“ସେମାନେ ମୋ ବାପା ମା ନଥିଲେ ଥିଲେ ମୋ ପାଇଁ ଭଗବାନ। ତାଙ୍କୁ ଛାଡି ମୋତେ ଜମାରୁ କୁଆଡେ ଯିବାକୁ ଇଚ୍ଛା ହେଉ ନାହିଁ, ମନେ ହେଉଛି ସବୁଦିନ ଏହିପରି ମୋ ଭଗବାନ ଙ୍କ ପାଖରେ ରହିବା ପାଇଁ। ଭଗବାନ ସବୁ ଅନାଥ ଝିଅ ଙ୍କୁ ଏହିପରି ବାପା ମା ଦିଅନ୍ତୁ”।ବନ୍ଧୁଗଣ ଏହି କଥା ଟି କଟକ ଝିଅ ଅନିତା ଙ୍କର, ଯିଏକି ତାର ବିବାହ ସମୟ ରେ ତାକୁ ପାଳିପଶି ବଡ଼ କରିଥିବା ବାପା ମା ଙ୍କର ପାଇଁ କହିଛନ୍ତି। ତେବେ ବନ୍ଧୁଗଣ କଟକ ର ଏହି ଅନିତା ଙ୍କର ସମ୍ପୂର୍ଣ୍ଣ ଜୀବନ କାହାଣୀ ଜାଣିଲେ ଆପଣ ମଧ୍ୟ କହିବେ ଏବେ ବି ଆମ ସମାଜ ରେ ମାନବିକତା ବଞ୍ଚିରହିଛି।
ତେବେ କୁହାଯାଏ କି , ସବୁ ଧର୍ମ ଠାରୁ ବଡ଼ ଧର୍ମ ହେଉଛି ମାନବିକତା ଆଉ କଟକ ଜିଲ୍ଲା ର ସମାଜସେବୀ ବିଭୁତି ରାୟ ଓ ତାଙ୍କର ପତ୍ନୀ ହେଉଛନ୍ତି ଜଣେ ଜଣେ ମାନବିକତା ର ଉଦାହରଣ। ତେବେ ବିଭୁତି ଓ ତାଙ୍କର ପତ୍ନୀ ଆଜକୁ ପ୍ରାୟ ୧୨ ବର୍ଷ ତଳେ ଜଣେ ଅନାଥ ଝିଅ କୁ ବାପା ମା ର ସେନ୍ହ ମମତା ଦେଇଥିଲେ ଆଉ ତାକୁ ନିଜର କରି ରଖିଥିଲେ। ଆଉ ବର୍ତ୍ତମାନ ଜଣେ ବାପା ମା ହିସାବ ରେ ତାଙ୍କର ଝିଅ କୁ ଯୋଗ୍ୟ ବର ସହ ବିବାହ କରାଇଛନ୍ତି ମଧ୍ୟ। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି।
ତେବେ ବିଭୁତି କଟକ ର ଏକ ମେଡ଼ିକାଲ ରେ ଜଣେ କର୍ମଚାରୀ ଅଟନ୍ତି, ଆଜକୁ ପ୍ରାୟ ୧୨ ବର୍ଷ ତଳେ ଏକ ଟ୍ରେନ ଦୁର୍ଘଟଣା ରେ ଅନେକ ଲୋକ କଟକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ତା ମଧ୍ୟରେ ଥିଲେ ଜଣେ ୧୪-୧୫ ବର୍ଷ ର ଝିଅ ଯାହାର ସେବା କରି ବିଭୁତି ତାଙ୍କୁ ସୁସ୍ଥ କରିଥିଲେ। କିନ୍ତୁ ଝିଅ ଟିର ମେମରି ଲସ ହୋଇଯାଇଥିଲା ଆଉ ତାକୁ କେହି ନେବାକୁ ମଧ୍ୟ ଆସିଲେଣି। ତେଣୁ ବିଭୁତି ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ ଆଉ ନାମ ଦେଇଥିଲେ ଅନିତା ବୋଲି।
ତେବେ ସେ ତାଙ୍କୁ ନିଜ ଝିଅ ଭଳି ଭଲପାଇବା ଦେଇ ବଢାଇଥିଲେ ଆଉ ଆଜି ତାଙ୍କର ବିବାହ କରିଛନ୍ତି। ତେବେ ଏହି ବିବାହ ରେ ଅନିତା ବହୁତ କାନ୍ଦିଛନ୍ତି ଆଉ କହିଛନ୍ତି, “ସେମାନେ ମୋ ବାପା ମା ନଥିଲେ ଥିଲେ ମୋ ପାଇଁ ଭଗବାନ। ତାଙ୍କୁ ଛାଡି ମୋତେ ଜମାରୁ କୁଆଡେ ଯିବାକୁ ଇଚ୍ଛା ହେଉ ନାହିଁ, ମନେ ହେଉଛି ସବୁଦିନ ଏହିପରି ମୋ ଭଗବାନ ଙ୍କ ପାଖରେ ରହିବା ପାଇଁ। ଭଗବାନ ସବୁ ଅନାଥ ଝିଅ ଙ୍କୁ ଏହିପରି ବାପା ମା ଦିଅନ୍ତୁ”।
ତେବେ ଅନିତା ଙ୍କର ବିବାହ କରି ମଧ୍ୟ ତାଙ୍କୁ ଖୁସି ସହ କଷ୍ଟ ହେଉଛି କାରଣ ସେ ମୋ ଝିଅ ନଥିଲା ମୋ ମା ଥିଲା। ମୋର ଦୁଇଟି ଝିଅ ଅଛନ୍ତି କିନ୍ତୁ ମୁଁ ସବୁଠାରୁ ଅଧିକ ଖୁସି ପାଇଛନ୍ତି, ତେବେ ଉଭୟ ଙ୍କର ମଧ୍ୟରେ ଥିବା ଏହି ସମ୍ପର୍କ ଦେଖିଲେ ଆପଣ ମଧ୍ୟ ଆବାକ ହୋଇଯିବେ। ତେବେ ସତ ରେ ମାନବିକତା ଠାରୁ ବଡ଼ କିଛି ବି ନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।