ଦେଖନ୍ତୁ Shocking ଭିଡ଼ିଓ : ଏମିତି ବି ମୃତ୍ୟୁ ଆସେ ! ବିବାହ ଉତ୍ସବରେ ନାଚୁ ନାଚୁ ଟଳି ପଡିଲେ ଯୁବକ…

ହଁ ଦର୍ଶକବନ୍ଧୁ ଘଟଣାଟି ଦେଖିଲେ ବା ଶୁଣିଲେ ଆପଣ ମାନେ ବି ହେଇଯିବେ ଅର୍ଚଯ୍ୟ, ସତ ନା ଗୋଟିଏ ମନ ଗଢ଼ା କାହାଣୀ ଥିଲା ସେଇଟା, ହଁ ସାଙ୍ଗମାନେ ଘୋଟଣାଟି ଆପଣଙ୍କୁ ମିଛ ଲାଗିପାରେ କିନ୍ତୁ ତାହା ସତ ଅଟେ, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି , ମୃତ୍ୟୁ କେତେବେଳେ କାହା ପାଖକୁ ଆସିଯିବ ଓ କାହାର ନେଇଯିବ ଜୀବନ କିଏ ଜାଣିଛି, ହସ ଗୋଟିଏ ମୁହୂର୍ତ୍ତରେ ଯେ ଜୀବନର ଢଙ୍ଗକୁ ବଦଳାଇ ଦିଏ ତାହା ଏହି ଲେଖାଟି ପଢିଲେ ଆପଣମାନେ ଜାଣିପାରିବେ,ତେବେ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା |

ଘଟଣାଟିରେ ବିବାହ ଉତ୍ସବକୁ ଯାଇଥିଲେ ବୃଦ୍ଧା ଜଣଙ୍କ , ଘଟଣା ଅନୁସାରେ ବୃଦ୍ଧା ଓ ଅନ୍ୟ ମାନେ ଏକ ବିବାହ ଭୋଜିରେ ଫାଙ୍ଗ ସନ ଚାଲିଥିଲା ବେଳେ ରାଜୀବ ଖାନ୍ନା ଙ୍କ ଏକ ଲୋକ ପ୍ରିୟ ସଙ୍ଗ ବଦନ ପେ ସୀତାରେ ସଙ୍ଗରେ ଡାନ୍ସ କରୁଥିଲେ, ନାଚିବା ସମୟରେ ବୃଦ୍ଧା ଟି ବହୁତ ଖୁସି ମଧ୍ୟ ଜଣା ପଡୁଥିଲେ, କିନ୍ତୁ ମୃତ୍ୟୁ କେତେବେଳେ କାହା ପାଖକୁ ଆସିବ ଓ ନେଇଯିବ ଜୀବନ ତ ସହିତ ନେଇଯିବ ସବୁ ଖୁସି ତାହା କିଏ ଜାଣିଛି |ବାହାଘର ଭୋଜିରେ ଲୋକ ମାନେ ଆସନ୍ତି ଖୁସି ମଜା କରିବେ ତାହା ସହିତ ଏହି ବ୍ୟସ୍ତ ପୂର୍ଣ୍ଣ ମୁହୂର୍ତ୍ତରୁ ଟିକେ ବାହାରି ଆସି ଜୀବନରେ ଆନନ୍ଦ ଭରିଦେଇଥାଏ |କିନ୍ତୁ ସେହି ମୁହୂର୍ତ୍ତ ଯେ କାହାର ଜୀବନ ବି ନେଇପାରେ ତାହା ସତରେ ଗୋଟିଏ ଦୁଃଖର ବିଷୟ ଅଟେ |

ଏକ ବାହାଘର ଭୋଜିରେ ବୃଦ୍ଧା ସହିତ ମନ ଖୁସିରେ ନାଚୁଥିଲେ ସେ ଆଉ କେତେଜଣ ମହିଳା ସେହି ସମୟରେ ଥୋଓକିଯାଇଥିଲେ ବୃଦ୍ଧା ଜଣଙ୍କ ଓ ସେହି ଷ୍ଟେଜ ଉପରେ ବସିପଡ଼ିଥିଲେ , ଓ କିଛି ସମୟ ପରେ ସେ ସେଇଠି ଲୋଟକି ପଡିଥିଲେ ଓ ତାଙ୍କର ଚାଲିଯାଇଥିଲା ପ୍ରାଣ, ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କର ଯାହା କହିବାର କଥା କି ଘଟଣା ସ୍ଥଳରେ ବୃଦ୍ଧା ଜଣକ ହୃଦ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଘଟଣା ସ୍ଥଳରେ ଚାଲିଯାଇଥିଲା ତାଙ୍କର ଜୀବନ |

ସତରେ ଜୀବନ ଉପରେ କାହାର ବା ଭରସା ରହିଛି ଆଜି ହସ , ଖୁସି ଓ ଅନନନ୍ଦ କରୁଥିବା ଲୋକଟି ଏପରି ଜୀବନ ଚାଲିଯିବା ଘଟଣା , ଘଟଣା ସ୍ଥଳରେ ଥିବା ସମସ୍ତଙ୍କୁ ଅର୍ଚଯ୍ୟ କରିଛି ଓ ସମସ୍ତେ ଏହି ଘଟଣାରେ ବହୁତ ଦୁଃଖ ପ୍ରକାଶ କରିଛଅନ୍ତି, ସମୟର ଚକ୍ରରେ ଜୀବନ ଚାଲି ରହିଛି କେତେବେଳେ ଜୟ ଏହି ଚକ୍ର ବନ୍ଦ ହୋଇଯିବ ଓ ଜୀବନର ଗାଡିଟି ବୟସ ସରିବା ଆଗରୁ ଚାଲିଯିବ କିଏ ଅବା କହିପାରିବ |

ବାସ୍ତବରେ ନିଶ୍ୱାସକୁ ବିଶ୍ୱାସ ନାହିଁ ଯାହା ଏହି ଘଟଣା ଟି ଶୁଣି ଜାଣୀହେଉଛି,ଘୋଟଣାଟି ବହୁତ ଦୁଃଖ ଦାୟକ ହେବା ସହିତ , ବାହାଘରରେ ଖୁସିରେ ଥିବା ମାହଳକୁ ଶୋକରେ ଭରି ଦେଇଛି |ଯାହା ଏବେ ସୋସିଆଲ ମିଡିଆରେ ଏବେ ବେଶ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment