yotish Shstra –ଶନିଦେବଙ୍କ କୋପ ଦୃଷ୍ଟି ପଡିଛି କି ? ଡେରି ନକରି ପାଳନ କରନ୍ତୁ ଏହି 6 ଟି ସହଜ ଉପାୟ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଶନିଦେବ ଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ | ଶନିଦେବଙ୍କୁ ପୂଜା କରିବା ପାଇଁ କଠିନ ଉପାସନା ମଧ୍ୟ କରିବା ପଡିଥାଏ | ତେବେ ଯେଉଁ ମାନେ ଶନିଦେବ ଙ୍କ କୋପ ଯୋଗୁଁ ଦୀର୍ଘ ଦିନ ଧରି ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ନିଷ୍ଠା ର ସହିତ ଶନିଦେବ ଙ୍କ ପୂଜା କରିବା ଉଚିତ | ତେଣୁ ତାଙ୍କର ଏହି ପୂଜା ରେ କିଛି ବିଶେଷ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପୋଡି ଥାଏ | ଯାହା କରିବା ଦ୍ୱାରା ଶନିଦେବ ଙ୍କ ସନ୍ତୁଷ୍ଟ କରିବା ପାଇଁ ଅତି ସହଜ ହେଇଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ନ୍ୟାୟ ର ଦେବତା ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ 6 ଟି ଉପାୟ ରହିଛି ଯାହା କରିବା ଦ୍ୱାରା ନ୍ୟାୟ ର ଦେବତା ଶନିଦେବ ଙ୍କୁ ଆମେ ସନ୍ତୁଷ୍ଟ କରିପାରିବା |ତାହାଲେ ଦର୍ଶକ ବନ୍ଧୁ ସେହି 6 ଟି ନିୟମ ବିଷୟରେ ଜାଣିବା |
ତେବେ ଶନିଦେବ ନ୍ୟାୟଧିପତି ହେଇଥିବାରୁ ତାଙ୍କୁ ନିଷ୍ଠାର ସହିତ ପୂଜା ଅର୍ଚନା କରିବାର ଆବଶ୍ୟକତା ରହିଛି ଆଉ ସେହି ଉପାୟ ଗୁଡିକ ହେଲା :-


(1) ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହାର ପ୍ରଥମ ନିୟମ ହେଉଛି | ଶନିବାର ଦିନ ବର ଗଛ ମୂଳେ ତେଲ ଦାନ ଅର୍ପଣ କରନ୍ତୁ ବା ଶନିଦେବ ଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ | ନହେଲେ କୌଣସି ବ୍ରାହ୍ମଣ କୁ ବା ଗରିବ ଲୋକଙ୍କୁ ତେଲ ଦାନ କରନ୍ତୁ |

(2) ଶନିବାର ଦିନ ଯେତେବେଳ ଆପଣ ତେଲ ଅର୍ପଣ କରୁଛନ୍ତି ବା କାହାକୁ ଦାନ କରୁଛନ୍ତି | ତାହାଲେ ମନେ ରଖନ୍ତୁ ଦର୍ଶକ ବନ୍ଧୁ ଏହି ସମୟରେ ତେଲ କୌଣସି ସ୍ଥାନରେ ନ ପଡିବା ଆବଶ୍ୟକ |

(3) ଶନିବାର ଦିନ ଶନିଦେବଙ୍କୁ ପ୍ରଶ୍ନନ କରିବା ପାଇଁ ଜୋତା କିମ୍ୱା ଚପଲ ଦାନ କରିବା ଆବଶ୍ୟକ | ଯଦି ଚପଲ କିମ୍ୱା ଜୋତା ଚମଡା ରେ ହେଇଥିବ ତାହାଲେ ଏହା ବହୁତ ଶୁଭ ସଂକେତ ଦେଇଥାଏ |
(4) ଦର୍ଶକ ବନ୍ଧୁ ଶନିଦେବ ଙ୍କ ପୂଜା କରିବା ସମୟରେ ମନେ ରଖନ୍ତୁ ଶନିଦେବ ଙ୍କ ମୃତ୍ତି ସମୁଖରେ ଛିଡା ହେଇ ପୂଜା କରନ୍ତୁ ନାହିଁ | ପୂଜା କରିବା ସମୟରେ ଆପଣ ତାଙ୍କର ଚରଣ ତଳେ ବସି ପୂଜା କରନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ କାର୍ପଣ ଭାବ ଦେଖି ଶନିଦେବ ସନ୍ତୁଷ୍ଟ ହେବେ |
(5) ଶନିବାର ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବର ଗଛ ମୂଳେ ତେଲ ଅର୍ପଣ କରି ରାଶି ତେଲରେ ଏକ ଦ୍ୱୀପ ଜଳାନ୍ତୁ |

(6) ଯେଉଁ ମାନେ ଶନିଦେବ ଙ୍କୁ ପୂଜା କରୁଛନ୍ତି ସେମାନେ ସଦାସର୍ବଦା ସତ୍ୟ ଆଚରଣ କରିବା ଉଚିତ | ଏହା ସହିତ କାହାର ମନକୁ ଦୁଃଖ ଦେବା ଉଚିତ ନୁହେଁ | ବିଶେଷ କରି ଶନିଦେବ ଙ୍କ ପ୍ରିୟ ଶ୍ରମିକ, କୁଲି, ଦିନ ମଜୁରିଆ, ଗରିବ, ଦୁଃଖୀ ଏବଂ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଚିତ |ଏହିପରି କରିବା ଦ୍ୱାରା ଆପଣଙ୍କ ଉପରେ ଶନିଦେବ କୃପା ଦୃଷ୍ଟି ରହିବ ବୋଲି କୁହାଯାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment