Odisha News Portal

ଏତେ ଦିନ ପରେ ଏଲିନା ଙ୍କ ଘରକୁ ଆସିଲା ଖୁସି ଖବର , ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ ! ଭିଡିଓ ଟି ନିଶ୍ଚିତ ଦେଖନ୍ତୁ ….

ଓଲିଉଡର ପିଲ୍ମ ହିରୋଇନ ଏଲିନା ଏବେ ବହୁତ ଖୁସି ଅଛନ୍ତି , ଖୁସିରେ ସେ ପାଗଳ ହୋଇଯାଇଛନ୍ତି ଏବଂ ଏହି ଖୁସିରେ ସେ କେକ ମଧ୍ୟ କାଟୁଛନ୍ତି । ତେବେ କଣ ଏମିତି ରହିଛି ଏଲିନାଙ୍କର ଖୁସି ଏବଂ ଏପରି କିପରି ଖୁସି ଯେ ଯେଉଁଥିପାଇଁ ସେ କେକ କାଟୁଛନ୍ତି ଆସନ୍ତୁ ଜାଣିବା ସେ ବିଷୟରେ । ଓଲିଉଡର ପିଲ୍ମ ହିରୋଇନ ଏଲିନା 6 ବର୍ଷ ବିତାଇଛନ୍ତି ଓଲିଉଡ ପିଲ୍ମ ଜଗତରେ ତେବେ ତରଙ୍ଗ ଟିଭିର ଏକ ରିଆଲିଟି ସୋ ରେ ଚୟନ ହୋଇଥିଲେ ଏଲିନା ସାମନ୍ତରାୟ ଏବଂ ସେହିଠାରୁ ହିଁ ସେ ନିଜର ପିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ପରେ ସେ କେବେବି ପଛକୁ ଫେରି ଚାହିଁ ନାହାନ୍ତି , ଗୋଟିଏ ପରେ ଗୋଟିଏ ହିଟ ଚଳଚ୍ଚିତ୍ର ଦେଇ ଚାଲିଛନ୍ତି । ଏହା ପରେ ସେ ସଂପୂର୍ଣ୍ଣ ଭାବରେ ବେଷ୍ଟ ହିରୋଇନର ମାନ୍ୟତା ମଧ୍ୟ ପାଇଛନ୍ତି ଏବଂ ପିଲ୍ମଫେର ଆୱାର୍ଡ ମଧ୍ୟ ପାଇଛନ୍ତି ।

ଅନେକ ଦିନ ହେବ ଏଲିନା ଏବେ ବ୍ୟସ୍ତ ରହୁଛନ୍ତି କାହିଁକିନା ତାଙ୍କ ହାତରେ ରହିଛି ଏବେ ଗଦା ଗଦା ପ୍ରଜେକ୍ଟ । ଅର୍ଥାତ କାମରେ ଏବେ ବହୁତ ବ୍ୟସ୍ତ ଅଛନ୍ତି ଏଲିନା ତେବେ ସେହି ଖୁସିରେ ସେ ଏବେ ଆତ୍ମହରା ହୋଇ ପଡିଛନ୍ତି । କାହିଁକିନା 6 ବର୍ଷ ବହୁତ ଷ୍ଟଗଲ କରି ସେ ଉପରକୁ ଉଠିଛନ୍ତି । ଏତେ କଷ୍ଟ କଲା ପରେ ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଥିପାଇଁ ସେ ବହୁତ ଖୁସି ଅଛନ୍ତୁି ବୋଲି ଏଲିନା କହିଛନ୍ତି ।

ଏହା ବ୍ୟତୀତ 6 ବର୍ଷର ଇଣ୍ଟରଭ୍ୟୁୟ ଏବଂ 6 ବର୍ଷର ଷ୍ଟଗଲ ଯେ କେତେ କଷ୍ଟ ଦାୟକ ଏବଂ 6 ବର୍ଷରେ ଫିଲ୍ମ କ୍ୟାରିୟର ଗଢିବା ଏବଂ ଫ୍ୟାନ ମାନଙ୍କୁ ସନ୍ତୁଷ୍ଟ କରିବା ଏହା ତାଙ୍କ ପାଇଁ ଏକ ଗୌରାବାନ୍ୱିତ କଥା ବୋଲି କହିଛନ୍ତି ଏଲିନା ।

 ତେବେ ଏଲିନାଙ୍କର ଫ୍ୟାନ ଫୋଲୋଇଙ୍ଗ ଏବେ କାହିଁରେ କଣ , ତାଙ୍କର ଏବେକା ସମୟରେ ବହୁତ ପ୍ୟାନ ହୋଇସାରିଲେଣି । ଏହା ବ୍ୟତୀତ 6 ବର୍ଷର ସେଲିବ୍ରେସନ କଥା ତାଙ୍କୁ ଫ୍ୟାନ ମାନେ ହିଁ ମନେ ପକେଇଦେଲେ । ଏହା ସହିତ ସେହି ଫ୍ୟାନ ମାନଙ୍କ ଦ୍ୱାରା ହିଁ ଏଲିନାଙ୍କର କେକର ଆୟୋଜନ କରାଯାଇଥିଲା ଏବଂ କେକ ମଧ୍ୟ କଟାଯାଇଥିଲା ।

ଏଲିନା ଏଥିରେ ବହୁତ ଖୁସି ଥିବାର ଜଣାପଡୁଥିଲେ ଏବଂ କେକ କାଟି ଫ୍ୟାନ ମାନଙ୍କୁ ଖୁସି ମଧ୍ୟ କରିଥିଲେ । ତେବେ ଏଲିନା ଏପରି ଆଗକୁ ଆଗକୁ ନିଜ ଫିଲ୍ମ କ୍ୟାରିୟର କରି ମାଡି ଚାଲନ୍ତୁ ଏବଂ ସେ ଆଗକୁ ଏମିତି ବହୁତ ସାରା ହିଟ ଚଳଚ୍ଚିତ୍ର ଦେଇ ଚାଲନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।