ଭାଗ୍ୟ ଦର୍ଶନ – କି ଉପାୟ କଲେ ଚାକିରୀ ମିଳିବ | Pragyan Tripathy

ତେବେ ଆମେ ଜାଣିଛୁ ଦର୍ଶକ ବନ୍ଧୁ ଆମ ମାନଙ୍କ ଜୀବନରେ ଅନେକ ପ୍ରକାରର ଅସୁବିଧା ଆସିଥାଏ ଓ ସେହି ସବୁ ଅସୁବିଧାର ସମାଧାନ କରିବା ପାଇଁ ଆମେ ଅନେକ ସମୟରେ ଆମେ ଚେଷ୍ଟା କରିଥାଉ | ତେବେ ତାହା ଆମର ଭାଗ୍ୟ ଉପରେ ନିର୍ଭର କରିଥାଏ |ତେବେ ସେହି ଭାଗ୍ୟ ଆମର ଜୀବନରେ ଉନ୍ନତି କୁ ନେଇକି ହେଇଥାଉ ବା ଚାକିରୀ କୁ ନେଇକି ହେଇଥାଉ | ତେବେ ଆଜି ମୁ ଯାହା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଚାକିରୀ ବିଷୟରେ କିଛି ଉପାୟ ବିଷୟରେ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଚାକିରୀ ପାଇବା ପାଇଁ ଆମକୁ କେଉଁ ସବୁ ଉପାୟ ଆପଣାଇବା ଆସନ୍ତୁ ଜାଣିବା |

ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଦେଖିବାକୁ ପାଉଥାଉ କି ଆମର ଭାଗ୍ୟ ଖରାପ ଯୋଗୁ ଆମର ଭାଗ୍ୟ ଖରାପ ହୋଇଥାଏ ଯାହା ଫଳରେ ଆମର ଟେଲେଣ୍ଟ ଥାଇକି ମଧ୍ୟ ଆମେ ହାରି ଯାଇଥାଉ ଓ ଚାକିରୀ ମଧ୍ୟ ପାଇଁ ନ ଥାଉ | ଆଉ ବେଳେ ବେଳେ ଦେଖା ଯାଏ କି ଭଲ ପାଠ ନ ପଢ଼ିକି ମଧ୍ୟ ଜଣେ ଜଣେ ଚାକିରୀ ପାଇ ଯାଇଥାନ୍ତି କାରଣ ସେମାନଙ୍କ ଭାଗ୍ୟ ସାଥ ଦେଇଥାଏ | ତେବେ ଆସନ୍ତୁ ଯଦି ଆପଣଙ୍କର ଭାଗ୍ୟ ସାଥ ଦେଉନି ତାହେଲେ ସେଥିପାଇଁ ଆମେ କେଉଁ ସବୁ ଉପାୟ ଗୁଡିକ ଆପଣାଇବା ଆସନ୍ତୁ ଜାଣିବା |

ଚାକିରୀ ପାଇବା ପାଇଁ କଣ କରିବା :-

ତେବେ ଆମର ଯଦି ଭାଗ୍ୟ ଆମକୁ ସାଥ ଦେଉ ନ ଥିବ, ଆଉ ଆପଣଙ୍କର ଟେଲେଣ୍ଟ ଥାଇକି ଆପଣ ହାର ମାନି ଯାଉଥିବେ ତାହେଲେ ଆମକୁ ପ୍ରଥମେ ମାଟି ପାତ୍ର ର ଆବଶ୍ୟକତା ରହିଛି | ଆଉ ଯେଉଁଠି ଆମକୁ ପ୍ରଥମେ 7 ଟି ଧୁପ ଘାସ ର ଆବଶ୍ୟକତା ରହିଛି | ଆଉ ଯେଉଁଠି ମାଟି ପାତ୍ରରେ ସୋରିଷ ତେଲ ଟେ ନେବା ଆଉ ସେହି 7 ଟି ଦୁବ କୁ ତେଲରେ ବୁଡାଇ ମାଟି ଦୀପ ରେ ରଖିବା | ଆଉ ତାହା ସାହାଯ୍ୟ ରେ ଠାକୁର ଘରେ ଆରତୀ ମଧ୍ୟ କରିବା | ତାହା ପରେ ସେହି ଦୀପ କୁ ନେଇକି ଆମେ ଘର ର ଦକ୍ଷିଣ ଦିଗ କୁ ଯିବା | ସେଠାରେ ମନରେ ଥିବା ଚାକିରୀ ପାଇଁକି ଯାହା ସବୁ ଆଶା ରହିଛି ତାହାକୁ ଆମେ ଡାହାଣ ହାତ ପାପୁଲିକୁ ତେଲ କୁ ଢାଳି କି କହିବା | ଆଉ ତାହା ପରେ ସବୁ ତେଲ କୁ ଢାଳି ଦେଇକି ଆମେ ଦୀପ ନେଇ ଆସିବା |

ତେବେ ସେହି କାମଟି କରୁଥିବା ସମୟରେ ଆମକୁ ନିରାମିଷ ଖାଇବା ପାଇଁ ପଡ଼ିବ ଯାହା ଯୋଗୁ ଆମକୁ ଭଲ ଫଳ ମିଳିଥାଏ | ତେବେ ଏହିଭଳି ଭାବରେ ଲଗାତର 9 ଦିନ କରିଲେ ଆମର ଚାକିରୀ ଜନିତ ସମସ୍ୟା ରୁ ସବୁଦିନ ପାଇଁ ଦୁରେଇ ଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment