Odisha News Portal

IAS ପ୍ରଶ୍ନ – ଏମିତି କେଉଁ ଜିନିଷରେ ଝିଅଟିଏ ପିନ୍ଧିଲେ ପୁଅମାନେ ଏହାକୁ ଦେଖି ବେଶି ଆକର୍ଷିତ ହୋଇଥାନ୍ତି ??

ଆପଣ ତ ଜାଣିଛନ୍ତି ମଜାଳିଆ ପ୍ରଶ୍ନ ଗୁଡ଼ିକ ବହୁତ୍ କୌତୁକିଆ ହୋଇଥାଏ ଏବଂ ଏହା ମନୋରଞ୍ଜନ ପାଇଁ ହିଁ ହୋଇଥାଏ।ଯଦିଓ ଏହା ଡବଲ ମିନିଙ୍ଗ ର ପ୍ରଶ୍ନ ଅଟେ କିନ୍ତୁ ଆପଣ ଯଦି ଏହାକୁ ସକାରାତ୍ମକ ବିଚାର ରେ ଦେଖିବେ ତେବେ ଏହାର ଉତ୍ତର ଆପଣଙ୍କୁ ନିଶ୍ଚିତ ହସେଇ ହସେଇ ବେଦମ୍ କରିଦେବ। ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ। କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥାଏ ଏବଂ ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ପଚାରି ଥାଆନ୍ତି।ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।

ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସେହିଭଳି କିଛି ପ୍ରଶ୍ନ ବିଷୟରେ ଜାଣିବା ଏବଂ ଏହାର ଉତ୍ତର ମଧ୍ୟ ଖୋଜିବା।ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ ଟିକିଏ ବୁଦ୍ଧି ଖଟାଇବାକୁ ପଡ଼ିବ ଏବଂ ସହଜରେ ଏହାର ଉତ୍ତର ଆପଣ ପାଇଯିବେ। ଆଉ ଆପଣଙ୍କୁ କହି ରଖୁଛୁ ଯେ ଏହା କେବଳ ମନୋରଞ୍ଜନ ଉପରେ ଆଧାରିତ ଅଟେ। ତେଣୁ ଏହାକୁ ଖରାପ ଭାବରେ ନେବେ ନାହିଁ।ଦେଖିବା ଏହି ପ୍ରଶ୍ନ ଗୁଡିକର ଉତ୍ତର କେତେଜଣ ଦେଇ ପାରୁଛନ୍ତି।

ପ୍ରଶ୍ନ ୧- ଝିଅ ମାନେ ୧୮ ବର୍ଷ ପୂର୍ବରୁ କଣ କାହାକୁ ଦେଇ ନଥାନ୍ତି?
ଉତ୍ତର- ଭୋଟ୍।୧୮ ବର୍ଷ ପୂର୍ବରୁ କେହି ଏହା ଦେଇ ନଥାନ୍ତି।

ପ୍ରଶ୍ନ ୨- ସେଇଟା କଣ, ଯାହାର ଚାରିପଟେ ବାଳ ଥାଏ, ତା ମଝିରେ ସ୍ବାମୀ ଥରେ ପୁରାଏ ତାପରେ ସ୍ତ୍ରୀ ନିଜେ ସବୁଦିନ ନିଜେ ନିଏ।
ଉତ୍ତର- ସିନ୍ଥିରେ ସିନ୍ଦୂର। ଯାହା ସ୍ବାମୀ ଥରେ ବାହାଘର ଦିନ ଦିଏ ତାପରେ ସ୍ତ୍ରୀ ସବୁଦିନ ନିଜେ ନିଏ।

ପ୍ରଶ୍ନ ୩- ଝିଅ ମାନେ ତାଙ୍କର ଜିନ୍ସ ତଳେ କଣ ପିନ୍ଧିଥାନ୍ତି?
ଉତ୍ତର- ଚପଲ ବା ଜୋତା।

ପ୍ରଶ୍ନ ୪- ଝିଅ ମାନଙ୍କର କେଉଁ ଜାଗାରେ ଆଙ୍ଗୁଳି ପୁରାଇଲେ ସେଠାରୁ ପାଣି ବାହାରିଥାଏ ?
ଉତ୍ତର- ଆଖିରୁ ପାଣି ବାହାରିଥାଏ ଆଙ୍ଗୁଳି ପୁରେଇବା ଦ୍ବାରା।

ପ୍ରଶ୍ନ ୫- ଝିଅ ମାନଙ୍କରେ କେଉଁ ସ୍ଥାନରେ ଜୋର୍ ରେ ପ୍ରଥମ ଥର ପୁରାଇବା ଦ୍ବାରା ସେହି ସ୍ଥାନରେ ବହୁତ୍ କଷ୍ଟ ହୋଇଥାଏ?
ଉତ୍ତର- ନାକ ଫୁଡିବା ବା କାନ ଫୁଡ଼ିବା।

ପ୍ରଶ୍ନ ୬- ଝିଅ ମାନେ କଣ ପିନ୍ଧିଲେ ପୁଅ ମାନେ ଅଧିକ ଆକର୍ଷିତ ହୁଅନ୍ତି?
ଉତ୍ତର- ଅଳଙ୍କାର। ଝିଅ ମାନେ ଅଳଙ୍କାର ପିନ୍ଧିଲେ ଅଧିକ ଆକର୍ଷିତ ଲାଗନ୍ତି।

ପ୍ରଶ୍ନ ୭- ଏମିତି କଣ ଅଛି ଯାହା ଝିଅ ମାନଙ୍କର ଛୋଟ କିନ୍ତୁ ସ୍ତ୍ରୀ ଲୋକଙ୍କ ବଡ଼?
ଉତ୍ତର- ବୟସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।