ବନ୍ଧୁଗଣ ଆସନ୍ତୁ ଦେଖିବା ଆଉ ଏକ ଭଜନ କୀର୍ତ୍ତନର ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଦୃଶ୍ୟ। ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆକର୍ଷିତ କଲାଭଳି ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନ ର ମଡର୍ଣ୍ଣ ରୂପ ତ ଆପଣ ଅନେକ ସ୍ଥାନରେ ଆୟୋଜିତ ହେଉଥିବା ଅଷ୍ଟମ ପ୍ରହରୀ ମାନଙ୍କରେ ଦେଖିବାକୁ ପାଉଥିବେ। ସେହିଭଳି ଏକ ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ଯେଉଁଠି ବେଶ୍ ଧୁମ୍ ଧାମର ସହିତ ନାମ ଭଜନ ସହିତ ନୃତ୍ୟ ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି।
ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଷ୍ଟମ ପ୍ରହରୀ ରେ ଏଠାରେ ମହିଳା କୀର୍ତ୍ତନୀୟା ଦଳ ନାମର ତାଳରେ ଡାନ୍ସ କରୁଛନ୍ତି। ସମସ୍ତେ ସମାନ ରଙ୍ଗର ପୋଷାକ ପରିଧାନ କରିବା ସହିତ ସମାନ ଭାବରେ ନିଜକୁ ସଜାଇ ସେମାନେ ଯେଉଁଭଳି ଭାବରେ ନାଚୁଛନ୍ତି ତାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଆଉ ଏହି ସମୟରେ ତାଙ୍କର ବେଶ ଭୂଷା ଏବଂ ତାଙ୍କର କୀର୍ତ୍ତନ ର ମଜ୍ଜିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ଦେଖି ବେଶ ଖୁସି ହେଉଛନ୍ତି। ଆଜିକାଲି କୀର୍ତ୍ତନ, ହରିନାମ ସାଙ୍ଗକୁ ଏପରି ନୃତ୍ୟ ସବୁ ସଂକୀର୍ତ୍ତନ ମଣ୍ଡଳୀ ମାନେ ଆୟୋଜିତ କରୁଛନ୍ତି।
ଲୋକେ ବି ଅଷ୍ଟମ ପ୍ରହରୀରେ ହେଉଥିବା ଏସବୁ କାର୍ଯ୍ୟକ୍ରମ କୁ ବହୁତ୍ ପଶନ୍ଦ କରୁଛନ୍ତି। ମହିଳା ମାନଙ୍କ ଏପରି କୀର୍ତ୍ତନ କରିବାର ଦୃଶ୍ୟ ହୁଏତ ଅନେକ ଲୋକ ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ପାଉଥିବେ। ଯାହାକୁ ସେମାନେ ଉପଭୋଗ କରୁଛନ୍ତି।ତେବେ ସୂଚନା ଅନୁସାରେ ଏଠାରେ ଅଷ୍ଟମ ପ୍ରହରୀ ଅବସରରେ ସଙ୍କୀର୍ତ୍ତନ ର ଆୟୋଜନ କରା ଯାଇଛି। ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁ ଏଠାରେ ଏହାକୁ ଦେଖି ବହୁତ୍ ଆନନ୍ଦିତ ହେଉଛନ୍ତି। ଏଠାରେ ଢୋଲ, ମୃଦଙ୍ଗ, ଝାଞ୍ଜ ଏବଂ ଶଦ୍ଧ କୀର୍ତ୍ତନ ସହିତ ହରିନାମ ର ତାଳେ ତାଳେ ନୃତ୍ୟ ବି ପରିବେଷଣ ହେଉଛି।
ତାଳରେ ଝୁମି ଝୁମି ମହିଳା ମାନେ ସମାନ କପଡ଼ା ରେ ସଜାଇ ହୋଇ ଏପରି ନୃତ୍ୟ ପରିବେଷଣ କରୁଛନ୍ତି। ଯାହା ଦେଖିବାକୁ ମିଳୁଛି ଆଜିକାଲି ଅଷ୍ଟମ ପ୍ରହରୀ ଆୟୋଜନରେ ଏପରି ଦୃଶ୍ୟ ସାଧାରଣ ହୋଇ ଗଲାଣି। ଲୋକଙ୍କ ମନ ମୁତାବକ ସେମାନଙ୍କ ଆଗ୍ରହ ଦେଖି ଅଷ୍ଟମ ପ୍ରହରୀ ରେ ଏପରି ନୃତ୍ୟ ପରିବେଷଣ କରା ଯାଉଛି।ତେବେ ଏହି ଦୃଶ୍ୟ ବାସ୍ତବରେ ମନ ମୁଗ୍ଧକର ହୋଇଛି। ହରେକୃଷ୍ଣ ହରେରାମ ନାମର ତାଳରେ ଏପରି ନାଚ ଦେଖିଲେ ମନ ଭିତରେ ଏକ ଭକ୍ତି ଏବଂ ଭାବ ଜାତ ହେଉଛି।ଏହି ସଂକୀର୍ତ୍ତନ ମଣ୍ଡଳୀ ହେଉଛି କଳାହାଣ୍ଡି, ଅଂଲାପାଲି ର ମହିଳା କୀର୍ତ୍ତନ, ମା ଲକ୍ଷ୍ମୀ ସଂକୀର୍ତ୍ତନ ମଣ୍ଡଳୀ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।