Odisha News Portal

ଏମିତି କେଉଁ ଜିନିଷ ଯାହା ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କର ଜଲଦି ବାହାରି ପଡେ ? ବୁଦ୍ଧି ମାନ ଲୋକ ହିଁ ଏହାର ଉତ୍ତର ଦେଇପାରିବେ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ଇଣ୍ଟରଭୁ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଏହି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଝିଅ ମାନଙ୍କର କେଉଁ ଅଙ୍ଗ ପ୍ରତି ଦୁଇ ମାସରେ ଥରେ ବଦଳି ଥାଏ ?

ଉତ୍ତର: ଆଇବ୍ରୋ।

(୨) ପ୍ରଶ୍ନ:- ଏମିତି କଣ ଗୋଟିଏ ସ୍ତ୍ରୀ ସମସ୍ତଙ୍କ ଆଗରେ ଖୋଲି ପାରିବ କିନ୍ତୁ ତା ସ୍ବାମୀଙ୍କ ସାମ୍ନାରେ ଖୋଲି ପାରିବ ନାହିଁ ?

ଉତ୍ତର: ମଙ୍ଗଳସୁତ୍ର।

(୩) ପ୍ରଶ୍ନ:- କେଉଁ କାମ କଲା ବେଳେ ପୁଅ ମାନଙ୍କ ଦେହ ଗରମ ହୋଇଯାଏ ?

ଉତ୍ତର: ବ୍ୟାମ କଲାବେଳେ।

(୪) ପ୍ରଶ୍ନ:- ଏମିତି କେଉଁ ଜିନିଷ ଯାହା ପୁଅ ମାନଙ୍କ ଅପେକ୍ଷା ଝିଅ ମାନଙ୍କର ଜଲଦି ବାହାରି ପଡେ ?

ଉତ୍ତର: ଲୁହ।

(୫) ପ୍ରଶ୍ନ:- ଏମିତି କେଉଁ ଜିନିଷ ଅଛି ଯାହା ଦେଲା ବେଳେ ତାକୁ ନେବାକୁ ହୁଏ ଏବଂ ନେଲା ବେଳେ ତାକୁ ଦେବାକୁ ହୁଏ ?

ଉତ୍ତର: ଲିପକିସ।

(୬) ପ୍ରଶ୍ନ:- ‘ବାଳକ’ ଏବଂ ‘ବାଳିକାଙ୍କ’ ମଝିରେ କଣ ଥାଏ ?

ଉତ୍ତର: ‘ବା’ ଅକ୍ଷର।

(୭) ପ୍ରଶ୍ନ:- ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀ ଆସିଗଲେ କଣ ହୋଇଥାଏ ?

ଉତ୍ତର: ଚନ୍ଦ୍ର ଗ୍ରହଣ।

(୮) ପ୍ରଶ୍ନ:- ଆମ ମୂତ୍ରରେ କେଉଁ ପ୍ରକାର ଅମ୍ଳ ରହିଥାଏ ?

ଉତ୍ତର: ୟୁରିକ ଅମ୍ଳ।

(୯) ପ୍ରଶ୍ନ:- ଝିଅ ମାନଙ୍କର କେଉଁ ଅଙ୍ଗ ଅଧିକ ନରମ ଓ ଚିକ୍କଣ ହୋଇଥାଏ ?

ଉତ୍ତର: ଚର୍ମ।

(୧୦) ପ୍ରଶ୍ନ:- ଯେବେ ମୁଁ ଯବାନ ହୁଏ, ସେବେ ମୁଁ ଲମ୍ବା ହୋଇଯାଏ, କିନ୍ତୁ ମୋ ବୟସ ଯେତେ ବଢୁଛି ଧୀରେ ଧୀରେ ମୁଁ ସେତେ ଛୋଟ ହୋଇ ଯାଉଛି, କୁହନ୍ତୁ ମୁଁ କିଏ ?

ଉତ୍ତର: ମହମ ବତୀ।

(୧୧) ପ୍ରଶ୍ନ:- କୁହନ୍ତୁ ସେ କିଏ ଯାହା ପେଟରେ ଦାନ୍ତ ଥାଏ ?

ଉତ୍ତର: ଡାଲିମ୍ବ।

(୧୨) ପ୍ରଶ୍ନ:- ଲେଖୁଛି କିନ୍ତୁ ପେନ ନାହିଁ ଚାଲୁଛି କିନ୍ତୁ ଗାଡି ନାହିଁ, ଶବ୍ଦ ହେଉଛି କିନ୍ତୁ ଘଣ୍ଟା ନାହିଁ, କୁହନ୍ତୁ ମୁଁ କିଏ ?

ଉତ୍ତର: ଟାଇପ।

(୧୩) ପ୍ରଶ୍ନ:- କେଉଁ ଜିନିଷ ଝିଅଙ୍କ ଆଗରେ ଥାଏ ଆଉ କୁକୁରର ପଛରେ ଥାଏ ?

ଉତ୍ତର: girl- g ଏବଂ dog- g।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।