2022-2023 ର🔥” ଟିପ ଟିପ ବର୍ଷା ପାନୀ ” ଗୀତରେ ସୁପରହିଟ ରୋମାଣ୍ଟିକ ହଟ ଡ୍ୟାନ୍ସ…. ଏମିତି ଡ୍ୟାନ୍ସ କେବେ ଦେଖି ନଥିବେ…

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଆଇଟମ ସଙ୍ଗ ସହିତ ଆଇଟଲ ଡାନ୍ସ କୁ ଦର୍ଶକ ମାନେ ଅଧିକ ପସନ୍ଦ କରିବାରେ ଲାଗୁଛନ୍ତି ଆଉ ସେହି ଡାନ୍ସ ର ଚାହିଦା ମଧ୍ୟ ଅଧିକ ଦେଖିବାକୁ ମିଳୁଥାଏ ବୋଲି କୁଗାଯାଉଛି | ତେବେ ଯାହା କୁହାଯାଉଛି କି ସେହି ଭଳି କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁ ଭିଡିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ମୋତୁଆଲା ହୋଇଯିବେ ଆଉ ସେହି ଡାନ୍ସ ରେ ରୋମାଣ୍ଟିକ ହୋଇଯିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଯାତ୍ରା ମଞ୍ଚ ରେ ହେଉଥିବା ଏହି ହଟ ଆଇଟମ ଡାନ୍ସ ଟି ହେଉଛି ଯାତ୍ରା ଗାଁ ର | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଷ୍ଟେଜ ଉପରେ ଡାନ୍ସ କରିବାକୁ ଲାଗିଛନ୍ତି ପୁଅ ଝିଅ ମାନେ ଆଉ ତାହା ପୁଣି ହଟ ଡ୍ରେସ ପିନ୍ଧିକି | ସାଧାରଣତଃ ଆଜିର ଯୁବ ପିଢ଼ି ମାନେ ଅନେକ ସମୟରେ ଏହିଭଳି ହଟ ଡାନ୍ସ ପିନ୍ଧିକି ନାଚିବା ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ଓ ଯାତ୍ରା ରେ ଆଜି କାଲି ଯେଉଁ ମେଲୋଡି ଆଉ ରେକକ ଡାନ୍ସ ଚାଲିଛି ସେଥିରେ ମନ ନିବେଶ କରିବାରେ ଲାଗି ପଡିଛନ୍ତି |ଆଉ ଯାହା ଯୁବ ପିଢ଼ି ମାନଙ୍କୁ ଖରାପ ରାସ୍ତା ରେ ଆଣୁଛି ବୋଲି ମଧ୍ୟ କୁହାଯାଉଛି |

ଆଉ ଏଠାରେ ଦେଖିବାକୁ ମିଳିଛି କି ପୁଅ ଆଉ ଝିଅ ମାନେ ମିଶିକି ନାଚିବାରେ ଲାଗିଛନ୍ତି ଏହି ହଟ ରୋମାଣ୍ଟିକ ଡାନ୍ସ ଯାହାର ନାଁ ହେଉଛି ଟିପ ଟିପ ବର୍ଷା ପାଣି | ଆଉ ଯେଉଁଠି କୁହାଯାଉଛି କି ଏହି ଡାନ୍ସ ରେ ଉପରେ ବର୍ଷା ପଡିଲା ଭଳିଆ ପାଣି ମଧ୍ୟ ପଡିବାରେ ଲାଗିଛି | ଆଉ ପୁଅ ଝିଅ ମାନେ ଡାନ୍ସ କରିବାରେ ଲାଗିଛନ୍ତି | ଆଉ ଯେଉଁ ଡାନ୍ସ କୁ ଆମ ଯୁବ ପିଢ଼ି ମାନେ ଦେଖି ସେଥିରେ ଫାଇଦା ଉଠାଉଛନ୍ତି ଓ ଏଞ୍ଜୟ ମଧ୍ୟ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |

ତେବେ ଏଠାରେ ଦେଖିବାକୁ ମିଳିଛି କି ଏହି ଡାନ୍ସ କୁ ଦେଖିବା ପରେ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଆସିବାରେ ଲାଗିଛି | ଆଉ ଯାହାକୁ 2022-23 ମସିହାରେ ସବୁଠୁ ସୁପର ହଟ ରେକଡ଼ ଡାନ୍ସ ବୋଲି କୁହାଯାଉଛି | ଆଉ ଯେଉଁ ଡାନ୍ସ ରେ ଏତେ ହଟ ହୋଇଛି କି ଯାହାକୁ ଦେଖିଲେ ଆପଣ ମାନେ ନ ଦେଖିଲେ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment