Odisha News Portal

IAS ପ୍ରଶ୍ନ – ଏମିତି କ’ଣ ହେଲେ ପିଲା ବାହାରନ୍ତି ? ଯାହାର ଉତ୍ତର ୯୯% ପିଲା ଜାଣି ନାହାନ୍ତି, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ।ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ। ପ୍ରଶ୍ନ ଟି ଶୁଣିବା ପେର ଆପଣ ତାହାକୁ ନକରତ୍ମାକ ଦିଗକୁ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଳି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ।ତେବେ ଯଦିଓ ଏହା ଡବଲ ମିନିଙ୍ଗ ର ପ୍ରଶ୍ନ ଅଟେ କିନ୍ତୁ ଆପଣ ଯଦି ଏହାକୁ ସକାରାତ୍ମକ ବିଚାର ରେ ଦେଖିବେ ତେବେ ଏହାର ଉତ୍ତର ଆପଣଙ୍କୁ ନିଶ୍ଚିତ ହସେଇ ହସେଇ ବେଦମ୍ କରିଦେବ।

ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ।ତେବେ କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥିବାରୁ ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ଆମକୁ ପଚାରି ଥାଆନ୍ତି। ସେହିଭଳି ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।

ପ୍ରଶ୍ନ ୧- ଏମିତି କଣ ଜିନିଷ ଯାହାକୁ ଥରେ ହିଁ ଦେଖିହୁଏ, ଯିଏ ଦେଖେ ସେ ହିଁ କେବଳ ଥରେ ଦେଖିପାରେ ଆଉ କେହି ଦେଖି ପାରନ୍ତି ନାହିଁ?
ଉତ୍ତର- ସ୍ବପ୍ନ। ଯାହାକୁ ଦେଖୁଥିବା ଲୋକହିଁ ଦେଖି ଥାଏ ଏବଂ କେବଳ ଥରେହିଁ ଦେଖି ଥାଏ।

ପ୍ରଶ୍ନ ୨- ଏମିତି କେଉଁ କାମ, ଯାହାକୁ ଆମେ ଯୁବାବସ୍ଥା ରେ ଷ୍ଟାମିନା ଥିବା କାରଣରୁ ଅଧିକ କରିଥାଉ କିନ୍ତୁ ବୃଦ୍ଧାବସ୍ଥା ରେ ସେହିଭଳି କରିପାରି ନଥାଉ?
ଉତ୍ତର- ଦୌଡିବା।

ପ୍ରଶ୍ନ ୩- ଏମିତି କେଉଁ ଅନୁଭୂତି ଅଛି ଯାହା କେହି ଜାଣି ନାହାନ୍ତି ଏବଂ ଏହା ଯାହା ସହ ହୁଏ ସେ ମଧ୍ୟ କାହାକୁ କହି ପାରେନି?
ଉତ୍ତର- ମୃତ୍ୟୁ।ଏହା କେହି କେବେ କାହାକୁ କହି ପାରେନି ଯେ ଏହା କିପରି ତା ସହ ଘଟିଲା।

ପ୍ରଶ୍ନ ୪- ଏମିତି କଣ ଅଛି ଯାହା ଝିଅ ମାନଙ୍କୁ ଦିଆ ଯିବା ପୂର୍ବରୁ ପ୍ରଥମେ ସେମାନଙ୍କ ପାଖରୁ ନିଆ ଯାଇଥାଏ?
ଉତ୍ତର- ଫଟୋ। ଷ୍ଟୁଡିଓ ରେ କ୍ୟାମେରା ମେନ୍ ଆପଣଙ୍କ ଫଟୋ ପ୍ରଥମେ ନେବା ପରେ ଯାଇ ଧୋଇକି ଦେଇଥାଏ।

ପ୍ରଶ୍ନ ୫- ଝିଅ ମାନଙ୍କରେ କେଉଁ ସ୍ଥାନରେ ଜୋର୍ ରେ ପ୍ରଥମ ଥର ପୁରାଇବା ଦ୍ବାରା ସେହି ସ୍ଥାନରେ ବହୁତ୍ କଷ୍ଟ ହୋଇଥାଏ?
ଉତ୍ତର- ନାକ ଫୁଡିବା ବା କାନ ଫୁଡ଼ିବା।

ପ୍ରଶ୍ନ ୬-ଝିଅ ମାନଙ୍କର କେଉଁ ଜିନିଷ ଯାହା ବଢ଼ିଥାଏ କିନ୍ତୁ କେବେ କମେ ନାହି୍ଁ ?
ଉତ୍ତର – ଉଚ୍ଚତା ଏବଂ ବୟସ,ଯାହା ବଢ଼ିଥାଏ କିନ୍ତୁ କମି ନଥାଏ।

ପ୍ରଶ୍ନ ୭ – କଣ ହେଲେ ପିଲା ବାହାରନ୍ତି ?
ଉତ୍ତର- ସ୍କୁଲରେ ଘଣ୍ଟା ବାଜିଲେ ପିଲାମାନେ ବାହାରି ଆସନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।