ଫାଷ୍ଟ୍ ଟାଇମ୍ ବାବୁଶାନ୍ ଏମିତି ଫିଲ୍ମ କରିଛି – Daman Grand Premiere … ଏ ନେଇ କଣ କହିଲେ ଅଭିନେତ୍ରୀ ଅପରାଜିତା, ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତ୍ୟେକ ଦିନ ଦେଖୁଥିବେ ନିଶ୍ଚିତ ହେଲେ, ଆପଣଙ୍କ ଅତିପ୍ରିୟ ଓଡିଆ ସିନେମା ଜଗତର ଷ୍ଟାର ବାବୁସାନ ମହାନ୍ତିଙ୍କୁ ତ ଆପଣ ଜାଣିଥିବେ ନିଶ୍ଚିତ |ବାବୁସାନ ମହାନ୍ତି ଓଡ଼ିଆ ସିନେମା ଜଗତରେ ଅନେକ ଫିର୍ଲମ କରି ବହୁତ ସୁନାମ ଅର୍ଜନ କରିଛନ୍ତି |ସେ ଓଡ଼ିଆ ସିନେମାରେ ଏକ ସୁନାମ ଧନ୍ୟ କଳାକାର ଭାବରେ ପରିଚିତ |ବାବୁସାନଙ୍କ ପୁରା ପରିବାର ଅର୍ଥାତ ତାଙ୍କ ବାପା ମା ମଧ୍ୟ ଏହି ସିନେମା ଜଗତରେ ବହୁତ ନାଁ କରିଥିଲେ, ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡିକୁ ଲୋକେ ବହୁତ ସନମାନ ଦେବା ସହ ବହୁତ ପସନ୍ଦ ମଧ୍ୟ୍ୟ କରନ୍ତି |ଉତ୍ତମ ମହାନ୍ତି ଓ ଅପରାଜିତାଙ୍କର ଓଡ଼ିଆ ସିନେମା ଜଗତରେ ଅନେକ ଫିର୍ଲମ ରହିଛି |ମୁଁ ଆଜି ଆପଣଙ୍କୁ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତିଙ୍କର ଏକ ଫିର୍ଲମ ଯାହାକି ଏହି କିଛି ଦିନ ପୂର୍ବରୁ ସୁଟିଂ ହେଉଥିଲା ତାହା ଆଜି ରିଲିଜ ହୋଇଛି |ବାବୁସାନ ମହାନ୍ତିଙ୍କ ଏହି ସୁନ୍ଦର ଫିର୍ଲମ “ଦମନ” ରିଲିଜ ହୋଇଛି, ତାହା ବେଶ ସୁନ୍ଦର ମଧ୍ୟ୍ୟ ହୋଇଛି ତେବେ ଆସନ୍ତୁ ଜାଣିବା ଏହି ଫିର୍ଲମ ସମ୍ପୂର୍ଣ ଖବର ବିଷୟରେ |

ଆପଣ ନିଶ୍ଚିତ ଶୁଣିଥିବେ ଯେ ବାବୁସାନ ଏଇ କିଛିଦିନ ହେବ ଏହି ଦମନ ଫିଲ୍ମି ର ସୁଟିଂ ପାଇଁ ବାହାରକୁ ଯାଇଥିଲେ, ଏହି ଫିର୍ଲମ ସେ ପ୍ରକୃତି ମିଶ୍ରଙ୍କ ସହିତ କରିଛନ୍ତି |ଏହି ଦମନ ଫିର୍ଲମ ସୁଟିଂ ଚାଲିଥିବା ସମୟରେ ବାବୁସାନ ଓ ପ୍ରକୃତିଙ୍କୁ ନେଇ ଏକ ଛୋଟ ଗଣ୍ଡଗୋଳ ହୋଇଥିଲା ତାହା ମଧ୍ୟ ଆପଣ ଜାଣିଥିବେ |ମାତ୍ର ତାହା ଏବେ ସବୁ ଠିକ ହୋଇଗଲାଣି | ବର୍ତମାନ ସବୁଠାରୁ ବଡ଼ କଥା ଏହା ଯେ ଆଜି ରିଲିଜ ହୋଇଥିବା ଦମନ ଫିର୍ଲମ ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି ଅପରାଜିତା ମହାନ୍ତି |

ଅପରାଜିତା ମହାନ୍ତି ତାଙ୍କ ବହୁ ତୃପ୍ତିଙ୍କ ସହିତ ଏହି ଦମନ ପିକଚର ଦେଖିବା ପାଇଁ ସିନେମା ହଲ ଯାଇଥିବାର ଦେଖିବାକୁ ମିଳିଛି, ଅପରାଜିତା ଏହି ଫିଲ୍ମି ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି |ସେ କହିଛନ୍ତି ଯେ ଫାଷ୍ଟ ଟାଇମ ପାଇଁ ସେ ଏପରି ଏକ ଷ୍ଟୋରିବାଲା ଫିର୍ଲମ ଦେଖିଲେ, ଏହି ଫିର୍ଲମରେ ଡିରେକସନ, ଫୋଟୋଗ୍ରାଫି ଓ ଲୋକେସନ ମଧ୍ୟ୍ୟ ବହୁତ ଭଲ ହୋଇଛି ବୋଲି କହିଛନ୍ତି |ଏହି ଫିର୍ଲମ ସବୁ ବର୍ଗର ଲୋକମାନଙ୍କୁ ବହୁତ ଭଲ ଲାଗିବା ସହିତ ଏହାକୁ ସପରିବାର ମଧ୍ୟ ବସି ଦେଖିପାରିବେ |କାରଣ ଏଥିରେ ଅଧିକ କିଛି ରୋମାଣ୍ଟିକ ସଙ୍ଗ ମଧ୍ୟ୍ୟ ରହିନାହିଁ ଏହା କେବଳ ଗୋଟିଏ ରିଏଲ ଷ୍ଟୋରୀକୁ ନେଇ ହୋଇଛି |

ଏହି ଦମନ ଫିର୍ଲମ ସବୁ ଫିଲିମ ଠାରୁ ବହୁତ ଡିଫରେଣ୍ଟ ହୋଇଛି, ଏଥିରେ ସବୁ ଡିପାଟମେଣ୍ଟ ବହୁତ ସୁନ୍ଦର ଭାବରେ କାର୍ଯ୍ୟ କରିଛନ୍ତି |ସମସ୍ତଙ୍କ ସହଯୋଗରେ ଦମନ ଫିଲିମ ସୁପରହିଟ ମଧ୍ୟ୍ୟ ହୋଇପାରେ, ଦର୍ଶକ ମାନଙ୍କ ଭଲ ପାଇବ ରହିଲେ ବାବୁସାନ ମଧ୍ୟ୍ୟ ଏହିପରି ସୁନ୍ଦର ମୋଭି ଆଗକୁ କରିବେ |ବର୍ତମାନ ଏହି ଦମନ ଫିଲିମର ଚର୍ଚ୍ଚା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment