ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବ ରେ ଜାଣିଥିବେ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ଆଜି କାଲି ବହୁତ ଆଗକୁ ଗଲାଣି | ଅନେକ ନାମି ଦାମୀ କଳାକାର ମାନେ ଆସିକି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ରେ କାମ କରିବାକୁ ଲାଗିଲେଣି | ଅନେକ ନୂଆ ନୂଆ କଳାକାର ମାନେ ମଧ୍ୟ ଆସୁଛନ୍ତି ନିଜର ଅଭିନୟ ର ଯାଦୁ ରେ ସମସ୍ତଙ୍କୁ ମୋତୁଆଳି କରେଇବା ପାଇଁ | କିନ୍ତୁ ଯେଉଁ କେତେଜଣ ପୁରୁଣା କଳାକାର ମାନଙ୍କର କଳା କୀର୍ତ୍ତି ଆମ ଓଡ଼ିଆ ଫ୍ଲିମ ଜଗତ ପାଇଁ ରହିଛି ତାହା କେବେ ହେଲେ ବଦଳିବ ନାହିଁ |ତେବେ ବର୍ତ୍ତମାନ ସେହି ଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଆମେ କହିବାକୁ ଯାଉଛି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ କଳାକାର ଅଶ୍ରୁ ମୋଚନ | ତାହେଲେ ଆସନ୍ତୁ ଖୋଲା କଥା ରେ ସେ କଣ ସବୁ କହିଛନ୍ତି ତାଙ୍କ ବିଷୟରେ ଜାଣିବା |
ତେବେ କୁହାଯାଏ କଳାକାର ଜଗତଟା ଗୋଟିଏ ଏମିତି ଜାଗା ଯେଉଁଠି ଯିଏ ଥରେ ପାଦ ଦେଇଛି ତାର ଜୀବନ ରେ ସବୁବେଳେ ଲୋକ ମାନ ଙ୍କ ମୁହଁରେ ହସ ଖେଳାଇବା ପାଇଁ ଚେଷ୍ଟା କରିଛି | ତେବେ ନିଜର ଦମଦାର ଅଭିନୟ ମାଧ୍ୟମରେ ଅଲିଉଡ ଜଗତର ଷ୍ଟାର ଅଶ୍ରୁ ମୋଚନ 75 ରୁ ଅଧିକ ଫ୍ଲିମ ରେ କାମ କରିଛନ୍ତି,150 ରୁ ଅଧିକ ଯାତ୍ରା ରେ ନିର୍ଦେଶନା ଦେଇଛନ୍ତି ତାହା ସହିତ 30 ରୁ ଅଧିକ ଟେଲି ଫ୍ଲିମ ରେ କାମ କରିଛନ୍ତି ଅଶ୍ରୁ ମୋଚନ |
ଆଉ ତାହା ବ୍ୟତୀତ ସେ ତାଙ୍କ ବିଷୟରେ କହିଛନ୍ତି କି ଜୀବନରେ ତାଙ୍କର ଇଚ୍ଛା ଥିଲା କଳାକାର ଜଗତକୁ ଯିବା ପାଇଁ | ଆଉ ତାଙ୍କର ବାପା ଗୋଟିଏ କଥା କହୁଥିଲେ କି ଏମିତି କାମ କରିବୁ ଯାହା ପାଇଁ ମାରିଲା କରେ ମଧେ ସେ କାମ ତୋର ଚାଲି ଆସୁଥିବ ତାହା କେବେ ହେଲେ ସରିବନି | ଆଉ ସେ ଏୟାଫୋର୍ସ ରେ ଯିବାକୁ ଥିଲା କିନ୍ତୁ ଅଭିନୟ ଦୁନିଆରେ ପାଦ ଦେଇଥିଲେ ବୋଲି କହିଛନ୍ତି ଅଶ୍ରୁ ମୋଚନ |ଆଉ ଜୀବନରେ ସେ ବହୁତ କଷ୍ଟ କରିଛନ୍ତି ଆଉ ସେ ତାଙ୍କର ପ୍ରେମରେ ମଧ୍ୟ ଧୋକା ପାଇଥିଲେ ବୋଲି ମଧ୍ୟ କହିଛନ୍ତି |
ଆଉ ତାହା ପରେ ସେ ନୟନ କୁ ବିବାହ କରିଥିଲେ ଆଉ ତାଙ୍କର ଝିଅ ପୁଅ ଙ୍କ ସହିତ ଖୁସି ରେ ଜୀବନ ଚାଲିଛି ବୋଲି ମଧ୍ୟ କହିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଅଶ୍ରୁ ମୋଚନ ରାଜନୀତି ରେ କାମ କରିନାହାନ୍ତି କିନ୍ତୁ ସେମାନଙ୍କ ପାଇଁ ବିଭିନ୍ନ ଆଡ କରି ଦେଇଛନ୍ତି ବୋଲି କହିଛନ୍ତି |ତେବେ ଅଶ୍ରୁ ମୋଚନ ଖୋଲା କଥା କୁ ଆସିକି ତାଙ୍କର ଜୀବନର ଅନେକ କିଛି ଅଭୁଲା କଥା କହିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।