Odisha News Portal

ଖୁସି ଖବର ! ବାଲେଶ୍ବର ରୁ ଯିବ କାଗଜ ତିଆରି ହେବ ଟଙ୍କା… ଦେଖନ୍ତୁ Video

ସମୟ ବର୍ତ୍ତମାନ ଏମିତି ହୋଇଗଲାଣି ଯେଉଁଠି ବିଭିନ୍ନ ରାଜ୍ୟ ମାନଙ୍କରେ କମ୍ପାନୀ ଓ ପ୍ରକଳ୍ପ ହେବା ପରେ ସେହି ସ୍ଥାନରେ ଉନ୍ନତିକରଣ ହୋଇଥାଏ। ସେହିପରି ଏଠାରେ ଏକ ପଇସା ଛପା କାରଖାନା ହେବା ନେଇ ସୂଚନା ମିଳିଛି ଯାହା ସ୍ୱାଗତ ଯୋଗ୍ୟ। ତେବେ ଏଠାରେ ପଇସା ତିଆରି ହେଲେ ଅଧିକ ଲୋକ ମାନେ ମଧ୍ୟ ଉପକ୍ରଯତ ହେବେ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ କିଛି ସୂଚନା। ଏହିଠାରେ ଏକ ସୁଚନା ଆସି ପହଞ୍ଚିଛି ଯାହା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଦେଖା ଦେଇଛି।

ଆଉ ବିଭିନ୍ନ ସମୟରେ ସାଧାରଣ ଲୋକ ମାନେ ସର୍ବଦା ଚାହିଁ ଥାଆନ୍ତି କିଛି କମ୍ପାନୀ ବା ପ୍ରକଳ୍ପ ସ୍ଥାପନ କରା ଯାଉ ଯାହା ପାଇଁ ସେଠାକାର ଲୋକ ମାନେ ମଧ୍ୟ ଉପକୃତ ହେବେ ଏବଂ ସେହି ଅଂଚଳ କୁ ସମସ୍ତେ ଜାଣନ୍ତୁ ତତସହିତ ସବୁ ଆଡେ ପରିଚିତ ହେଉ। ଆଉ ଏବେ ଏକ ଭଲ ଖବର ଶୁଣିବାକୁ ଯାହା ଆମ ଓଡ଼ିଶା ପାଇଁ ଭଲ ମଧ୍ୟ ଜିଲ୍ଲା ବାଲେଶ୍ୱର ମଧ୍ୟ ଖୁସି।ଆଉ ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଏଠାରେ ଏକ କାରଖାନା ହେବା ନେଇ କିଛି ସୁଚନା ମିଳିଛି ଯାହା ଏଠାରେ ଆପଣ ମାନେ ଦେଖିବାକୁ ପାଇଛନ୍ତି।

ଏହି ଭିଡ଼ିଓ ଟିରେ ଜାଣିବାକୁ ମିଳିଛି ଯେ ଏକ ପ୍ରକଳ୍ପ ଆମ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି ଯାହା ବହୁତ ଉପକାରୀ ସେହି ଅଞ୍ଚଳ ପାଇଁ। ଆଉ ବିଭିନ୍ନ ଲୋକ ମାନେ ମଧ୍ୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ କିଛି ନା କିଛି ଉପକୃତ ହେବେ। ଆଉ ଏହି ବାଲେଶ୍ଵର ର ରେମୁଣା ତହସିଲ ନିକଟସ୍ଥ ପଦାବଡ଼ ଗାଁ, ନରସିଂହ ପୁର,ବାଉଁଶ ମୁହାଁ ସ୍ଥାନ ମାନଙ୍କରେ ଆଦି ହେବା ନେଇ ପ୍ରତିନିଧି ଦଳ ମାନେ ଆସି ବୁଲି ଦେଖୁଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ସେହି ଠାରେ ରିଜର୍ଭ ବ୍ୟାଙ୍କ ର ପ୍ରତିନିଧି ଦଳ ମାନେ ଏଠାରେ ପହଂଚିବା ପରେ ସବୁ ଜାଗା ବୁଲି ଦେଖିବା ସହିତ ସବୁ ଯୋଗାଯୋଗ ର ମାଧ୍ୟମ ପାଇଁ ଆଲୋଚନା ମଧ୍ୟ କରିଥିବାର ଏଠାରେ ଦେଖିବାକୁ ମିଳିଛି।

ଏହି ସ୍ଥାନ ମାନଙ୍କରେ ମଧ୍ୟ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ, ରେମୁଣା ତହସିଲଦାର, ଆଉ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଏଠାରେ ପହଞ୍ଚି ଆଲୋଚନା ସହିତ ଅନୁଧ୍ୟାନ ମଧ୍ୟ କରି ଥିବାର ନଜରକୁ ଆସିଛି ଯାହା ଏବେ ଜୋର ରେ ଭାଇରଲ ହୋଇଛି।ଆଉ ଏହି ପ୍ରକଳ୍ପ ରେ ଟଙ୍କା ଛପା ନେବା ପାଇଁ ଯୋଜନା ରହିଛି ବୋଲି ସୂଚନା ମିଳିଛି। ଏଠାରେ ଟଙ୍କା ଛପା ଯିବାର କାରଖାନା ନିର୍ମାଣ ହୋଇପାରେ ଯାହା ଏଠାରେ ସୂଚନା ଯୋଗ୍ୟ। ତେବେ ଏଠାରେ ହେବା ପରେ ଲୋକ ମାନେ ମଧ୍ୟ ଉପକୃତ ହେବେ ଯାହା ସାଧାରଣ ର କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।