Odisha News Portal

ବିବାହର ଗୋଟିଏ ଦିନ ପରେ ନିଜ ଶାଶୁ ଘର ସମ୍ପର୍କରେ ଏମିତି କିଛି କହିଲେ ଏଲିନା ସାମନ୍ତରାୟ ! ଶୁଣିଲେ ଆପଣ ଖୁସି ହୋଇଯିବେ……

ଆପଣ ମାନେ ତ ଆମର ଓଲିଉଡର ପପୁଲାର ହିରୋଇନ ଏଲିନା ସାମନ୍ତରାୟଙ୍କୁ ନିଶ୍ଚିତ ରୂପରେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ଏଲିନା ସାମନ୍ତରାୟଙ୍କର ଲଏମିତି କିଛି ତଥ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିକରି ସମସ୍ତେ ଏବେ ଆଶ୍ଚର୍ଯ୍ୟ ତକିତ ହୋଇଯାଇଛନ୍ତି । ଏଲିନା ସାମନ୍ତରାୟଙ୍କର ପ୍ରଥମ ଦିନ ଶାଶୁ ଘରେ କେମିତି କଟିଲା । ତେବେ ସାଶୁଘର କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯାଉଥିବେ କାହିଁକିଲା ଏଲିନା ସାମନ୍ତରାୟ ବିବାହ ହିଁ କେବେ କଲେ । ଏହା ସହିଚତ ଏଲିନା କାହାକୁ ବିବାହ କଲେ ତାହା ଏବେ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଚାନକ ସୋସିଆଲ ମିଡିଆରେ ଘୂରି ବୁଲିଥିବା ଏମିତି ତଥ୍ୟ ପଛରେ କଣ ରହିଛି କାରଣ । କଣ ଏଲିନା ସାମନ୍ତରାୟ ବିବାହ କରିସାରିଛନ୍ତି , କଣ ଏହି ଫଟୋ ଗୁଡିକ ତାଙ୍କର ଶାଶୁ ଘର ଫଟୋ । ବିବାହ ପରେ ଏବେ ପୂରା ବ୍ୟସ୍ତ ଓଡିଆର ଏହି ଚୁଲବୁଲି ନାୟିକା ତେବେ ଏହି ସମସ୍ତ କଥା ଶୁଣିବା ପରେ ଏଲିନା ତାଙ୍କର ମନ୍ତବ୍ୟ ରଖିଥିଲେ ।

। ତେବେ ନିକଟରେ ଏଲିନାଙ୍କର ଆସିବାକୁ ଯାଉଛି ଚଳଚ୍ଚିତ୍ର ଅରୁନ୍ଧତୀ ୟେଉଁଥିରେ ଏଲିନା ନଜର ଆସିବେ ଏକ ବିବାହ କରିଥିବା ଚରିତ୍ରରେ । ଏଥିରେ ଏଲିନା ଲିଡ ଭୂମିକାରେ ଅଭିନୟ କରୁଛନ୍ତି । ଏହା ସହ ସେହି ଅରୁନ୍ଧତୀ ଚଳଚ୍ଚିତ୍ରଟି ଏବେ ସୁଟିଙ୍ଗ ଚାଲିଅଛି , ଏହା ସହ ତାହା ବହୁତ ଶୀଘ୍ର ପ୍ରେକ୍ଷାଳୟକୁ ମଧ୍ୟ ଆସିଯିବ ।

ସୁଟିଂ ସମୟର ଫଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ କି ଏଲିନା ମଥାରେ ସିନ୍ଦୁର ଏବଂ ହାତରେ ଚୁଡି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ପରେ ଫଟୋ ଫଟୋ କ୍ଲିକ କରି ନିଜର କୋ ଆକ୍ଟରଙ୍କ ସହିତ ଛାଡିବାର ଦେଖିବାକୁ ମିଳୁଛି ଏବଂ ଏହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଫିଲ୍ମରେ ଅନ୍ୟ ଅନ୍ୟ ବଡ ବଡ ଆକ୍ଟର ମାନେ ମଧ୍ୟ ରହିଛନ୍ତି । ଯେଉଁଥିରେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ମିହିର ଦାସଙ୍କ ଭଲି ବଡ ବଡ ଆକ୍ଟର ରହିଛନ୍ତି । ତେବେ ଏଲିନାଙ୍କ ଅପଜିଟରେ ଏକ ନବାଗତା ନାୟିକା ଭାବେ ଅବର୍ତ୍ତୀର୍ଣ୍ଣ ହୋଇଛନ୍ତି ହେଣ୍ଡସମ ହ୍ୟାଣ୍ଡ । ଯେଉଁଥିରେ କି ଏହି ଚଳଚ୍ଚିତ୍ରରେ ଏଲିନା ସେହି ହିରୋ ସହ ରୋମାଣ୍ଟିକ ହେବାର ମଧ୍ୟ ଦୋଖା ଯାଇଛି ।

 ତେବେ ଏଲିନା ବିବାହ ବନ୍ଧନରେ ବାନ୍ଦି ହେଲେ ଏବଂ ତାଙ୍କର ଗୁପ୍ତରେ ହୋଇଗଲା ବୋଲି ଏହି କଥାକୁ ସଂପୂର୍ଣ୍ଣ ଭାବରେ ମିଛ ବୋଲି କହିଛନ୍ତି ଏଲିନା । ଏଲିନା କହିଛନ୍ତି ତାଙ୍କର ନୂଆ ଚଳଚ୍ଚିତ୍ର ଅରୁନ୍ଧତୀ ସୁଟିଂ ହେବାର ଲାଗିଛି ଯେଉଁଥିରେ ସେ ବିବାହିତାର କ୍ୟାରେକଟର କରୁଛନ୍ତି । ଏହା ସହିତ ସେ ଏକ ଦମଦାର କ୍ୟାରେକଟରରେ ଲୋକ ମାନଙ୍କ ସାମ୍ନାକୁ ଆସିବେ ଏବଂ ଲୋକମାନେ ମଧ୍ୟ ଆଗରୁ ଯେମିତି ତାଙ୍କୁ ପସନ୍ଦ କରୁଥିଲେ ଏବେ ମଧ୍ୟ ସେମିତି ପସନ୍ଦ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।