ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ବଙ୍ଗୀୟ ସୁନ୍ଦରୀ ତଥା ଓଡିଶା ର ବୋହୁ ଝିଲିକ ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ। ତେବେ ଆପଣ ମାନେ ଆମ ପ୍ରିୟ ଅଭିନେତ୍ରୀ ଝିଲିକ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ , ସେ ଆମ ଓଡ଼ିଶା ର ବାସିନ୍ଦା ନଥିଲେ ସେ ଜଣେ ବଙ୍ଗୀୟ ସୁନ୍ଦରୀ ଅଟନ୍ତି ।ମାତ୍ର ତାଙ୍କର ସିନେମା ଜୀବନ ତଥା ଅଭିନୟ ର ଜୀବନ ଓଲିଉଡ ସିନେମା ରୁ ଆରମ୍ଭ କରିଥିଲେ ଆଉ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ବର୍ତ୍ତମାନ।
ତେବେ ପରେ ସେ ଆମ ଓଡ଼ିଶା ର ରାଜନେତା ଙ୍କୁ ବିବାହ କରି ଓଡିଆ ଘୋର ର ବୋହୁ ହୋଇଥିଲେ। ତେବେ ବିବାହ ପରେ ମଧ୍ୟ ସେ ତାଙ୍କର ଜୀବନ ସୌଲି କୁ ନେଇ ଖୁବ ଚର୍ଚ୍ଚା ରେ ରହିଥାନ୍ତି। ତେବେ ନିକଟ ରେ ସେ ଦୁଇ ଟି କନ୍ୟା ସନ୍ତାନ ର ମା ହେବା ର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ତାଙ୍କର ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି ସେହି ଭିଡ଼ିଓ ରେ ତାଙ୍କ ଦୁଇ କନ୍ୟା ର ଗୃହ ପ୍ରବେଶ ହୋଇଛି। ତେବେ ଦେଖା ଯାଇଛି କି ଝିଲିକ ଓ ତାଙ୍କର ସ୍ୱାମୀ ଦୁଇ କୁନି ଝିଅ କୁ ଧରିଛନ୍ତି ଆଉ ଘରେ ଆସି ପହଁଚି ଛନ୍ତି।
ତେବେ ଘରେ ପହଁଚିବା ପରେ ଓଡ଼ିଆ ଘର ର ରୀତି ନୀତି ରେ ଉଭୟ ଙ୍କ ର ଗୃହ ପ୍ରବେଶ ହୋଇଛି। ତେବେ ଏହା ଛଡା ଏହି ଭିଡ଼ିଓ ରେ ଆପଣ ଝିଲିକ ଓ ତାଙ୍କର ଦୁଇ କୁନି ଝିଅ ର କିଛି ଫୋଟ ଓ ଭିଡ଼ିଓ ମଧ୍ୟ ଦେଖିବା କୁ ପାଇବେ। ତେବେ ଆପଣ ମାନେ ନିଶ୍ଚିତ ଭାବ ରେ ଅଭିନେତ୍ରୀ ଝିଲିକ ଙ୍କ ର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏହା ଆପଣ ଙ୍କୁ ନିଶ୍ଚିତ ଭଲ ଲାଗିବ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।