Odisha News Portal

ସରକାରଙ୍କ ବଡ଼ ନିଷ୍ପତ୍ତି : ଏଣିକି ସ୍କୁଲରେ ନୁହେଁ ବରଂ ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ ! ଏପରି ପଦକ୍ଷେପ କାହିଁକି ନେଲେ ସରକାର ନିଶ୍ଚିତ ଜାଣନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଗତବର୍ଷ ଠାରୁ ଆଜି ପର୍ଯ୍ୟନ୍ତ କରୋନା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିପକେଇଛି। ଏମିତି କୌଣସି ଦେଶ ନାହଁ ଯେ କରୋନା ର ପ୍ରଭାବ ପଡ଼ିନାହିଁ। ସମଗ୍ର ବିଶ୍ୱ ବର୍ତ୍ତମାନ ସଙ୍କଟ ମୟ ପରିସ୍ଥିତି ରେ ଗତି କରୁଛି। ଆମ ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରନାରେ ଆକ୍ରାନ୍ତ ହେଉଛନ୍ତି ଏବଂ ହଜାର ହଜାର ଲୋକ କରୋନା ରେ ମରୁଛନ୍ତି। ଗତ ଜାନୁଆରୀ ମାସ ଠାରୁ କରୋନା ଧୀରେ ଧୀରେ ବୃଦ୍ଧି ପାଇ ବର୍ତ୍ତମାନ ଦ୍ୱିତୀୟ ଲହରୀରେ ପହଁଚିଛି। ଦ୍ୱିତୀୟ ଲହରୀର ଭୟାଭୟତକୁ ବିଚାର କରି ଅଧିକାଂଶ ରାଜ୍ୟ ରେ ଲକଡାଉନ ଏବଂ ସତଡାଉନ ବ୍ୟବସ୍ଥା କରିଛନ୍ତି। କରୋନା ସ୍ତିତିକୁ ନିୟଂତ୍ରଣ କରିବା ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି, ସେଥିପାଇଁ ସରକାର ସମସ୍ତ ସରକାରୀ ପଧାଧିକାରିଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ ଦେଇଛନ୍ତି।

ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶର ଧାର ଜିଲ୍ଲା ଅଧକ୍ଷ ଏପରି କିଛି ନିଷ୍ପତି ନେଇଛନ୍ତି ଯାହା ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। କରୋନା ସମୟରେ ସମସ୍ତ ସ୍କୁଲ ବନ୍ଦ ହେଇଯାଇଛି ଫଳରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଘରେ ବସି କେବଳ ଦରମା ନେଉଛନ୍ତି ସେଥିପାଇଁ ପ୍ରଶାସନ ସମସ୍ତ ଶିକ୍ଷକ ମାନଙ୍କୁ କରୋନା ଯୁଧ୍ୟରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ସରକାରଙ୍କ ନିୟମ ଅନୁଯାଇ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସ୍ମଶାନରେ ଡିଉଟି କରିବେ ଅର୍ଥାତ କରୋନା ରେ ମୃତ୍ୟ ବରଣ କରୁଥିବା ଲୋକମାନଙ୍କୁ ଶବ ସତ୍କାର କରିବେ।ପ୍ରଥମ ସିପ୍ଟରେ ଅର୍ଥାତ ସକାଳ ୬ ରୁ ଦିନ ୨ ଟା ପର୍ଯ୍ୟନ୍ତ 2ଜଣ ଶିକ୍ଷକ ଡିଉଟି କରିବେ ଏବଂ ଆଉ ୬ ଜଣ ଦିନ ୧ ରୁ ରାତି ୮ ପର୍ଯ୍ୟନ୍ତ ଡିଉଟି କରିବେ। ଶିକ୍ଷକ ମାନେ ଡିଉଟି କରୁଥିବା ସମୟରେ ୭୨୬ ଜଣ ଲୋକ ମୃତ୍ୟ ବରଣ କରିଛନ୍ତି ଏବଂ ୨୮୪୫ ଜଣ ଶିକ୍ଷକ ମଧ୍ୟ ମୃତ୍ୟ ବରଣ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିନାହାନ୍ତି।

ଦେଶରେ କରୋନାର ସଂଖ୍ୟା ବଢ଼ି ବଢ଼ି ଚାଲିିଛି ଯେ ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ ଜଣ କରନାରେ ଆକ୍ରାନ୍ତ ହେଇଛନ୍ତି। ଏବଂ ଗତ ୨୪ ଘଣ୍ଟାରେ ଦେଶରେ ୩୭୮୦ ଜଣ କରନାରେ ମୃତ୍ୟ ବରଣ କରିଛନ୍ତି। ମୋଟ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ କୁ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ୨ ଲକ୍ଷ ୨୬ ହଜାର ୧୮୮ ଜଣ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁସାରେ ଦେଶରେ ୩୪, ୭୭, ୨୨୯ ଆକ୍ଟଭକେସ ରହିଛି ମୋଟ ଉପରେ ୧୬.୮୭ ପ୍ରତିଶତକୁ ବୃଦ୍ଧିପାଇଛି। କରୋନା ଦାଉରୁ ସୁସ୍ଥ ହେଇଫେରିଛନ୍ତି ୮୨.୦୩ ପ୍ରତିଶତ ଲୋକ ଅର୍ଥାତ ୧, ୭୯, ୫୧, ୭୩୧ ଜଣ ।

ଦେଶରେ ବର୍ତ୍ତମାନ ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଟିକା କରଣ ହୋଇସାରିଛ। ଦେଶରେ ମୃତ୍ୟର ହାର ମଧ୍ୟ ୧.୦୯ ରେ ପହଞ୍ଚି ସାରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।