Odisha News Portal

ଝିଅ ସହ ଫୋର୍ସ ଦେଇ ସେ-କ୍ସ୍ ହେଇଛି ନହେଲେ ଝିଅ ହାର୍ଟ କାଇଁ ଚୋକ କରିବ ? କଣ ଘଟିଥିଲା ସେଦିନ ରାତିରେ… ଦେଖନ୍ତୁ Video

ବନ୍ଧୁଗଣ ମଣିଷ ନିଜର ସଂଯମତା ହରାଇ, ହିତାହିତ ଜ୍ଞାନ ଭୁଲି ସମୟକ୍ରମେ ଏମିତି କିଛି କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ଆଜି ଆମେ ପୁଣି ଥରେ ସେହିପରି ଏକ ଘଟଣା ବିଷୟରେ ଆଲୋଚନା କରିବା। ଯାହା ଏବେ ବେଶ୍ ଚର୍ଚ୍ଚାରେ ରହିଛି।ଯେଉଁ ଭିଡିଓ ରେ ଜଣେ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି। ତାକୁ ନେଇ ଅନେକ ମୁହଁ ଖୋଲିଥିବା ବେଳେ ଏବେ ଜଣେ ଓକିଲ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସଂପର୍କରେ କହିବୁ ଯାହାକୁ ଜାଣିଲା ପରେ ଆପଣ ଅନୁଭବ କରିବେ ଯେ କିପରି ଭାବରେ ଆଜିର କିଛି ଯୁବପିଢି ତାଙ୍କର ଉନ୍ମୁକ୍ତ କାଣ୍ଡ ଘଟାଇ ଥାଆନ୍ତି।

ନିଜର ଯୌନ ଲାଳସା କୁ ମେଣ୍ଟାଇବା ପାଇଁ ସେମାନେ ଯାହା ସବୁ କରୁଛନ୍ତି ବାସ୍ତବରେ ସେସବୁ ନିନ୍ଦନୀୟ। ତେବେ କିଛି ଏପରି ଯୁବପିଢି ରହିଛନ୍ତି, ଯେଉଁମାନେ ବେଳେବେଳେ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା ଅନ୍ଯ ଉପରେ ଏକ କୁପ୍ରଭାବ ପକାଉଛି ଏଵଂ ଅନ୍ୟ ମାନଙ୍କୁ ତାଙ୍କର ଏପରି କାର୍ଯ୍ୟ ଭୟଭୀତ କଲାଭଳି ହେଉଛି। ତେବେ ଦିନକୁ ଦିନ ଦୁନିଆରେ ଲୋକଙ୍କ ହାବ ଭାବରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି।ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ। ସେହିପରି ଏହି ଘଟଣା ଚର୍ଚ୍ଚା ହେବାର କାରଣ ହେଉଛି ଯେ ଏଠାରେ ଏକ ନାବାଳିକା ର ଜୀବନ ଚାଲି ଯାଇଛି।

ଏହା ଏପରି ଏକ ଘଟଣା, ଯେଉଁ ଘଟଣାରେ ଜଣେ ସାବାଳକ ଜଣେ ନାବାଳିକା କୁ ଅୟୋ ରୁମ୍ କୁ ନେଇ ଯାଇଥିବା ବେଳେ ତା ସହିତ ଶାରିରୀକ ସଂପର୍କ ରଖିବା ସମୟରେ ଝିଅର ମୃତ୍ୟୁ ହୋଇଛି। ତେବେ ଏହି ଘଟଣାଟି ଘଟିଛି ସମ୍ବଲପୁର ର ଏକ ଅୟୋ ହୋଟେଲ ରେ।ଏଭଳି ଏକ ସମ୍ବେଦନଶିଲ ଘଟଣାରେ ଯୁବକଙ୍କୁ ଗିରଫ କରା ଯାଇଛି। ଆଉ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଜଣେ ଓକିଲ।ସେ କହିଛନ୍ତି ଯେ ଝିଅ ସହ ଫୋର୍ସ ଦେଇ ସେକ୍ସ୍ ହେଇଛି ନହେଲେ ଝିଅ ହାର୍ଟ କାଇଁ ଚୋକ କରିବ।ଏହା ବଡ କଥା ନୁହେଁ ଯେ ଝିଅ ତା ଇଚ୍ଛାରେ ହୋଟେଲ୍ ଯାଇଥିଲା କି ନାହିଁ।

ସବୁଠାରୁ ବଡ଼ କଥା ହେଉଛି ଯେ ୧୮ ବର୍ଷରୁ କମ୍ ବୟସର ଝିଅକୁ ହୋଟେଲ୍ ଭିତରକୁ ଏଣ୍ଟ୍ରି କରିବା ପାଇଁ କିପରି ଅନୁମତି ଦେଲେ ହୋଟେଲ୍ କତ୍ତୃପକ୍ଷ।ଏହାଛଡା ନିୟମ ଅନୁସାରେ ଝିଅ ନାବାଳିକା ଥିଲେ ତାକୁ ହୋଟେଲ୍ କୁ କିପରି ନେଇକି ଗଲେ ଯୁବକ ଜଣଙ୍କ। ତେବେ ଝିଅଟିର ଡେଥ ହେଇ ଯାଇଛି କିମ୍ୱା ତାକୁ ମାରି ଦିଆ ଯାଇଛି, ଏ ବିଷୟରେ ସ୍ପଷ୍ଟ ହେବ ପୋଷ୍ଟମଟମ୍ ରିପୋର୍ଟ ଆସିବା ପରେ। ସେକ୍ସ୍ କରିବା ସମୟରେ ଯୁବକ ଜଣଙ୍କ ପାଖରେ ଥିଲା। ତେଣୁ ସେ ହିଁ କହି ପାରିବ ଝିଅଟି କିପରି ମଲା। ଏଥିପାଇଁ କେବଳ ସେ ହିଁ ଦାୟି। ତେବେ ଏହା ତଦନ୍ତ ପରେ ଜଣା ପଡ଼ିବ ଯେ ଏହାର ସତ୍ୟତା କଣ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।