ଏମିତି କେଉଁ ଜିନିଷ ଆଛି ଯାହା ପୁଅ ମାନଙ୍କର ଲମ୍ବା ଥାଏ କିନ୍ତୁ ଝିଅ ମାନଙ୍କ ର ଗୋଲ ଥାଏ ଯାହାର ଉତ୍ତର 99 ପ୍ରତିଶତ ଲୋକମାନଙ୍କୁ ଜଣା ନାହିଁ
ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ଇଣ୍ଟର୍ଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା IAS ଇଣ୍ଟର୍ଭିୟୁରେ ପଚରା ଯାଇଥିବା କିଛି ଚତୁର ପ୍ରଶ୍ନ;
(୧) ପ୍ରଶ୍ନ:- ମହିଳା ମାନେ ତାଙ୍କ ଶାଢ଼ୀ ତଳେ କଣ ପିନ୍ଧନ୍ତି ?
ଉତ୍ତର: ଚପଲ।
(୨) ପ୍ରଶ୍ନ:- ଏମିତି କଣ ଯାହାକି ଝିଅମାନେ ପ୍ରଥମ ଥର କଲା ବେଳେ କଷ୍ଟ ହୁଏ ?
ଉତ୍ତର: କାନ ଫୋଡିଲେ।
(୩) ପ୍ରଶ୍ନ:- ସେଇଟା କଣ ଯାହା ଗାଈ ମାନଙ୍କ ର ପଛରେ ଥାଏ କିନ୍ତୁ ମହିଳା ମାନଙ୍କ ଆଗରେ ଥାଏ ?
ଉତ୍ତର: ଇଂରାଜୀ ଅକ୍ଷର w। ଗାଈ- cow, ମହିଳା- women।
(୪) ପ୍ରଶ୍ନ:- ଏମିତି କେଉଁ ଜିନିଷ ଆଛି ଯାହା ଆପଣଙ୍କୁ ଦେବା ପୂର୍ବରୁ ନିଆଯାଏ ?
ଉତ୍ତର: ଫୋଟୋ।
(୫) ପ୍ରଶ୍ନ:- ଏମିତି କେଉଁ ଜିନିଷ ଆଛି ଯାହା ପୁଅ ମାନଙ୍କର ଲମ୍ବା ଥାଏ କିନ୍ତୁ ଝିଅ ମାନଙ୍କ ର ଗୋଲ ଥାଏ ?
ଉତ୍ତର: ଟୀକା।
(୬) ପ୍ରଶ୍ନ:- ମୃତ୍ୟୁ ପରେ ଯିଏ ଠିଆ ହୋଇପାରେ ସିଏ କିଏ ?
ଉତ୍ତର: ଗଛ।
(୭) ପ୍ରଶ୍ନ:- ନ ରୁ ଆରମ୍ଭ ନ ରେ ଶେଷ ଦେଖୁ ଥାଏ ସାରା ଦୁନିଆ ଦୃଶ୍ୟ ?
ଉତ୍ତର: ନୟନ।
(୮) ପ୍ରଶ୍ନ:- କାହାକୁ ଆପଣ ଥରେ ଖାଇବା ପରେ ଆପଣ ଦ୍ୱିତୀୟ ଥର ଖାଇବାକୁ ଇଛା କରନ୍ତି ନାହିଁ ?
ଉତ୍ତର: ଧୋକା।
(୯) ପ୍ରଶ୍ନ:-ଉତ୍ତାପ ପାଇକି ଗରମ ହୁଏ, କୁହ ସିଏ କିଏ ?
ଉତ୍ତର: ମୁଣ୍ଡ।
(୧୦) ପ୍ରଶ୍ନ:- କେଉଁ ଜିନିଷ ଆମେ ଦେଖି ଥାଉ କିନ୍ତୁ ଛୁଇଁ ପାରି ନଥାଉ ?
ଉତ୍ତର: ସ୍ୱପ୍ନ।
(୧୧) ପ୍ରଶ୍ନ:- ସଂଭଗ କରି ସାରିବା ପରେ କଣ ପାଇଁ ନିଦ ଆସିଥାଏ ?
ଉତ୍ତର: ଶରିର ଥକା ପଣ ଯୋଗୁଁ।
(୧୨) ପ୍ରଶ୍ନ:- ସ୍ୱାମୀ ଥରେ ଦିଏ ସ୍ତ୍ରୀ ସବୁ ଦିନ ଦେଇ ଥାଏ, ତାହା କଣ ?
ଉତ୍ତର: ସିନ୍ଦୁର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।