ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଲେ ନୂତନ ପଦକ୍ଷେପ ! ମିଳିବ ଏହି ନୂଆ ସୁବିଧା ., ଜାଣନ୍ତୁ କଣ ସୁବିଧା ମିଳିପାରିବ ଏହି ଯୋଜନା ମାଧ୍ୟମରେ….

ଆସନ୍ତା କାଲି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯାହାକି କୃଷକ ଓଡିଶା ନାମରେ ଏକ ଶୁଭାରମ୍ଭ ହୋଇଛି । ଯେଉଁଥିରେ ସମସ୍ତ ଚାଷୀ ମାନଙ୍କୁ ସବୁ ସୁବିଧା ମିଳିପାରିବ ଏବେ ଅନଲାଇନ ମାଧ୍ୟମରେ । ତେବେ ଯଦି ଆପଣ ମାନେ ଜଣେ ଚାଷୀ ଏବଂ ଆପଣ ମାନଙ୍କ ନାମରେ ଖତିୟାନ ରହିଛି ତେବେ ଆପଣ ମାନେ ଏହି କଥା ଜାଣିବା ନିତାନ୍ତ ଆବଶ୍ୟକ । ଯାହାକି ଆପଣ ମାନଙ୍କୁ କଣ କଣ ସୁବିଧା ମିଳିପାରିବ ଏହି ଯୋଜନା ମାଧ୍ୟମରେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5 ଟି କାର୍ଯ୍ୟକ୍ରମ ଅଧିନରେ କୃଷି ଏବଂ କୃଷକ କରମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ କୃଷି ସାମଗ୍ରୀ , ବିକ୍ରେତା ମାନଙ୍କ ପାଇଁ ଅନଲାଇନ ଲାଇସେନ୍ସ ପ୍ରଦାନ , ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି କୃଷକ ଆମର ଓଡିଶାର 76 ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କର ଡାଟାବେସ ରଖାୟିବ ଭଲ ଉଦ୍ୟମ । ଏହା ସହିତ ଆମର ସମସ୍ତ ଚାଷୀ ମାନଙ୍କର କୃଷକ ପରିଚୟ ପତ୍ର ମଧ୍ୟ ଦିଆୟିବ । ଏହା ଦ୍ୱାରା ଚାଷୀ ମାନେ ସହଜରେ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ।

ସୂଚନା ଯୋଗ୍ୟ କି କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟରେ 76 ଲକ୍ଷ ଚାଷୀ ମାନଙ୍କୁ ନେଇ କରି କୃ।କ ଡାଟାବେସର ଶୁଭାରମ୍ଭ କରାଯାଇଛି । ଏହି ଡାଟାବେସରେ ଯାଞ୍ଚ ପ୍ରକ୍ରିୟା 100 ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକ ମାନ ପରିଚୟ ପତ୍ର ପ୍ରଦାନ କରାଯିବ । ଏହା ଦ୍ୱାରା କୃଷକ ମାନେ ଅଦିକ ଯୋଜନା ଏବେ ସେବାର ସୁଯୋଗ ପାଇପାରିବେ । ନୁଖ୍ୟମନ୍ତ୍ରୀ କହିଥିଲେ କି ରାଜ୍ୟର ଭାଇ ଭଉଣୀ ନିଜର କାମ ଛାଡି ବାରମ୍ବାର ସରକାରୀ କାର୍ଯ୍ୟଳୟକୁ ନଆସି ଘରେ ରହି ଅନଲାଇନ ଜରିଆରେ ସେବା ପାଆନ୍ତୁ ବୋଲି ସେ ମଧ୍ୟ ଚାହାନ୍ତି ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ କି ଆରମ୍ଭ ହୋଇଥିବା କୃଷକ ଓଡିଶା ଇନପୁଟ ଡିଲର ମାନଙ୍କ ପାଇଁ ଅନଲାଇନ ଲାଇସେନ୍ସ ଓୟୟଟି ଛାତ୍ର ମାନଙ୍କ ପାଇଁ ଅନଲାଇନ ସାର୍ଟିଫିକେଟ ଏଗ୍ରିକଲଚର ଫିଲ ମାନଙ୍କ ପାଇଁ ଦକ୍ଷତା ଆଦି କାର୍ଯ୍ୟକ୍ରମ ଚାଷୀ ମାନଙ୍କ ସହିତ ସିଧା ଯୋଡିବାର ସକ୍ଷମ ହେବ ।

ତେବେ ଏବେ ସମସ୍ତ କାମ ଅନଲାଇନ ଦ୍ୱାରା ହେବ ବୋଲି ଅନଲାଇନ ମାଧ୍ୟମରେ ତାଙ୍କୁ ସମସ୍ତ ଯୋଜନାର ସୁବିଧା ମିଳୁବୋଲି ।କୃଷକ ଓଡିଶା ନୂଆ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଯୋଜନା ମାଧ୍ୟମରେ ଆପଣ ମାନେ କେତେ ଉନ୍ନତି କରିବେ ଏବେ କାହାକୁ କେତେ ସୁବିଧା ମିଳିବ ତାହା ଏହି ଯୋଜନାର ଲାଭ ଉଟାଇ ପାରିଲେ ସମସ୍ତଙ୍କୁ ଜଣାପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment