Exclusive Interview ରେ ଅଭିନେତ୍ରୀ Varsha କହିଥିଲେ ଏମିତି ନିଜ ମନର କଥା… ଏବେ ନିଆଁ ଭଳି ଭିଡ଼ିଓ ହେଉଛି ଭାଇରାଲ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ଏବେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ମଧ୍ୟରେ ସମ୍ପର୍କ ବିଷୟରେ ଏମିତି କିଛି ମନର କଥା କହିଲେ ବର୍ଷା। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହିଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ବିଭିନ୍ନ ସମୟରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦୁହିଁଙ୍କ ମଧ୍ୟରେ ବିବାଦ ଏବେ ସାମ୍ନାକୁ ଆସିଛି ଯାହା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ।

ଦୁହିଙ୍କ ପ୍ରଥମେ ଫିଲ୍ମ କରିବା ସମୟରେ ପ୍ରେମ ସମ୍ପର୍କ ହୋଇଥିଲା ତାହା ପରେ ଦୁହିଁଙ୍କ ମଧ୍ୟରେ ମନୋନୀତ ହେବାପରେ ଘରେ ଜଣେଇଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା। ଦୁହିଁଙ୍କ ପରିବାର ମଧ୍ୟରେ ଜାଣିବା ପରେ ବିବାହ ପାଇଁ ନିଷ୍ପତି ମଧ୍ୟ ନେଇଥିଲେ ଯାହାର ଭିଡ଼ିଓ ସବୁ ବେଳେ ଭାଇରଲ ହୋଇଥାଏ। ଏହି ଭିଡ଼ିଓ ଟିରେ ଜାଣିବାକୁ ମିଳିଛି ଯେ ଦୁଇ ଜଣଙ୍କ ମଧ୍ୟରେ କିଛି ସମ୍ପର୍କ କୁ ନେଇ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଦୁଇ ଙ୍କର ପ୍ରେମ ସମ୍ପର୍କ ବିଷୟରେ ସୋସିଆଲ ମିଡ଼ିଆରେ ଆଗରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନେକ ସମୟରେ ଜଣେଇ ଥାଆନ୍ତି।

ଆଉ ଏବେ ଏଠାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିଛି ଏଠାରେ ଟିଭି ପରଦାରେ କହିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଛନ୍ତି। ଆଉ ସେ ଏମିତି କିଛି ତଥ୍ୟ ଏବେ ଲୋକ ଲୋଚନ କୁ ଆଣିବାକୁ ଚେଷ୍ଟା କରିଛନ୍ତି ଯାହା ଏବେ ଜୋର ରେ ଚର୍ଚ୍ଚା ଧରିଛି।ସେ ଏମିତି ଦୁହିଙ୍କ ପ୍ରେମ ସମ୍ପର୍କ କୁ ନେଇ ଚାଂଚଲ୍ୟକର ତଥ୍ୟ କହିଛନ୍ତି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଆଉ ସେ କହିଲେ ଏମିତି ଭଲ ପାଇବା ରହିଛି ଅଭିନେତା ଅନୁଭବ ଙ୍କ ପାଇଁ।

ଏହି ଭିଡ଼ିଓ ଟିରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଏହି ଇଣ୍ଟରଭିଉ ରେ ଏମିତି ଦୁହିଁଙ୍କର ପ୍ରେମ ସମ୍ପର୍କ ଏମିତି ଯାହା ତାଙ୍କର ଭଲ ପାଇବା ବହୁତ ନିବିଡ଼ ରହିଛି। ଦୁହିଁଙ୍କ ଏତେ ନିବିଡ଼ ରହିଛି ଯାହା ଏଠାରେ କହିଛନ୍ତି ତାହା ଶୁଣିବା ପରେ ମୁଣ୍ଡରେ ହାତ ଦେବେ। ସେ କହିଲେ କି ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ଙ୍କ ମଧ୍ୟରେ କେବେ ତିକ୍ତତା ଆସିବ ନାହିଁ। ଦୁହେଁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବହୁତ ନିବିଡ଼ ରହିଛି ଯାହାର ପ୍ରଶଂସା ଏଠାରେ ବର୍ଷା କହିଛନ୍ତି।ଆଉ ସେ କହିଲେ କି ଅନେକ ପୁରୁଷ ଅଛନ୍ତି ଯେଉଁଠି ନିଜ ସ୍ତ୍ରୀ ରହିଥିଲେ ମଧ୍ୟ ଅନ୍ୟ ସ୍ତ୍ରୀ ଙ୍କ ସହିତ କଥା ହୋଇ ଥାଆନ୍ତି ଯେଉଁଟା ସେ ବହୁତ ବିରୋଧ କରି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment