Odisha News Portal

ଏହି ଆଇପିଏସ ଅଧିକାରୀଙ୍କର 40 ଥର ହୋଇସାରିଛି ଟ୍ରାନ୍ସଫର ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ହାତକଡି ପିନ୍ଧିଦେଇଛନ୍ତି ! ଏହି ମହିଳା ପୋଲିସ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

ଆପଣ ମାନେ ବିଭିନ୍ନ ଆଇପିଏସ , ଆଇଏସ ଅଫିସରଙ୍କର ବିଭିନ୍ନ ସୋସିଆଲ ମିଡିଆରେ ଶୁଣିଥିବେ ମାତ୍ର ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଆଇପିଏସ ଅଧିକାରୀଙ୍କର ବିଷୟରେ କହିବୁ ଯିଏ କି ନିଜର ନିଡର ଅନ୍ଦାଜରୁ ବହୁତ ଜଣା ଯାଆନ୍ତି । ରୂପା ସେହି ଆଇପିଏସ ଯିଏ କି ଆନ୍ଧ୍ରପ୍ରଦେଶର ତତକାଳୀନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିଥିଲେ । ଆଜି ଆମେ ସେହି ରୂପାଙ୍କ ବିଷୟରେ କିଛି କହିବୁ । ରୂପା କର୍ଣ୍ଣାଟକରେ ହୋଇଥିଲା ଏବେ ସେ ପାଠ ପଢାର ଆରମ୍ଭରୁ ଲକ୍ଷ୍ୟ ରଖିଥିଲେ କି ଆଇପିଏସ ହେବେ ବୋଲି ।

ଯେଉଁଥିପାଇଁ ସେ ବହୁତ କଷ୍ଟ କରିଥିରେ ଏବଂ 2000 ମସିହାରେ ଆଇପିଏସ ଭାବରେ ବଛାଗଲା । ରୂପା ୟୁପିଏସିସିରେ 43 ରେଙ୍କରେ ରହିଥିଲେ । ଏହା ପରେ ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଲିସ ଏକାଡେମୀରେ ପ୍ରଶିକ୍ଷଣ ନେଲେ । ସେହି ସମୟରେ ସେ ରେଙ୍କ 5 ହାସଲ କରିଥିଲେ ।

ପ୍ରସିକ୍ଷଣ ପରେ ରୂପାଙ୍କୁ କର୍ଣ୍ଣଟକ ଧାରବାଡା ଜେଲରେ ଏସପି ରୂପରେ ଯୋଗ ଦେଲେ । ନିଯୁକ୍ତି ପରେ ମଧ୍ୟ ରୂପା ଏକ ନଡରିବା ପୋଲିସ ଭଲି କାମ କରିଥିଲେ ଏବଂ କେବେହେଲେ ମଧ୍ୟ କାହା ଅଦିନରେ ସେ କାମ କରି ନାହାନ୍ତି । ଏହି କାରଣରୁ ରୂପା 20 ବର୍ଷରେ 40 ଥର ଟ୍ରାନ୍ସଫର ହୋଇଥିଲେ ।

2003-04 ରେ ଏକ କେସରେ ରୂପା ଆନ୍ଧପ୍ରଦେଶର ତତକାଳୀନ ସିଏମ ଉମା ଭାରତୀଙ୍କୁ ଗିରଫ କରିଥିଲେ ଏବଂ ସେହି ସମୟରୁ ହିଁ ତାଙ୍କର ଟ୍ରାନ୍ସଫର ହେବାରେ ଲାଗିଲା । କୁହାଯାଏ କି ରୂପା ଯେଉଁ ବି ଜେଲକୁ ଯାଆନ୍ତି ସେଠାରେ ସେ ଭଷ୍ଟ୍ରାଚାରକୁ ନିପାତ କରିବାର ଲକ୍ଷ୍ୟ ରଖିଥାନ୍ତି ।

ତାଙ୍କର ଏହି ଟ୍ରାନଫରକୁ ନେଇ ରୂପା କହିଥିଲେ କି ଏମିତି କରିବାରେ ତାଙ୍କର କିଛି ଫରକ ପଡେ ନାହିଁ , କାହିଁକିନା ଯେତେବେଳେ ସେ ଭୁଲ କାମ ପାଇଁ ମୁହଁ ଖୋଲିଥାଏ ତେବେ ତାଙ୍କର ଟ୍ରାନ୍ସଫର ହୋଇଯାଇଥାଏ । ରୂପାଙ୍କର କହିବା ଅନୁସାରେ ଯେତେବେଳେ କୌଣସି ଅଫିସର ଭ୍ରଷ୍ଟାଚାର ତେବେ ତାହାକୁ ବହୁତ କଷ୍ଟଦେଇ ଗତି କରିବାକୁ ପଡେ ।

ତେବେ ରୂପାଙ୍କୁ ଆଇଏସ ପଦରେ କାମ କରିବାକୁ ସୁଯୋଗ ମିଳିଥିଲା ମାତ୍ର ପିଲାଦିନରୁ ସେ ଆଇପିଏସ ହେବାକୁ ଚାହୁଁଥିଲେ ସେଥିପାଇଁ ସେ ଏହି ପଦଟିକୁ ବାଛିଥିଲେ ।

ରୂପା ପୋଲିସ ହେବା ସହିତ ତାଙ୍କର ଅନ୍ୟ କିଛି ରୁଚି ମଧ୍ୟ ହିଛି ଯେପରିକି ସେ ଭାରତ ନାଟ୍ୟମ କରିବା ସହିତ ଗୀତ ଗାଇବାକୁ ମଧ୍ୟ ପସନ୍ଦ କରନ୍ତି । ରୂପା ଏକ ସାର୍ପ ସୁଟର ମଧ୍ୟ ଅଟନ୍ତି , ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ପ୍ରକାର ପୁରସ୍କାର ଦ୍ୱାରା ସମ୍ମାନିତ କରାୟାଏ । ରୂପା ଦିବାକର 2003 ରେ ଆଇଏସ ଅଧିକାରୀ ମୁନିଶ ମୁରଦିଲଙ୍କୁ ବିବାହ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।