Odisha News Portal

ଓ଼଼ଡିଶା ସରକାର ଙ୍କ ବଡ ଚେତାବନୀ ! ଏଣିକି ବିନା ହେଲମେଟରେ ୨ଚକିଆ ଗାଡ଼ି ଚଳାଇଲେ ବାତିଲ୍ ହେବ ଲାଇସେନ୍ସ! ଜାଣନ୍ତୁ ନୂଆ ନିୟମ ବିଷୟରେ

0 2

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ କଥା ବିଷୟରେ କହିବୁ , ଯାହାକି ଶୁଣିଲେ ଆପଣ ମାନେ ଆଶ୍ଚର୍ୟ୍ୟ ହୋଇଯିବେ ଏହା ସହିତ ଯଦି ସେପରି କରନଥିବେ ତେବେ ସେହି କାମକୁ ଏବେ ନିଶ୍ଚିତ ରୂପରେ କରିବେ । କାହିଁକିନା ଏହା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ତେବେ ଆପଣ ମାନେ ସରକାରଙ୍କ ପ୍ରତ୍ୟେକ କଥାକୁ ଧ୍ୟାନ ସହକାରେ ମାନିବେ ଯାହା ଆପଣଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବ ଯଦି ଆପଣ ମାନେ ସରକାରଙ୍କ ଏହି କଥାକୁ ମାନୁ ନାହାନ୍ତି ତେବେ ଆପଣ ବହୁତ ବଡ ଅସୁବିଧାରେ ପଡିପାରନ୍ତି । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କଥାଟି ।

ଆଜି ଆପଣ ମାନଙ୍କ ପାଇଁ ଏକ ବଡ ସୂଚନା ଆସିଛି ବିଶେଷ କରି ଗାଡି ଚାଳକ ମାନଙ୍କ ପାଇଁ ଏହା ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କଥା ଅଟେ । କାହିଁକିନା ଯଦି ଆପଣ ମାନେ ବିନା ହେଲମେଟରେ ଗାଡି ଚଳାଉଛନ୍ତି ତେବେ ଆପଣ ମାନେ ଟଚିକେ ସାବଧାନ ହୋଇଯାଆନ୍ତୁ ।

କାରଣ ଯଦି ଆପଣ ମାନେ ବିନା ହେଲମେଟରେ ଗାଡି ଚଳାଉଛନ୍ତି ତେବେ ସେହି କଥାଟି ଆପଣ ମାନଙ୍କ ପାଇଁ ପଡିପାରେ ବହୁତ ହିଁ ମହଙ୍ଗା । ଯଦି ଆପଣ ମାନେ ହେଲମେଟ ପିନ୍ଧି ଗାଡି ନଚଳାଉଛନ୍ତି ତେବେ ତାହା ପାଇଁ ଆପଣ ମାନଙ୍କୁ ଏବେ ଫାଇନ ଦେବା ପାଇଁ ପଡିବ । ଏହା ସହିତ ଆପଣ ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇଯିବ । ସରକାର ରାଜ୍ୟ ପୋଲିସ ଏବଂ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ଭି ଆକ୍ଟ 194 ଡି’ ଅନୁଯାୟୀ ହେଲ୍‌ମେଟ୍‌ ନପିନ୍ଧିଲେ ଡିଏଲ୍‌ ବାତିଲ ହେବ। ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରି ଅମାନିଆଙ୍କ ଡିଏଲ୍‌ ବାତିଲ କରାଯିବ। କାହିଁକିନା 2019 ରେ ବିନା ହେଲମେଟରେ ଗାଡ଼ି ଚଳାଇ 2 ହଜାର 156 ଜଣଙ୍କ ମୃତ୍ୟୁ ହୋଇଛି ।

ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଡିଜିପି ଏବଂ ପରିବହନ କମିସନରଙ୍କୁ ଲେଖିଥିବା ଏକ ଚିଠିରେ ହେଲମେଟ ଆଇନର ଉଲ୍ଲଂଘନ କରୁଥିବା ଚିହ୍ନଟ ହେଲେ ଚାଳକଙ୍କ ଡ୍ରା‌ଇଭିଂ ଲାଇସେନ୍ସ ବାତିଲ୍ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ମାତ୍ର ଯଦି ଆପଣ ମାନେ ବିନା ହେଲମେଟରେ କିମ୍ବା ବିନା ମାକ୍ସରେ ଗାଡି ଚଲାଉଥାନ୍ତି ତେବେ ଆପଣ ମାନଙ୍କୁ ସେଥିପାଇଁ ବହୁତ ବଡ ଆସୁବିଧାର ସାମ୍ନା କରିବାକୁ ହେବ ।

ପ୍ରଥମତଃ ଆପଣଙ୍କୁ ଜୋରିମାନା ହୋଇପାରେ ଏହା ସହିତ ଆପଣଙ୍କର ଗାଡିର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ତିନି ମାସ ପାଇଁ ବାତିଲ କରିଦିଆଯିବ । ତେବେ ଯଦି ଆପଣ ମାନେ ଗାଡି ଚଲାଉଛନ୍ତି ତେବେ ହେଲମେଟ ବ୍ୟବହାର ନିଶ୍ଚିତ ଭାବରେ କରନ୍ତୁ ଏହା ସହିତ ମାକ୍ସର ପରିଧାନ ମଧ୍ୟ ନିଶ୍ଚିତ ରୂପରେ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।