ବଲିଉଡ୍ ର ଏହି 8ଜଣ ଅଭିନେତ୍ରୀ ଙ୍କର ସୁନ୍ଦରତା ବାସ୍ତବତା ନୁହେଁ , କିଏ ନାକ ସର୍ଜରୀ କରିଛନ୍ତି ତ ଆଉ କିଏ ଓଠ ସର୍ଜରୀ କରି ନିଜର ସୁନ୍ଦରତାକୁ ପପୁଲାର କରିଛନ୍ତି ? ଜାଣନ୍ତୁ କେଉଁ ମାନେ…

ସମୟ ସାଥିରେ ସମସ୍ତ ଲୋକମାନେ ପରିବର୍ତ୍ତନ ହୋଇଥାନ୍ତି । ମାତ୍ର ବଲିଉଡର କିଛି ତାରକା ମାନେ ଏହି କଥାକୁ ହେବାକୁ ଦେଲେ ନାହିଁ ଏବଂ ସମୟ ଥାଇ ଥାଇ ସେମାନେ ନିଜର ସୁନ୍ଦରତାରେ ସମସ୍ତଙ୍କୁ ଦିୱାନା କରିଦେଇଥିଲେ । ସେମାନେ ସୁନ୍ଦର ଦେଖାଯିବା ପାଇଁ ଅଲଗା ଅଲଗା କସମେଟିକର ସାହାରା ନେଇଥିଲେ । ଏମାନେ ସମୟର ଭରସାରେ ବସଲି ନଥିଲେ ବରଂ ମିଛ କସମେଟିକର ସାହାରା ନେଇଥିଲେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏମିତି 8 ଜଣ ଏକ୍ଟରଙ୍କ ବିଷୟରେ କହିବୁ ଯେଉଂମାନେ ସୁନ୍ଦରତା ପାଇଁ କିଛି ହେଲେ ମଧ୍ୟ କତରିବାକୁ ରାଜି ଥିଲେ । ତେବେ ଆସନ୍ତୁ ଡାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

1–ପ୍ରିୟଙ୍କା ଚୋପଡା    ପ୍ରିୟଙ୍କ ଚୋପଡାଙ୍କୁ କେବଳ ଭାରତରେ ନୁହେଁ ବରଂ ଦୁନିଆରେ ସମସ୍ତେ ତାଙ୍କୁ ଜାଣିଛନ୍ତି । ଆମେରିକା ଗାୟକ ନିକ ଜୋନକୁ ବୁବାହ କରିବା ପରେ ସେ ଆମେରିକାର ସେଟେଲ ହୋଇଯାଇଛନ୍ତି । ଆଜି ମଧ୍ୟ ସେ ସୁନ୍ଦରତା ପାଇଁ କୋଟି କୋଟି ଝିଅ ମାନଙ୍କର ପ୍ରେରଣା ହୋଇ ରହିଛନ୍ତି । ମାତ୍ର ସେ ନିଜେ ଖୁଲାସା କରିଥିଲେ କି ଯେତେବେଳେ ସେ ଇଣ୍ଟଳ୍ଟିରରେ ଆସିଥିଲେ ,ସେ ଏତେ ଗୋରା ନଥିଲେ ଏଥିପାଇଁ ତାଙ୍କୁ ବହୁତ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥିଲା ମାତ୍ର ଏବେ ସେ ସେହି ସାବଲା ରଙ୍ଗକୁ ଫଛରେ ଛାଡି ଦେଇଛନ୍ତି ।

2–ବାଣି କାପୁର


ବେଫିକ୍ରେ ଏବଂ ୱାର ଫିଲ୍ମରେ କାମ କରିସାରିଛନ୍ତି ବାଣି କାପୁର । କପର ତାଙ୍କର ଓଠର ଜଲୱା ଏବେକା ସମୟରେ ବହୁତ ଫେମସ ରହିଛି । କେତେକ ରିର୍ପୋଟରେ ତାଙ୍କୁ ମଧ୍ୟ ସୁନ୍ଦରତାର ବୃଦ୍ଧି ପାଇଁ ସର୍ଜରୀ କରିଥିବା ଅଭିନେତ୍ରୀ ମାନଙ୍କ ନାମରେ ସାମିଲ କରାଯାଇଛି ।

3–କ୍ୟାଟରିନା କେଫ

ଅନ୍ୟ ଆକ୍ଟରଙ୍କ ଭଳି କ୍ୟାଟରିନା କେଫ ମଧ୍ୟ ସୁନ୍ଦରତାର ପାଇଁ ସର୍ଜରୀର ସାହାରା ନେଇଥିଲେ । ମାତ୍ର କ୍ୟାଟରିନା ଏହା କେବେ ସ୍ୱୀକାର କରିନାହାନ୍ତି କି ତାଙ୍କ ସୁନ୍ଦରତା ଅସଲି ନୁହେଁ । ମାତ୍ର ତାଙ୍କର ପୁରୁଣା ଏବଂ ନୂଆ ଫଟୋରେ ଫର୍କ ଦେଖିବାକୁ ମିଳିଥାଏ ।

