Odisha News Portal

ଅଭାବ ଯୋଗୁଁ ଆଜି ମଇିଁଷି ଚରାଉଛନ୍ତି 1998ରେ ବିଶ୍ବକପ୍ ଖେଳିଥିବା ଏହି ଭାରତୀୟ ପ୍ରସିଦ୍ଧ ଖେଳାଳୀ ! ନାମ ଜାଣିଲେ ଆଖିରୁ ଲୁହ ଆସିଯିବ…..

ମନୁଷ୍ୟର ଭଗ୍ୟ କେତେବେଲେ କଣ ହୋଇଯାଏ ତାହା କେହି ହେଲେ ମଧ୍ୟ କହିପାରିବ ନାହିଁ , କୁହାଯାଏ କି ପ୍ରତ୍ୟେକ ମନୁଷ୍ୟ ମାନେ ନିଜର କର୍ମ ଅନୁସାରେ ଫଳ ପ୍ରାପ୍ତ କରିଥାନ୍ତି । ସେଥିପାଇଁ ତ କିଏ କମ ସମୟରେ ବହୁତ ଉଚ୍ଚ ସ୍ଥାନ ଅଧିକାର କରିଥାଏ ତ କିଏ ପୁଣି ବହୁତ କଷ୍ଟରେ ମଧ୍ୟ ଉଚ୍ଚ ସ୍ଥାନ ଅଧିକାର କରିପାରେନାହିଁ । କୁହାଯାଏ କି ଯେଉଁ କ୍ରିକେଟର ଭାରତୀୟ ଟିମରେ ପୂରା କ୍ରିକେଟ ଖୋଳିଲା ସେ ଅତ୍ୟନ୍ତ ଭାଗ୍ୟବାନ ଅଟେ । ଆପଣ ମାନେ ମଧ୍ୟ ଜାଣଇଥିବେ କି ଭାରତୀୟ ଟିମରେ ଖେଳିଥିବା ବା ଖେଳୁଥିବା ସଚିନ ତେନ୍ଦୁଲକର ଧୋନି ଏବଂ କୋହଳିଙ୍କର ଭଲି କେଳାଲୀ ମାନେ ଏତେ କେତେ ଟଙ୍କା ରୋଜଗାର କରୁଛନ୍ତି ।

ମାତ୍ର ଏବେ ଏପରି ଜମେ ଖେଳାଳି ଚର୍ଚ୍ଚାରେ ଅଛନ୍ତି ଯିଏ କି 1998 ରେ ବିଶ୍ୱକପ ଖେଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ତାଙ୍କର ପରିସ୍ଥିତି ଏତେ ଖରାପ ୟେ ସେ ମଇଁଷି ଚରାଇବା ପାଇଁ ବାଧ୍ୟ ହେଉଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ସେ କେଳାଲି ଏବଂ ତାଙ୍କର ଏପରି ପରିସ୍ଥିତି କିପରି ହେଲା ଆସନ୍ତୁ ଜାଣିବା ସେ ବିଷୟରେ ।

1998 ମସିହା କ୍ରିକେଟ ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳରୁ ଖେଳିଥିବା ଲୋକପ୍ରିୟ କେଲାଲଇ ବାଲାଜି ଦାମରକରଙ୍କର ଏବେ ଆର୍ଥିକ ପରିସ୍ଥିତି ଏତେ ଖରାପ କି ସେ ଏବେ ମଇଁଷି ପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏହା ସହିତ ଗୋଟିଏ ଚାଷି ପରିବାରରୁ ଆସିଥିବା ଭାଲାଜି ଭାବିଥିଲେ ବିଶ୍ୱକପରେ ତାଙ୍କର ଜୀବନରେ ଅନେକ ଖୁସି ଫେରିଆସିବ ।

ମାତ୍ର ଏହି 20 ବର୍ଷରେ ସେ ପାଖାପାଖି ମଇଁଷି ପାଳନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ଭାରତର ଟିମରେ ଖେଳଇଥିବା ଏହି ଦୃଷ୍ଟିହୀନ ଖୋଲାଳିଙ୍କର ନାମରେ ସର୍ବାଧିର ୱିକେଟ ନେବାର ରେକର୍ଡ ରହିଛି । ତେବେ ସେ 125 ମ୍ୟାଚରେ 3125 ରନ କରିଥିଲେ । ଏହା ସହ 150 ଟି ୱିକେଟ ମଧ୍ୟ ନେଇଥିଲେ ।

ସେ ଭାରତ ତରଫରୁ ଗୋଟିଏ ଅନ୍ତରାଷ୍ଟ୍ରୀୟ ମ୍ୟାଚ ମଧ୍ୟ ଖେଳିଥିଲେ । ଭାଲାଜି ଦାମୋର ଏତିକି ବିଶ୍ୱାସ ରଖିଥିଲେ କି ବିସ୍ୱକପରେ ତାଙ୍କର ଭଲ ପ୍ରଦର୍ଶନ ରହିଥିବା ବେଳେ ତାଙ୍କୁ ନିଶ୍ଚିତ ରୂପରେ ସରକାରଙ୍କର ତରଫରୁ ଭଲ ଚାକିରୀ ମିଳିବ । ମାତ୍ର ତାଙ୍କ ସହ ଏପରି କିଛି ହେଲେ ମଧ୍ୟ ହୋଇନଥିଲା । ତାଙ୍କର ଏପରି ଭଲ ପ୍ରଦର୍ଶନ ସତ୍ତ୍ୱେ ନା ଖେଳରେ ନା ଚାକିରୀରେ କୌଣସି ଭଲ କାମ ମିଳିଲା ନାହିଁ । ଯେଉଁଥିପାଇଁ ସେ ଏବେ ବିକଳାଙ୍ଗ ହୋଇ ମଧ୍ୟ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ମଇଁଷି ଚାଷ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।