁଣ୍ଡରେ ଲଗାଇବା ଓ 2 ଘଣ୍ଟା ପରେ ମୁଣ୍ଡକୁ ଧୋଇଦେବା |

4- ଶେଷ ଉପାୟ ଟି ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମେ ଆଲୋବେରା ର ଆବଶ୍ୟକତା ରହିଛି ଏଲୋବେରା ରସ କାଢି ସେଥିରେ ପିଆଜ ର ରସ କୁ ମିଶାଇ | ସେହି ମିଶ୍ରଣ କୁ ମୁଣ୍ଡରେ ଲଗାଇବା ଯୋଗୁ କେଶ ଜନିତ ସମସ୍ୟା ମାନ ଆମର ଦୁରେଇ ଯାଇଥାଏ |

ତେବେ ଏହା ଥିଲା ସେହି ସହଜ ଉପାୟ ଯାହା ଦ୍ୱାରା ଆମେ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇଁ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment