ଏକା ବେଳକେ ଦୁଇ ଦୁଇଟି ପ୍ରେମିକ ସହ ରୋମାନ୍ସ କରି ଧରାପଡିଲେ ସ୍ତ୍ରୀ… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଘଟଣା ମାନ ପ୍ରତେକ ଦିନ ଶୁଣିବାକୁ ମିଳିଥାଏ ଆମକୁ | ତେବେ ବିଶେଷ କରିକି ପ୍ରେମ ସମ୍ପର୍କ କୁ ନେଇକି ଘଟଣା ମାନ ଅଧିକ ଦେଖିବାକୁ ମିଳୁଛି ଆଜି କାଲି | ଆଉ ବର୍ତ୍ତମାନ ସେହିଭଳି ଏକ ଘଟଣା ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ୱାମୀ ସ୍ତ୍ରୀ ଆଉ ପିଲାଙ୍କର ଅଭାବ କୁ ପୂରଣ କରିବା ପାଇଁ ବାହାରେ ରହି ଟଙ୍କା ରୋଜଗାର କରୁଥିବା ବେଳେ ସ୍ତ୍ରୀ ପର ପୁରୁଷ ଙ୍କ ସହିତ କରିବାକୁ ଲାଗିଛି ରୋମାନ୍ସ |ଆଉ ଏପରି କାମ କରିବା ବେଳେ ଗାଁ ଲୋକ ଙ୍କ ହାତରେ ଧରା ମଧ୍ୟ ପଡିଛନ୍ତି ପ୍ରେମୀ ଯୁଗଳ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବଡ଼ପା କୋଷିକିୟାରୀ ଧନପଲ୍ଲୀ ଗାଁ ରୁ ଆସିଛି ଏଭଳି ଏକ ଲଜ୍ୟା ଜଣଙ୍କ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଅଞ୍ଚରେ ରହୁଥିଲେ ସ୍ୱାମୀ ଆଉ ସ୍ତ୍ରୀ ପିଲା ଙ୍କୁ ନେଇକି ଲୋକ ଜଣଙ୍କ ଆଉ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ୱାମୀ ଜଣଙ୍କ ବାହାରେ ରହି କାମ ମଧ୍ୟ କରୁଥିଲେ | ତେବେ ସେହି ସ୍ୱାମୀ ବାହାରେ ରହି କାମ କରିବାର ସୁଯୋଗ ନେଇଥିଲେ ସ୍ତ୍ରୀ ଜଣଙ୍କ ଆଉ ଅନ୍ୟ ପୁରୁଷ 2 ଜଣଙ୍କ ସହିତ କରିବାକୁ ଲାଗିଥିଲେ ରୋମାନ୍ସ |

ଆଉ ଯେଉଁଠି ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିଲା ମହିଳା ଙ୍କ ସହିତ ଦୁଇ ଜଣ ଯୁବକଙ୍କର ରୋମାନ୍ସ | ଆଉ ଯେଉଁଠି କୁହାଯାଉଛି କି ସୁଦୂର ବ୍ରହ୍ମପୁର ରର ହେଉଛି ଯୁବକ ଦୁଇ ଜଣଙ୍କର ଘର | ଆଉ ସୋସିଆଲ ମିଡ଼ିଆ ଜରିଆରେ ଆରମ୍ଭ ହେବାକୁ ଲାଗିଥିଲା ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ | ଆଉ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇ ଯାଇଥିଲା କି ମହିଳା ଜଣକ ଯୁଆକ ଦୁଇ ଜଣଙ୍କୁ ଡାକିଥିଲେ କଟକ କୁ ଆସିବା ପାଇଁ, ଆଉ ତାଙ୍କ ଘରକୁ | ତେବେ ଯୁବକ ଦୁଇଜଣ ମଧ୍ୟ ଲେଟ ନାଇଟ ରେ ଆସିଥିଲେ ମହିଳା ଙ୍କ ଘରକୁ |

ଆଉ ରାତିସାରା ରୋମାନ୍ସ ମଧ୍ୟ କରିଥିଲେ ମହିଳା ଜଣକ ଦୁଇ ପ୍ରେମିକ ଙ୍କ ସହିତ | ଆଉ କୌଣସି କାରଣରୁ ଏହି ଘଟଣା କୁ ଗାଁ ର ଲୋକ ମାନେ ଜାଣିବାକୁ ପାଇଥିଲେ ଆଉ ଘର ଯାଇ ମହିଳା ଙ୍କର ସତ କୁ ସାମ୍ନା କୁ ଆଣିଥିଲେ |ଆଉ ଯୁବକ ମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ଧରା ପଡିଥିବା ବେଳେ ଜଣେ ସେଠାରୁ ଖସି ପୋଳେଇଯାଇଥିଲା | ଆଉ ଗାଁ ଲୋକ ମାଣେ ମହିଳା ଙ୍କ ସହିତ ଯୁବକଙ୍କୁ ଧରି ଥାନା ରେ ପଚାରା ଉଚରା କରିଥିଲେ |ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment