ବନ୍ଧୁଗଣ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ, କିନ୍ତୁ ଏହା ଗ୍ରହଣୀୟ ବି ହୋଇଥାଏ।ତେବେ ଏହି ଘଟଣାର ଦୃଶ୍ୟ ଯେତିକି ବିସ୍ମୟକର ସେତିକି ମଜାଦାର ବି ହୋଇଥାଏ। ଆମେ କହୁଛୁ ଆଜିକାଲି ହେଉଥିବା ଆଧୁନିକ ଢଙ୍ଗର ଅଷ୍ଟମ ପ୍ରହରୀ କାର୍ଯ୍ୟକ୍ରମ ର କଥା। କିପରି ଭାବରେ ଭିନ୍ନ ଢଙ୍ଗରେ ଭିନ୍ନ ଧରଣର ଏହି ମହୋତ୍ସବ ପାଳନ ହେଉଛି ତାହା ତ ଆପଣ ଦେଖିବାକୁ ପାଉଥିବେ।
ସେହିପରି ଅନେକ ଦୃଶ୍ୟ ଆପଣଙ୍କୁ ଆମେ ଦେଖାଇଛୁ ଯାହାକୁ ଦେଖି ଆପଣ ବି ଅନୁଭବ କରିଥିବେ ଯେ କିଭଳି ଭାବରେ ଅନେକ ଆନନ୍ଦ ଉତ୍ସାହର ସହିତ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରା ଯାଇଥାଏ ଅଷ୍ଟମ ପ୍ରହରୀ ମାନଙ୍କରେ। ଏବେର ସଙ୍କୀର୍ତ୍ତନ ମାନଙ୍କରେ ମହିଳା ମାନଙ୍କ ଏପରି କୀର୍ତ୍ତନ କରିବାର ଦୃଶ୍ୟ ହୁଏତ ଅନେକ ଲୋକ ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ପାଉଥିବେ। ଯାହାକୁ ସେମାନେ ଉପଭୋଗ କରିଥାନ୍ତି। ସେହିଭଳି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି।ତେବେ ଏଠାରେ ଅଷ୍ଟମ ପ୍ରହରୀ ଅବସରରେ ସଙ୍କୀର୍ତ୍ତନ ର ଆୟୋଜନ କରା ଯାଇଛି।
ଆଉ ଏଠାରେଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁ ଏହାକୁ ଦେଖି ବହୁତ୍ ଆନନ୍ଦିତ ହେଉଛନ୍ତି। ତେବେ ଭଜନ କୀର୍ତ୍ତନ ର ଏହି ସମାରୋହ ସମସ୍ତଙ୍କୁ ସେଠାରେ ବେଶ୍ ଆନନ୍ଦିତ କରିଛି। ଭୋଜନ, ସଙ୍କୀର୍ତ୍ତନ ର ଏହା ଆଉ ଏକ ଡାନ୍ସ ଭିଡିଓ। ଯାହାକୁ ଦେଖିଲେ ଆପଣ ବି ଖୁସି ହେବେ। କାରଣ ଏଠାରେ ଠାକୁର ଙ୍କ ନାମର ତାଳେ ତାଳେ ଚାଲିଛି ନୃତ୍ୟ ପରିବେଷଣ ଏବଂ ଏହାକୁ ଉପଭୋଗ କରୁଛନ୍ତି ଅନେକ ଦର୍ଶକ ବୃନ୍ଦ।ଏକ ଅଷ୍ଟମ ପ୍ରହରୀ ଅବସରରେ ସଙ୍କୀର୍ତ୍ତନ ଦଳ ପକ୍ଷରୁ ଏହିଭଳି ଏକ ନୃତ୍ୟ ପରିବେଷଣ ହେଇଥିବାର ଦେଖିବାକୁ ମିଳିଛି।ଉଭୟ ପୁରୁଷ ଏବଂ ମହିଳା ମାନେ ସେଠାରେ ରହିଥିବା ବେଲେ ସମସ୍ତେ କୀର୍ତ୍ତନ କରିବା ସହିତ ତାଳି ମଧ୍ଯ ମାରୁଛନ୍ତି।
ସେଠାରେ ଉପସ୍ଥିତ ସମସ୍ତେ ଉତ୍ସାହର ସହିତ ଏହାକୁ ଉପଭୋଗ କରୁଛନ୍ତି। ଏହି କୀର୍ତ୍ତନ ଏବଂ ନାଚକୁ ସମସ୍ତେ ଉତ୍ସାହର ସହ ଦେଖୁଛନ୍ତି ଏଵଂ ବହୁତ୍ ଖୁସି ବି ହେଉଛନ୍ତି। ତେବେ ସଙ୍କୀର୍ତ୍ତନ ସମୟର ଏହି ଭିଡିଓ ଏବେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ମନ୍ଦିର ଭିତରେ ସଙ୍କୀର୍ତ୍ତନ ଦଳିଆ ମାନେ କିପରି ଭାବରେ ଆନନ୍ଦର ସହିତ ଭକ୍ତିରେ ମୃଦଙ୍ଗ, ବାଦ୍ୟ ବଜାଇ ନାଚୁଛନ୍ତି ତାହା ଦେଖି ବହୁତ୍ ଖୁସି ଲାଗୁଛି। ଏହାକୁ ସେଠାରେ ଉପସ୍ଥିତ ସମସ୍ତ ସାଧାରଣ ଭକ୍ତ ମାନେ ଖୁବ୍ ଉପଭୋଗ କରୁଛନ୍ତି। ବାସ୍ତବରେ ଏପରି ସଙ୍କୀର୍ତ୍ତନ ର ଦୃଶ୍ୟ ଦେଖି ଆପଣ ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।