Odisha News Portal

Ollywood ସିଙ୍ଗର Namita Agrawal ଙ୍କ ବଡ଼ ପୁଅ (ସାର୍ଥକ ) ଏବଂ ସାନ ପୁଅ( ସିଦ୍ଧାର୍ଥ ) କୁ….

ସାଧାରଣତଃ ସେଲିବ୍ରେଟି ସେମାନଙ୍କ ଦୈନ୍ୟ ଦିନ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ଏହି ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି, କିମ୍ବା ଭଲ ଗୀତ ବୋଲି ଥାନ୍ତି।

କିନ୍ତୁ ଯେଉଁ କଳାକାରଙ୍କୁ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଏଭଳି ଏକ ଓଡ଼ିଆ ସିଙ୍ଗର ବିଷୟରେ କହିବା ପାଇଁ ଯାଉଛୁ। ତେବେ ସିଏ ଆଉ କେହି ନୁହନ୍ତି, ଆମର ଅତି ପ୍ରିୟର, ଓଡ଼ିଶାର ଘରେ ଘରେ ପରିଚିତ ନମିତା ଅଗ୍ରୱାଲଙ୍କ ପୁଅ ବିଷୟରେ କହିବା ପାଇଁ ଯାଉଛୁ। ଆପଣମାନେ ଜାଣିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯେ ନମିତା ଅଗ୍ରୱାଲ ହେଉଛନ୍ତି, ଫିମେଲ ଗାୟିକା ମଧ୍ୟରେ ସର୍ବଶ୍ରେଷ୍ଠ କଣ୍ଠ ଶିଳ୍ପୀ, ସକାଳ ହୋଇଗଲେ ତାଙ୍କରି ସୁମଧର କଣ୍ଠରୁ ଗୀତ ସବୁ ଶୁଣିବା ପାଇଁ ମିଳିଥାଏ। ସେ ଯେ ଖାଲି ଭଜନ ବୋଲିଛନ୍ତି, ତାହା ନୁହେଁ ସେ ଅନେକ ଅଲବମ, ଫିଲ୍ମରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି। ତେବେ ସେ ସୀତା ରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ, ତାଙ୍କର ବହୁତ ମ୍ୟୁଜିକ କମ୍ପାନୀ ମଧ୍ୟ ଥିଲା। ତେବେ ବିବାହ ପରେ ସେ ଦୁଇଟି ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଆର୍ଥତ ଯାଆଁଳା ପିଲା ଜନ୍ମ କରିଥିଲେ। ତେବେ ତାଙ୍କ ଦୁଇ ପୁଅଙ୍କ ନାମ ହେଉଛି, ସିଦ୍ଧାର୍ଥ ଅଗ୍ରୱାଲ ଏବଂ ସାର୍ଥକ ଅଗ୍ରୱାଲ , ଉଭୟଙ୍କୁ ବର୍ତ୍ତମାନ ୨୬ ବର୍ଷ ବୟସ ହୋଇଯାଇଛି। ସେମାନଙ୍କର ବର୍ତ୍ତମାନ ପାଠପଢା ସରିଛି।

ତେବେ ସେମାନେ ଦୁଇଭାଇ ବର୍ତ୍ତମାନ ତାଙ୍କରି କମ୍ପାନୀ ରେ କାମ କରୁଛନ୍ତି। ତେବେ ତାଙ୍କର ବିବାହ ହୋଇନାହିଁ, ତେବେ ବିବାହ ହେଲେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆମେ ନିଶ୍ଚିତ ଭାବରେ ଜଣେଇବୁ, ଆମେ ଆପଣ ମାନଙ୍କ ମଧ୍ୟରୁ ଅନେକ ଏପରି ଲୋକ ଅଛନ୍ତି, ଯେଉଁମାନେ ନମିତା ଅଗ୍ରୱାଲଙ୍କ ବହୁତ ବଡ଼ ଫ୍ୟାନ ହୋଇଥାନ୍ତି। କିନ୍ତୁ ସେମାନେ ତାଙ୍କ ବିଷୟରେ ଏତେ ସବୁ କଥା ଜାଣିନାହାନ୍ତି। ତେବେ ବନ୍ଧୁଗଣ ଆମେ ମାନେ ଭଗବାନଙ୍କ ନିକଟରେ ପ୍ରାଥନା କରୁଛୁ, ଯେ ନମିତା ଅଗ୍ରୱାଲ ଏବଂ ତାଙ୍କ ପରିବାର ଭଲରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।