ଦେଖନ୍ତୁ Exclusive ଭିଡ଼ିଓ : ହଠାତ ଚଳନ୍ତା ବସରେ ଡ୍ରାଇଭରଙ୍କ ହେଲା Heart Attack , ଆଉ ତା’ ପରେ କଣ୍ଡକ୍ଟର ଜଣକ ଏମିତି ବଞ୍ଚାଇଲେ ଯାତ୍ରୀ ଙ୍କ ଜୀବନ… ଦେଖନ୍ତୁ Video

ଏମିତି ସମୟ ଏବେ ହୋଇଗଲାଣି ତାହା ଭାବିଲେ ଡର ଲାଗୁଛି। ଆଉ ଦୁନିଆରେ ରେ ମଣିଷର ଜୀବନ ଓ ମୃତ୍ୟୁ ଉପରେ କେହି କହି ପାରିବେ ନାହିଁ ଯାହା ସମସ୍ତେ ଜାଣିଛନ୍ତି। ତେବେ ସଂସାର ରେ ଜନ୍ମ ହୋଇଛି ମାନେ ମୃତ୍ୟୁ ମଧ୍ୟ ସୁନିଶ୍ଚିତ। ଆଉ ଏହି ସମୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିବା ପରେ ଆପଣଙ୍କର ମଧ୍ୟ ଆଖିରେ ଲୁହ ଆସିଯିବ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏହିଠାରେ ଏକ ଅଭୂତ ଘଟଣା ନଜର ରେ ଆସିଛି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏହି ସମୟରେ ଯାହା ଘଟିଗଲା ତାହା ଥିଲା ଏକ ଚମତ୍କାର ଘଟଣା। ଆଉ ହଠାତ ଗୋଟିଏ ମଣିଷର ଏମିତି କିଛି ହେବ ତାହା କେହି ବି ଜାଣି ନ ଥାଆନ୍ତି। ଆଉ ଏବେ ଜଣେ ଯାତ୍ରୀବାହୀ ବସର ଡ୍ରାଇଭର ପାଖରେ ଦେଖା ଦେଇଛି। ବସ ଟି ଚଲେଇ ଥିବା ଅବସ୍ଥାରେ ଏମିତି କିଛି କାଣ୍ଡ ଘଟିଗଲା ଯାହା ସେଠାରେ ଥିବା ଲୋକ ମାନେ ଦେଖି ଚମକି ପଡିଲେ। ଆଉ ବସ ଚାଲିବା ସମୟରେ ଡ୍ରାଇଭରର ଦେହାନ୍ତ ହୋଇଗଲେ ଯାହା ସଂଗେ ସଙ୍ଗେ ଦୁଃଖର ଛାୟା ଖେଳିଗଲା।

ଆଉ ଏହି ଘଟଣା ରେ ବସ ଚଲେଇବା ସମୟରେ ହଠାତ କରି ଛାତି ରେ ଯନ୍ତ୍ରଣା ହୋଇଥିଲା ଆଉ ତାପରେ ସଂଗେ ସଙ୍ଗେ ମୃତ୍ୟୁ ବରଣ କରିଥିଲେ ଆଉ ସେହି ବସ ଭିତରେ ଥିବା କଣ୍ଡକ୍ଟର ଓ ଲୋକ ମାନଙ୍କର ଜୀବନ ମଧ୍ୟ ଶେଷ ଅବସ୍ଥାରେ। ଆଉ ଏପଟରେ ବସ ର ଡ୍ରାଇଭର ଟି ମୃତ୍ୟୁ ପରେ ବସ କୁ ନିୟନ୍ତ୍ରଣ ରେ ରଖିବା କଷ୍ଟକର ଯାହା ଦ୍ୱାରା ଅନେକ ଲୋକଙ୍କର ମଧ୍ୟ ଜୀବନ ପଳେଇ ଥାଆନ୍ତା। ଏହି ସମୟରେ କଣ୍ଡକ୍ଟର କିଛି ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସଂଗେ ସଂଗେ ବସ କୁ ନିଜ ନିୟନ୍ତ୍ରଣ ରେ ରଖିଥିଲେ। ଯାହା ଘଟିଗଲା ଲୋକ ମାନେ ମଧ୍ୟ ଡରି ଯାଇଥିଲେ ବସ ଡ୍ରାଇଭର ହଠାତ ଏମିତି ହେଲା ଆଉ ବସ କେମିତି ଏବେ ରାସ୍ତା ରେ ଯିବ। ଆଉ କିଛି ଭାବିବା ଆଗରୁ ବସ ରେ ଥିବା କଣ୍ଡକ୍ଟର ଜଣଙ୍କ ଏହିପରି କିଛି କାମ କରି ବସ ରେ ଥିବା ଯାତ୍ରୀ ମାନଙ୍କର ଜୀବନ ବଞ୍ଚେଇ ଦେଲେ।

ଏହି ବସ ଟି ପୁରୀ ରୁ କଟକ ଅଭିମୁଖେ ଆସୁଥିଲା ଯାହା ସୂଚନାଯୋଗ୍ୟ। ଏହି ସମୟରେ ଡ୍ରାଇଭର ର ହୃଦଘାତ ହଠାତ ହେଲା ଯାହା ଦ୍ୱାରା ସେଠାରେ ସେ ଟଳି ପଡ଼ିଥିଲେ ଆଉ ସଂଗେ କଣ୍ଡକ୍ଟର ବସ କୁ ଅଟକାଇ ଓ ଯାତ୍ରୀ ମାନଙ୍କ ସହିତ ମିଶି କରି ନିକଟସ୍ଥ ମେଡିକାଲ କୁ ନେଇଥିଲେ। ହେଲେ ମୃତ୍ୟୁ ବରଣ କରିଥିଲେ ଯାହା ଥିଲା ଦୁଃଖଦ ଘଟଣା। ଆଉ ଏହି ବସ ରେ ପ୍ରୟତଃ ୨୦ ରୁ ଅଧିକ ଯାତ୍ରୀ ବସିଥିଲେ। ଏହିଭଳି ସମୟରେ କଣ୍ଡକ୍ଟର ର ଏମିତି ପ୍ରୟାସ ଯାହା ସମସ୍ତଙ୍କୁ ପ୍ରେରଣା ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment