ଦୁନିଆର ସବୁଠାରୁ emotional and heart touching ଘଟଣା ଘଟିଲା ଏହି ଛୋଟ ଝିଅ ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

ଆଜିଆକାଲିର ସୋସିଆଲ ମିଡ଼ିଆ ସହିତ ସମସ୍ତେ ଓତଃପ୍ରେତ ଭାବରେ ଜଡ଼ିତ। ଏମିତି କମ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡ଼ିଆ ସହିତ ଅଦୁ ଜଡିତ ହୋଇନଥାନ୍ତି, ବୋଲି ଆମେ କହି ପାରିବା ନାହିଁ। ସ୍ମାର୍ଟଫୋନ ସମସ୍ତଙ୍କ ପାଖରେ ରହିଥାଏ। ଯେଉଁଠି କିଛି ଅଲଗା ପ୍ରକାର ଘଟଣା ଦେଖିଲେ। ନିଜ ମୋବାଇଲ ରେ କଏଦ କରିବା ପାଇଁ ଚେଷ୍ଟା କରନ୍ତି। ଏବଂ ତାହାକୁ ସୋସିଆଲ ମିଡ଼ିଆ ରେ ଛାଡ଼ନ୍ତି। ତେବେ ଯଦି ଭିଡ଼ିଓ କିଛି ଅଲଗା ପ୍ରକାର ଲାଗିଲା। ମନକୁ ଆସିଲା ତେବେ ତାହାକୁ ସେୟାର କରି ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଯାଏ।

ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି। ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଗୋଟିଏ ଛୋଟ ପିଲା ମାଙ୍କଡ଼ ମାନଙ୍କୁ ଖାଇବା ପାଇଁ ଦେଉଥିବା ଭିଡ଼ିଓ ଭାଇରାଲ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ବିଷୟରେ। ବନ୍ଧୁଗଣ ଆମେ ସମସ୍ତେ ମାଙ୍କଡ଼ ମାନଙ୍କୁ ବହୁତ ଭୟ କରିଥାଉ। ବଡ଼ ଲୋକ ମାଙ୍କଡ଼ ମାନଙ୍କ ପାଖକୁ ଯିବା ପାଇଁ ବହୁତ ଭୟ କରିଥାଏ। ଆଉ ଛୋଟ ପିଲା ମାନେ ମାଙ୍କଡ଼ ପାଖକୁ ଯାଆନ୍ତି ନାହିଁ।

ଦୂରରୁ ଦେଖିବା ମାତ୍ରେ ହିଁ ଭୟଭିତ ହୋଇଥାନ୍ତି। ଯାହା ଆମେ ସମସ୍ତେ ଏଭଳି ଅନେକ ସମୟରେ ଶୁଣିବା ପାଇଁ ପାଇଥାଉ। ମାଙ୍କଡ଼ ମାନେ ଆଟାକ କରିଥାନ୍ତି। ହେଲେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି। ଯେ ଜଣେ ଛୋଟ ଝିଅ ଯିଏକି ମାଙ୍କଡ଼ ସହିତ ଖେଳୁଛି। ତେବେ ଝିଅଟି ହାତରେ ଏକ ବାଦାମ ବ୍ୟାଗ ଧରିଛି। ତେବେ ସେ ବାଦାମ ମାଙ୍କଡ଼ ମାନଙ୍କୁ ଦେଉଛି। ଟିକିଏ ହେଲେ ବି ତାଙ୍କର ଭୟ ନାହିଁ। ମାଙ୍କଡ଼ ମାନେ ମଧ୍ୟ ପିଲାଟିର କିଛି କ୍ଷତି କରୁନାହାନ୍ତି। ବରଂ ତାପାଖରୁ ବାଦାମ ଖାଉଛନ୍ତି। ତେବେ ଆପଣ ମାନେ ମଧ୍ୟ ଏଭଳି ଭାବରେ ମାଙ୍କଡ଼ ମାନଙ୍କ ପାଖକୁ ଯିବା ପାଇଁ ଭୟ କରିବେ ହେଲେ ଛୋଟ ଛୁଆଟି ମନ ମଧ୍ୟ ରେ ଟିକିଏ ହେଲେ ବି ଭୟ ନାହିଁ।

ଅତି ସାହସର ସହିତ ସେମାନଙ୍କ ସହିତ ବାଦାମ ଖୁଆଉଛି। ତେବେ ଆପଣ ମାନେ ମଧ୍ୟ ଏଭଳି ଭିଡ଼ିଓ ବହୁତ କମ ଦେଖିଥିବେ। ତେବେ ଭିଡ଼ିଓ ରେ ଏହା ମଧ୍ୟ ଦେଖିବା ପାଇଁ ମିଳୁଛି ଯେ ପିଲାଟି ଯେଉଁଭଳି ଭାବରେ ମାଙ୍କଡ଼ ମାନଙ୍କୁ ଖାଇବା ପାଇଁ ଦେଉଛି। ମାଙ୍କଡ଼ ତା ପାଖରୁ ନିଜେ ହାତ ପୁରେଇ ନେଇ ଯାଉଛି। ପିଲାଟି ରାଗି ଯାଉଛି ଯାହାର ଫଳ ସ୍ୱରୂପ ସେ କାନ୍ଦି ଯାଉଛି। ଏହାପରେ ମାଙ୍କଡ଼ ମାନେ ଚୁପ ହୋଇ ବସୁଛନ୍ତି। ଯାହାବି ହେଉ ଏହା ପଶୁ ମାନଙ୍କ ପ୍ରତି ମଣିଷର ଏକ ଭଲ ପାଇବାର ଏକ ଜ୍ଵଳନ୍ତ ଉଦାହରଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment