Odisha News Portal

ଏକ ସଡକ ଦୁର୍ଘଟଣାରେ 6 ଦିନ ହେବ ଅଶ୍ବନୀ ହସ୍ପିଟାଲରେ କୋମା ରେ ଅଛନ୍ତି ଏହି ବ୍ୟକ୍ତି, ଆପଣଙ୍କର ଗୋଟିଏ ଛୋଟିଆ ସାହାଯ୍ୟ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରେ ।

0 235

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ଆମ ସମାଜରେ ପ୍ରତିଦିନ କିଛି ନୂଆ ନୂଆ ଘଟଣା ଦେକିବାକୁ ମିଳୁଛି । ତେବେ ଆପଣ ମାନେ ତ ସମସ୍ତେ ପ୍ରତିଦିନ ସଡକ ଦୁର୍ଘଟଣା ବିଷୟରେ ଶୁଣିଥିବେ । ତେବେ ଆଜିର ଯୁବପିଢିଙ୍କ ଯବାନୀର ରଙ୍ଗ ଟିକେ ଅଧିକ ବଢି ଯାଇଛି, ଆଉ ସେଥିପାଇଂ ସେମାନେ କେଉଁ ଭଳି ଭାବରେ ଗାଡି ଚଳାଉଛନ୍ତି ସେ କଥା ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଯାହା ପାଇଂ ସେମାନେ ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ତେଣୁ ସର୍ବଦା ଗାଡି ଚଳାଇବା ସମୟରେ ସାବଧାନତା ସହ ଗାଡି ଚଳାଇବା ଉଚିତ୍ ।

ଆଜି ଆମେ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ , ଏକ ସଡକ ଦୁର୍ଘଟଣାରେ ରାଜ କନିକା ଅଞ୍ଚଳରେ କାଳିକାପୁର ଗ୍ରାମର ଜଣେ ଯୁବକ ଯିଏକି ଗତ କିଛି ଦିନ ହେବ ଅଶ୍ବନୀ ହସ୍ପିଟାଲରେ କୋମା ରେ ଅଛନ୍ତି । ସେହି ଯୁବକ ଜଣଙ୍କର ନାମ ହେଉଛି ସିପୁ । ଘରେ ଏବଂ ତାଙ୍କର ଯାହା ବି ସମ୍ବଳ ଥିଲା ସବୁ ଶେଷ ହୋଇ ଗଲାଣି ଆଉ ଏବେ ତାଙ୍କ ଚିକିତ୍ସା ପାଇଁ ସବୁ ଠାରୁ ବଡ ବାଧକ ସାଜିଛି ଅର୍ଥ ।

ଆଉ ଅର୍ଥ ଅଭାବ ରୁ ତାଙ୍କ ଚିକିତ୍ସା ଆଗକୁ ବଢି ପାରୁ ନାହିଁ , ତେଣୁ ଆମେ ସମସ୍ତେ ମିଶି ଯଦି ତାଙ୍କୁ କିଛି ସାହାଯ୍ୟ କରି ପାରନ୍ତେ ତାହେଲେ ସେହି ଯୁବକଙ୍କ ଚିକିତ୍ସା ଆଗକୁ ବଢି ପାରନ୍ତା ଏବଂ ତାଙ୍କର ଜୀବନ ପୁଣି ଥରେ ପୂର୍ବପରି ହୋଇ ପାରନ୍ତା । ସିପୁ ଏବେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଏବଂ କୋମା ରେ ମଧ୍ୟ ରହିଛନ୍ତି । 

ସେଥିପାଇଂ ତାଙ୍କର ପରିବାର ଲୋକ ସୋସିଆଲ ମିଡିଆରେ ଏ ବିଷୟରେ ଶେୟାର କରିଥିଲେ ଏବଂ ସମସ୍ତେ କିପରି ତାଙ୍କୁ ଟିକେ ସାହାଯ୍ୟ କରିଲେ ସେ ଗୋଟିଏ ନୂଆ ଜୀବନ ପାଇ ପାରନ୍ତେ । ତେବେ ଆମେ ଆପଣଙ୍କୁ ଅନୁରୋଧ କରୁଛୁ କି ଏହି ଯୁବକ ଙ୍କ ପାଇଁ ପୋଷ୍ଟଟିକୁ ବହୁ ମାତ୍ରାରେ ଶେୟାର କରିବା ସହିତ ନିମ୍ନରେ ପ୍ରଦତ୍ତ ନମ୍ବରରେ ନିଜର ସକ୍ଷମ ଅନୁସାରେ କିଛି ସାହାଯ୍ୟ କରନ୍ତୁ ।

ଆପଣ ମାନେ ଫୋନ୍ ପେ ଏବଂ ଗୁଗୁଲ୍ ପେ ନମ୍ବର -9937336257 (ଦେବାଶିଷ ନାୟକ) ।

ଏହି ନମ୍ବର ରେ ଯଦି ଆପଣ ସିପୁ ଙ୍କୁ ନିଜ ହୃଦୟ ରୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି , ତା ହେଲେ ଯାହା ବି ପାରିବେ ନିଶ୍ଚିତ ସାହାଯ୍ୟ କରନ୍ତୁ , କାହିଁକି ନାଁ ଆପଣ ଙ୍କ ର ଏହି ଛୋଟିଆ ୟାହାଯ୍ୟ ହୁଏତ କାହାରେ ନୀରିହ ଜୀବନ କୁ ଏକ ପୁନର୍ଜନ୍ମ ରେ ବଦଳାଇ ଦେଇ ପାରେ । ଆଉ ଯାହା ବି ଆପଣ ସାହାଯ୍ୟ କରୁଛନ୍ତି ତାହାର ସ୍କ୍ରିନସର୍ଟ ନିଶ୍ଚିୟ ଦେବେ ।