“ଏଥର ଫଗୁଣେ ବାଜିବଲୋ ବାଜା..ତୁ ହେବୁ ରାଣୀ ମୁଁ ହେବି ତୋ ରାଜା “, ଭାଇରାଲ ବୟ Santanu ଙ୍କ କମାଲ…. ଦେଖିଲେ ହସି ହସି ଗଡିବେ….

ସମୟର ଚକ୍ରରେ ସମସ୍ତେ ବନ୍ଧା କାରଣ କାହାର କେତେବେଳେ ଭଲ ସମୟ ତ ଆଉ କାହାର ଖରାପ ଆସିଥାଏ ସେମିତି ବେଳେ ବେଳେ ଦେଖା ଦେଇଥାଏ କିଛି ଅଭୂତ ଘଟଣା। କହ ପାଖରେ ଏମିତି ପ୍ରତିଭା ଲୁଚି ରହିଥାଏ ଯାହାକୁ ସେ ନିଜେ ବି ଜାଣି ନଥାଏ କିନ୍ତୁ ସମୟର ଏମିତି ଶକ୍ତି ରହିଛି ଅଚାନକ ସେହି ପ୍ରତିଭା ବାହାରକୁ ଆସି ଥାଏ ପରବର୍ତ୍ତୀ ସମୟରେ ତାହା ସମସ୍ତେ ଜାଣି ଥାଆନ୍ତି। ତେବେ ବନ୍ଧୁଗଣ ସେହିଭଳି ଏକ ଘଟଣା ଗୋଟିଏ କୁନି ପିଲା ପାଖରେ ଦେଖା ଦେଇଛି ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ,ଆସନ୍ତୁ ଜାଣିବା ସେ ଖବର ସମ୍ପର୍କରେ।

ସୋସିଆଲ ମିଡ଼ିଆ ଚର୍ଚ୍ଚାରେ ସବୁ ବେଳେ ଆସୁଛନ୍ତି ଛୋଟ ଠାରୁ ବଡ ଯାଏ ସମସ୍ତେ ଏବଂ ପଶୁ ପକ୍ଷୀ ଇତ୍ୟାଦି। ଆଉ ଏହି ସମୟରେ ଗୋଟିଏ କୁନି ପିଲାର କଳା କାରନାମା ଚାରିଆଡେ ଭାଇରଲ ହେବାରେ ଲାଗିଛି। ଏହି କୁନି ପିଲାଟିର ପ୍ରତିଭା ସମସ୍ତେ ଦେଖିବା ପରେ ଆବକ ହୋଇ ଯାଇଛନ୍ତି। କୁନି ପିଲାଟି ଯାହା କଳା ଦେଖେଇଲା ତାହା କେହି କେବେ ଭାବି ନ ଥିବେ। ଏହି ପିଲାଟି ତାର କୁନି କଣ୍ଠ ରେ ଓଡ଼ିଆର ସୁପରହିଟ ଗୋଟିଏ ଆଲବମ ଗୀତ ଗାଇଲା। ଏହି ଗୀତ ତାର କୁନି କଣ୍ଠରେ ଏମିତି ଶୁଣା ଯାଉଛି ଯେ ତାହା ପୁରା ମନ ପୁରା କରି ଦେବ। କୁନି ପିଲାଟି ଯେଉଁ ଗୀତ ଗାଇଲା ତାହା ଆଗରୁ ଓଡ଼ିଆ ଆଲବମ ଜଗତରେ ସମସ୍ତଙ୍କ ହୃଦୟ ଜିତି ପାରିଥିଲା।

ଏହିପରି ଘଟଣା ଆଗରୁ ବହୁତ ଥର ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ହେଲେ ଏବେ ଏହି ଘଟଣା ବେଶ ଚର୍ଚ୍ଚାରେ। କୁନି ପିଲାଟିର କଳା ତାହା ସମସ୍ତଙ୍କୁ ପ୍ରେରଣା ଦେଇଛି। ଆଉ ଏହାରି କଣ୍ଠରେ ସମସ୍ତେ ମୁଗ୍ଧ ହୋଇ ଯାଉଛନ୍ତି। ଏମିତି ପ୍ରତିଭା ଆଗରୁ ଆସିଛି ଯାହା ଆମ ସମସ୍ତଙ୍କୁ ଚମକେଇ ଦେଇ ଥାଏ। ଏହାକୁ ବର୍ତ୍ତମାନ ଆସୁଥିବା ଆଗାମୀ ଦିନ ଭବିଷ୍ୟତ ମାନଙ୍କ ଉପରେ ପ୍ରଭାବ ପକାଉଛି। ଯାହା ଏବେ ଦେଖିବା ପରେ ସମସ୍ତେଙ୍କ ମନରେ କିଛି ନୂଆ ଭାବନା ଆସୁଛି ଆଉ ନିଜ ଭିତରେ ଥିବା ପ୍ରତିଭା ଜାଗ୍ରତ କରିବାକୁ ଚେଷ୍ଟା କରିବେ। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସୁଛି ଯେଉଁଠି କୁନି ପିଲାଟି ଏମିତି ଏକ ଓଡ଼ିଆ ଆଲବମ ଗାଉଛି ଯାହାକୁ ଶୁଣି ସମସ୍ତେ ମତୁଆଲା ହୋଇ ଯିବେ। ଏହି ଗୀତଟି ନାମ ହେଲା- ଏଥର ଫଗୁଣେ ବାଜିବ ଲୋ ବାଜା.. ତୁ ହେବୁ ରାଣୀ ମୁ ହେବି ତୋ ରାଜା।

ଗୀତଟି ବହୁତ ଦିନ ତଳେ ସୁପର ହିଟ ରହିଥିଲା ଏବେ ମଧ୍ୟ ରହିଛି। ଏହାକୁ ଶୁଣିଲେ ସମସ୍ତେ ପଛ ଦିନ କଥା ମନେ ପକେଇ ଥାଆନ୍ତି ଏବଂ ଏହାକୁ ମନେ ମନେ ଗାଇବା ଆରମ୍ଭ କରି ଥାଆନ୍ତି। ଏମିତି ଏକ ଗୀତ କୁନି ପିଲାଟି ଏବେ ଗାଇବା ଦ୍ୱାରା ତାର ମଧ୍ୟ ଅଭ୍ୟାସ ହୋଇ ଯାଇଛି ଆଉ ତାର କଣ୍ଠ ରେ ଯେମିତି ଭଗବାନଙ୍କ କଳା ରହିଛି ସେହିପରି ଲାଗୁଛି ଶୁଣିଲେ। ଏମିତି ଚମତ୍କାର ତା କଣ୍ଠ ଯେ ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment