Odisha News Portal

ଏମିତି କଣ ଯାହା ସ୍ତ୍ରୀ ପାଖରେ ଗୋଟିଏ ଏବଂ ସ୍ୱାମୀ ପାଖରେ ଦୁଇଟି ରହିଥାଏ ? କହିପାରିବେ ଏହାର ଉତ୍ତର କଣ ହେବ…

ପ୍ରତ୍ୟେକ ମନୁଷ୍ୟ ଚାହିଁଥାଏ କି ସେ କିପରି ତାର ଜୀବନରେ ସର୍ବଦା ନିଜର ଜ୍ଞାନକୁ ବୃଦ୍ଧି କରିବ । କିପରି ସେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ ହେବ । ଏଥିପାଇଁ ସେ ନିଜର ଜ୍ଞାନକୁ ବୃଦ୍ଧି କରିବା ପାଇଁ ବହୁତ ପୁସ୍ତକ ଅଧ୍ୟୟନ କରିଥାଏ , ବହୁତ ଗୁଡିଏ ଜିକେ ମଧ୍ୟ ପଡିଥାଏ । ଯାହା ଦ୍ୱାରା କି ସେ ଦେଶରେ ବା ବିସ୍ୱର ସମସ୍ତ ଜ୍ଞାନ ବିଷୟରେ ଜାଣିପାରିବ । ମାତ୍ର ଆମେ ଆପଣ ମାନଙ୍କୁ କହିଦେଉଛୁ କି ଆପଣ ଯେତେ ଚାହିଁଲେ ମଧ୍ୟ କେବେବି ଜ୍ଞାନକୁ ସରେଇ ପାରିବେ ନାହିଁ କାରଣ ତାହା ଅସରନ୍ତି ଅଟେ । ଜ୍ଞାନ କେେବି ସରେ ନାହିଁ ମାତ୍ର ଆପଣ ମାନେ ଚାହିଁଲେ ଚେଷ୍ଟା କଲେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ । ଏଥିପାଇଁ ଆପଣ ମାନଙ୍କୁ ବହୁତ କଷ୍ଟ କରିବାକୁ ହେବ । କୌଣସି କାର୍ଯ୍ୟ ବା ଜିନିଷକୁ କେବେବି ହେୟ ମନେ କରିବେ ନାହିଁ ।

କାରଣ ସେହିଠାରେ ମଦ୍ୟ କିଛି ଜ୍ଞାନ ସୁଚି ରହିଥାଏ । ତେବେ ଆଜି ଆମେ ଆପଣଙ୍କର ଜ୍ଞାନର ସୀମାକୁ ବୃଦ୍ଧି କରିବା ପାଇଁ କିଛି ପ୍ରଶ୍ନ ଆପଣ ମାନଙ୍କୁ ପଚାରିବୁ । ଆପଣ ମାନେ ତ ସବୁ ସମୟରେ ହୁଏତ କିଛି ଜିକେ ବିଷୟରେ ଜ୍ଞାନ ପ୍ରାପ୍ତ କରୁଥିବେ । ତେବେ ଆଜି ଆମେ ମାନେ ଆପଣ ମାନଙ୍କୁ ସେମିତି କିଛି ଜିକେ ଭଲି ପ୍ରସ୍ନ ବିଷୟରେ ଆଲୋତନା କରିବୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ ବିଷୟରେ ।

1–ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା

ଉତ୍ତର–ଚନ୍ଦ୍ର ଏବଂ ସୂର୍ଯ୍ୟ

2–ସେ କିଏ ଯାହାର ପାଞ୍ଚଟି ଆଙ୍ଗୁଠି ଅଚି କିନ୍ତୁ ଜୀବନ ନାହିଁ

ଉତ୍ତର–ଗ୍ଲୋବ୍ସ

3–ଏମିତି କଣ ଯାହା ସ୍ତ୍ରୀ ପାଖରେ ଗୋଟିଏ ଏବଂ ସ୍ୱାମୀ ପାଖରେ ଦୁଇଟି ରହିଥାଏ


ଉତ୍ତର–ଅକ୍ଷର

4–ଏମିତି କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୂରେ ନାହିଁ

ଉତ୍ତର–ରାଣ

5–ଯାହା ସବୁବେଳେ ବଢିଥାଏ କିନ୍ତୁ କେବେ କମିନଥାଏ

ଉତ୍ତର–ବୟସ

6–ଗୋଟିଏ ଶିଶୁ ଜନ୍ମ ହେବାର କେତେ ଦିନ ପରେ ହସିଥାଏ

ଉତ୍ତର–1 ମାସ ପରେ

7–ଭାଷାର ଜନନୀ କେଉଁ ଭାଷାକୁ କୁହାଯାଏ

ଉତ୍ତର–ସସ୍କୃତ ଭାଷା

8–ଭାରତର ସବୁଠାରୁ ସଫା ସହର କେଉଁଟା ଅଟେ

ଉତ୍ତର–ଇନ୍ଦର ସହର

9–ମଣିଷ ଶରୀରର କେଉଣ ଅଂଗ ରାତି ହେବା ମାତ୍ରରେ ବନ୍ଦ ହୋଇଯାଏ

ଉତ୍ତର–ଆଖିର ପତା

10–ନରେନ୍ଦ୍ର ମୋଦୀ କେଉଁ ପୁସ୍ତକ ଲେଖିଥିଲେ

ଉତ୍ତର–ଏକଜାମ ୱାରିଅର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।