4–କଙ୍ଗନା ରନାୱତ


ଆଜିର ଦୁନିଆରେ କେଉଁ ଭି ଅଭିନେତ୍ରୀଙ୍କ କଥା ଖୁଲାଖୋଲି କହିବାର ସାହସ ରଖିଥାନ୍ତି ତେବେ ସେ ହେଉଛନ୍ତି କଙ୍ଗନା ରାନାୱତ । କଙ୍ଗନା ମଧ୍ୟ ବଲିଉଡ ଇଣ୍ଟଷ୍ଟ୍ରିରେ ବହୁତ ଭଲ ସଫଳତା ମିଲିଛି । ଏହା ସହ ସେ ବଦଳୁଥିବା ସମୟ ସହିତ ନିଜର ସୁନ୍ଦରତାର ମଧ୍ୟ ସର୍ଜ୍ଜରୀ କରିଛନ୍ତି ।

5–ବିପାଶା ବସୁ

ବଲିଉଡର ସବୁଠୁ ବଲ୍ଡ ଏବଂ ହଟ ହିରୋଇନ ହେଉଛନ୍ତି ବିପାଶା ବସୁ । ଅନ୍ୟ ଅଭିନେତ୍ରୀ ମାନଙ୍କ ପରି ବିପାଶା ମଧ୍ୟ ତାଙ୍କର ମୁଲାୟମ ଓଠ ପାଇଁ କସମେଟିକ ସର୍ଜ୍ଜରୀ କରାଇଛନ୍ତି । ସମୟ ସହିତ ସହିତ ତାଙ୍କର ସ୍କିନ କଲର ମଧ୍ୟ ବହୁତ ଭଲ ନଜର ଆସୁଥିବାର ଦେଖା ଦେଇଛି ।

6–ଶିଳ୍ପା ସେଟ୍ଟୀ


ଶିଳ୍ପା ସେଟ୍ଟୀ ଏହି କଥାର କେତେଥର ଖୁଲାସା କରିଛନ୍ତି କି ପ୍ରଥମେ ସେ ଏତେ ସୁନ୍ଦର ନଥିଲେ । ଯେତେବେଳେ ଶିଳ୍ପା ତାଙ୍କର ପିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ସେହି ସମୟରେ ସେ ଏତେ ଗୋରା ନଥିଲେ । ମାତ୍ର ସମୟ ସହିତ ଶିଳ୍ପା ମଧ୍ୟ ତାଙ୍କର ସ୍କିନ କଲର ସର୍ଜ୍ଜରୀର ଉପାୟ କରିବାରେ ଲାଗିଲେ । ସେ ସମୟ ସହିତ ବିୟୁଟି ଟ୍ରିଟମେଣ୍ଟର ସାହାରା ନେଇଥିଲେ ।

7–ସ୍ମତି ହାସନ

କମଲ ହାସନଙ୍କର ଝିଅ ଅଟନ୍ତି ସ୍ମୃତି ହାସନ । ପ୍ରଥମ ଏବଂ ଏବେକାର ସ୍ମୃତି ହାସନ ମଧ୍ୟରେ ବହୁତ ଫରକ ନଜର ଆସିଥାଏ । କେତେକ ମିଡିଆ ରିପେଟଟର ମାନା ଦାବା କରିଥିଲେ କି ସେ ତାଙ୍କର ସୁନ୍ଦରତା ବଢିବା ପାଇଁ ନୋଜ ସର୍ଜ୍ଜରୀ କରାଇଥିଲେ ।

8–କରିସ୍ମା କାପୁର

କରିସ୍ମା କପୁରଙ୍କୁ ତ ଆପଣ ମାନେ ଜାଣଇଥିବେ ଯିଏ କି ଏବେ ଆଉ ଫିଲ୍ମ ଜଗତରେ ନଜର ଆସନ୍ତି ନାହିଁ ମାତ୍ର 90 ଦଶକରେ ସେ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି । ବହୁତ କମ ବୟସରେ କରିସ୍ମା ଆକ୍ଟିଙ୍ଗ ଜଗତରେ ପାଦ ଦେଇଥିଲେ । ତେବେ ସୁନ୍ଦରତା ବଝିବା ପାଇଁ ଲେ ଓଠ ଏବଂ ନାକ ସର୍ଜ୍ଜରୀର ସାହାରା ନେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment