Odisha News Portal

ଦେଖନ୍ତୁ Live ଭିଡିଓ – ଏତେ କମ ବୟସର ଯୁବତୀଙ୍କ ସହିତ ବିଧାୟକ ଙ୍କ ଭିଡ଼ିଓ ହେଲା ଭାଇରାଲ, ନିର୍ବାଚନ ସମୟରେ ନିଆଁ ଭଳି ଭାଇରାଲ…

ବନ୍ଧୁଗଣ ଏବେ ସାମ୍ନାକୁ ଆସିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଖବର। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏହି ଘଟଣା ଲୋକ ଲୋଚନକୁ ଆସିଲା ପରେ ସୃଷ୍ଟି ହୋଇଛି ଏକ ଅପ୍ରୀତିକର ପରିସ୍ଥିତି। ଆପଣ ତ ଜାଣିଛନ୍ତି ଏବଂ ଦେଖୁଥିବେ ମଧ୍ୟ କିପରି ଭାବରେ ଏହି ଅତ୍ୟାଧୁନିକ ସମାଜରେ ପ୍ରେମର ବାସ୍ତବ ପରିଭାଷା ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି।ପ୍ରେମ ଓ ଭଲ ପାଇବା ପରି ଏକ ନିଆରା ଏବଂ ସୁନ୍ଦର ଅନୁଭବ ଏବେ ତାର ନୈତିକତା ହରାଇବାରେ ଲାଗିଲାଣି।ଏମିତିରେ ଆଜିର ଦୁନିଆରେ ପ୍ରକୃତ ଓ ଚିରନ୍ତନ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି। କୁହାଯାଏ ଏହା ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ।

ଯାହା ସହ ମନ ଦିଆ ନିଆ ହୋଇଯାଏ ତାକୁ ଭୁଲିବା କଷ୍ଟକର ହୋଇପଡେ। କିନ୍ତୁ ଆଜିର କିଛି ଯୁବପିଢି ପ୍ରେମକୁ ଏକ ଶସ୍ତା ଜିନିଷ, ଉପଭୋଗ୍ୟ ବସ୍ତୁ ଏବଂ ମନୋରଞ୍ଜନ ର ମାଧ୍ୟମ ବୋଲି ଭାବି ଦେଉଛନ୍ତି। ଯେଉଁ କାରଣରୁ ଅନେକ ସମୟରେ ତାଙ୍କ ପାଇଁ ପ୍ରେମକୁ ସମାଜ ଭୁଲ୍ ଦୃଷ୍ଟି ରେ ଦେଖୁଛି।ଆଉ ଅନେକ ସମୟରେ ସେମାନେ ତାଙ୍କର କାର୍ଯ୍ୟ କଲାପ ପାଇଁ ଲଜ୍ଜିତ ଏବଂ ଅପମାନିତ ମଧ୍ୟ ହେଉଛନ୍ତି ସମାଜ ଆଖିରେ।ସେହିଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଏବେ ନିକଟରେ ଘଟିଛି। ଯାହା ଶୁଣିଲେ ଆପଣ ବି ଅବାକ୍ ହୋଇଯିବେ। ଆସନ୍ତୁ ଜାଣିବା ପ୍ରକୃତ ଘଟଣାଟି କଣ। ଯେଉଁ ଘଟଣାଟି ଘଟିଛି ପାଲହଡା ଠାରେ।

ତେବେ ସୂଚନା ଅନୁସାରେ ଭୁବନେଶ୍ୱରର ଜଣେ ଆଇନ୍ ଛାତ୍ରୀ ଗତକାଲି ପାଲହଡା ର ବିଜେଡ଼ି ବିଧାୟକ ମୁକେଶ କୁମାର ପାଲ୍ ଙ୍କୁ ବିବାହ କରିବାକୁ ଜିଦ୍ ଧରି ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ବିଧାୟକ ରହିଥିବା ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ତାଙ୍କର ଦାବି ପୂରଣ ନହେଲେ ସେ ସେଠାରୁ ଉଠିବେ ନାହିଁ ବୋଲି କହିଥିଲେ।ଶେଷରେ ବିଧାୟକ ଜଣଙ୍କ ବିବାହ ପାଇଁ ମନା କରିବାରୁ ଯୁବତୀ ଜଣଙ୍କ ଆଇନର ସାହାଯ୍ୟ ଲୋଡିଥିଲେ।ତେବେ ଯାହା ସୂଚନା ରହିଛି ଉକ୍ତ ଯୁବତୀ ଜଣଙ୍କ ଅଭିଯୋଗ ଅନୁସାରେ, ବିଧାୟକ ମୁକେଶ କୁମାର ପାଲ୍ ପୂର୍ବରୁ ତାଙ୍କ ସହ ଘଣ୍ଟା ଘଣ୍ଟା ଧରି ଫୋନଯୋଗେ କଥା ହେଉଥିଲେ ଏବଂ ତାଙ୍କ ପ୍ରତି ବିଧାୟକଙ୍କ ଭଲପାଇବା ଅଛି,ସେ ପ୍ରେମ କରୁଛନ୍ତି ବୋଲି ମଧ୍ୟ କହୁଥିଲେ।

ଆଉ ଏବେ ସେ ବିବାହ ପାଇଁ ମନା କରୁଛନ୍ତି। ଏପଟେ ବିଧାୟକଙ୍କ କହିବା କଥା,ତାଙ୍କର ପରିବାର ଲୋକ ଝିଅଟିକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବାରୁ ସେ ଝିଅ ସହ କଥା ହେଉଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ମତାନ୍ତର ହେବା କାରଣରୁ ସେ ଅରାଜି ହୋଇଥିଲେ। କିନ୍ତୁ ଯୁବତୀଙ୍କ ସେହି ଜିଦ୍ ସେ ବିଧାୟକ ଙ୍କୁ ବିବାହ କରିବେ। ତେବେ ଦୁହିଁଙ୍କ ମଧ୍ୟରେ କେଉଁ କାରଣରୁ ମତାନ୍ତର ହୋଇଥିଲା ତାହା ଜଣା ପଡ଼ି ନଥିବା ବେଳେ ବିଧାୟକ ବାରମ୍ବାର ବିବାହ ପାଇଁ ମନା କରିବା ପରେ ଯୁବତୀ ନିଜ ଘରକୁ ଫେରିଥିବା ଜଣା ପଡ଼ିଛି।

ତେବେ ଏବେ ଏହି ଘଟଣା ଟି ଚର୍ଚ୍ଚାର ପରିସରକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।