Odisha News Portal

ଏମିତି କେଉଁ କାମ ପୁଅମାନେ କଲେ ଶୀଘ୍ର ଥକି ଯାଆନ୍ତି କିନ୍ତୁ ଝିଅମାନେ କୁହନ୍ତି ଏବେ ତ ଆରମ୍ଭ ହେଲା ଆହୁରି କର ? ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ଜଣେ ଛାତ୍ର କିମ୍ୱା ଛାତ୍ରୀକୁ ଆଇଏସ ଓ ଆଇପିଏସ ପରିକ୍ଷାରେ ଉତ୍ତିର୍ଣ୍ଣ କରିବା ପାଇଁ କେତେ ପୁରିସ୍ରମ କରିବାକୁ ପଡିଥାଏ । କେବଳ ତାହା ପରିକ୍ଷା ନୁହଁ ବରଂ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ । ଯେଉଁ ପିଲା ଦୁଇଟି ଯାକ ପରିକ୍ଷାରେ ଉତ୍ତିର୍ଣ୍ଣ କରିଥାଏ ସେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥାଏ , ଏହି ସବୁ ପରିକ୍ଷାରେ ସଫଳତା ହାସଲ କରିବା ପାଇଁ ବୁଦ୍ଦି ମଧ୍ୟ ଆବଶ୍ୟକତା ରହିଥାଏ । ଜଣେ ବୁଦ୍ଦିମାନ ବ୍ୟକ୍ତି ହିଁ ଏଥିରେ ସଫଳତା ହାସଲ କରିଥାଏ ଏବଂ ଯଦି ଏହି ସବୁ ପ୍ରଶ୍ନ ଗୁଡିକ ସହଜ ହୋଇଥାନ୍ତା ତେବେ ସମସ୍ତ ପିଲା ଏହି ପ୍ରଶ୍ନର ଉତ୍ତର ଦେଇ ପାସ୍ କରିଯାଇଥାନ୍ତେ । ଆଜି ଆମେ ଏମିତି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯାହାର ଉତ୍ତର ଅଧିକାଂଶ ଲୋକମାନେ ଜାଣି ନାହାନ୍ତି ।

1 କେଉଁ ଫୁଲର ଓଜନ ପାଖାପାଖି 10 କେଜି ଥାଏ ?
ଉତ୍ତର – ରଫ୍ଲେଶିଆ ।

2 କେଉଁ ପ୍ରାଣୀର ଧ୍ୱନି ବା ଶବ୍ଦ ନଥାଏ ?
ଉତ୍ତର – ଜିରାଫ ।

3 କେଉଁ ଜୀବର ରକ୍ତର ରଙ୍ଗ ନୀଳ ?
ଉତ୍ତର – ଅକ୍ଟପସ ।

4 କେଉଁ ଦେଶ ପ୍ରଥମେ କାଗଜ ଟଙ୍କା ବନାଇଥିଲା ?
ଉତ୍ତର – ଚାଇନା ।

5 କେଉଁ ଫଳ ଛୋଟରୁ ବଡ ହୋଇ ସଂପୂର୍ଣ୍ଣ ପାଚିବା ପାଇଁ 2 ବର୍ଷ ଲାଗେ ?
ଉତ୍ତର – ସପୁରୀ ।

6 କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର – କୋଇଲି ।

7 କେଉଁ ଜୀବର ଚାରୋଟି ପାକସ୍ଥଳୀ ଥାଏ ?
ଉତ୍ତର – ଗାଈ ।

8 କୁମ୍ଭୀର କାହାଦ୍ୱାରା ଶ୍ୱାସକ୍ରିୟା କରିଥାଏ ?
ଉତ୍ତର – ଫୁସଫୁସ ।

8 ଲୋହିତ ରକ୍ତକଣିକାର କବର ସ୍ଥାନକୁ କଣ କୁହାଯାଏ ?
ଉତ୍ତର – ପ୍ଲିହା ।

9 ସୁସ୍ଥ ବ୍ୟକ୍ତିର ପରିସ୍ରାରେ କଣ ଥିବାରୁ ଏହାର ରଙ୍ଗ ଈଷତ୍ ହଳଦିଆ ହୋଇଥାଏ ?
ଉତ୍ତର – ୟୁରୋକ୍ରୋମ ।

10 ଆଲୋକଶ୍ଳେଷଣ ପାଇଁ କେଉଁ ରଙ୍ଗର ଆଲୋକ ଶକ୍ତି ସର୍ବୋକୃଷ୍ଟ ?
ଉତ୍ତର – ଲୋହିତ ।

11 କେଉଁ ହରମୋନ ଓଭାରୀରୁ କ୍ଷରିତ ହୋଇଥାଏ ?
ଉତ୍ତର – ଇଷ୍ଟ୍ରୋଜେନ ।

12 ଏମିତି କେଉଁ କାମ ପୁଅ ମାନେ କଲେ ଶୀଘ୍ର ଥକି ଯାଆନ୍ତି କିନ୍ତୁ ଝିଅମାନେ କୁହନ୍ତି ଏବେ ତ ଆରମ୍ଭ ହେଲା ଆହୁରି କର ?
ଉତ୍ତର – ସପିଙ୍ଗ ।

13 ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳ କାହା ମଧ୍ୟ ଦେଇ ପତ୍ରରେ ପ୍ରବେଶ କରେ ?
ଉତ୍ତର – ସ୍ତୋମ ।

14 ଚାରୋଟି ରକ୍ତବର୍ଗ ମଧ୍ୟରୁ କେଉଁ ରକ୍ତବର୍ଗର ବ୍ୟକ୍ତିମାନେ ସର୍ବଜନ ଦାତା ?
ଉତ୍ତର – ଓ ବର୍ଗ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।