EXCLUSIVE : ଏହି ଭିଡ଼ିଓ ଆପଣଙ୍କୁ ବିଚଳିତ କରିପାରେ, କେବଳ ଖବର ପ୍ରସାରଣ ପାଇଁ ଏ ଦୃଶ୍ୟ….

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ କିଛି ଘଟଣା ନଜରକୁ ଆସିଥାଏ ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି। ଆଉ ଏବେ ନିକତ୍ରୀଙ୍କ ଘଟଣା ସାରା ଦେଶ ରେ ଭାଇରଲ ହୋଇଛି ଯାହା କୁ ନେଇ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି। ଆଉ ଏବେ କୁନି ବାଳକ ରାହୁଲ କୁ ଉଦ୍ଧାର କରାଯାଇଛି ଯାହା ଏଠାରେ ଦେଖିବାକୁ ମିଳିଛି। ଏଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଆଉ ଏବେ ନିକଟରେ ଯେଉଁ ଘଟଣା ମିଳିଛି ତାହା ସାରା ଦେଶ କୁ ଚମକାଇ ଦେଇଛି। ସେହି ଛୋଟ ବାଳକ ରାହୁଲ ର ଏହିଭଳି ଅବସ୍ଥା ଯାହା ଦେଖି ତାଙ୍କ ବାପା ଓ ମା ମଧ୍ୟ ବହୁତ ମନ ଦୁଃଖ ରେ ରହିଛନ୍ତି ଯାହା ଏଠାରେ ଜାଣିବାକୁ ମିଳୁଛି। ଆଉ ସେହି ଶିଶୁ ଟି ଵୋରୱେଲ ଭିତରେ ପାଖା ପାଖି ୧୦୦ ଘଣ୍ଟା ହେଲାଣି ରହିଛି ଯାହା ଏଠାରେ ସୂଚନା ଯୋଗ୍ୟ। ପିଲାଟି ର ଜୀବନ ଏବେ ଅଧିକ ଭୟାବହ ରେ କାରଣ ଏତେ ଦିନ ଧରି ଅନ୍ଧାର ଭିତରେ ଜୀବନ କାଟୁଛି।

ଏଠାରେ କୁନି ବାଳକ ରାହୁଲ ର ଉଦ୍ଧାର ପାଇଁ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ ମଧ୍ୟ କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ସେହି ଉଦ୍ଧାର କାର୍ଯ୍ୟ ପାଇଁ ସୈନ୍ୟ ବାହିନୀ,NDRF, SDRF, ଜିଲ୍ଲା ପୋଲିସ ଅଧିକାରୀ ମାନେ ମଧ୍ୟ ନିୟୋଜିତ କରା ଯାଇଛି ଯାହା ଏଠାରେ ସୁଚନା ଯୋଗ୍ୟ। ସେମାନେ ମଧ୍ୟ ରୋବଟ ସାହାଯ୍ୟ ରେ ଟାର୍ନେଲ ବନେଇ ତା ଭିତରକୁ ପଶି ଥିଲେ ଯାହା ଜାଣିବାକୁ ମିଳିଥିଲା। ଏବେ ସେମାନେ ଏହି କାର୍ଯ୍ୟ ରେ ସଫଳ ହୋଇଥିବା ନେଇ ଭିଡ଼ିଓ ଭାଇରଲ ହୋଇଛି ଯାହା ଏବେ ସାରା ଦେଶ ରେ ଖୁସି ର ଲହରୀ ଖେଳି ଯାଇଛି। ଆଉ ସେମାବେ ତାଙ୍କର ଅପରେସନ ରେ ସମ୍ପୂର୍ଣ୍ଣ ଭାବରେ ସଫଳତା ହାସଲ କରି ପାରିଛନ୍ତି ଯାହା ଏଠାରେ ସୂଚନା ଯୋଗ୍ୟ। ଆଉ କୁନି ବାଳକ ର ରାହୁଲ କୁ ୮୦ ଫୁଟ ଗଭୀର ଭିତରୁ ବହାରକୁ ଆଣି ପାରିଛନ୍ତି ଯାହା ଏଠାରର ସୂଚନା ମିଳିଛି।

ଆଉ ରାହୁଲ କୁ ଆଣିବାପରେ ସେ ତାହାର ପୁନର୍ବାର ଜୀବନ ଫେରି ପାଇଛି। ଆଉ ସେଠାରୁ ଉଦ୍ଧାର କରିବା ପରେ NDRF ର ବରିଷ୍ଠ ଅଧିକାରୀ ଓ ସୈନ୍ୟ ବାହିନୀ ର ଅଧିକାରୀ ମାନେ ଏବଂ ଅନ୍ୟାନ୍ୟ SDRF ଓ ପୋଲିସ ମାନେ ଗ୍ରୀନ କରିଡର ଭିତରେ ଵୋରୱେଲ ଭିତରକୁ ଆମ୍ବୁଲାନ୍ସ ପାଖକୁ ଆଣିଥିବାର ଦୃଶ୍ୟ ନଜରକୁ ଆସିଛି। ଯାହାକୁ ଆଣିବା ପରେ ସଂଗେ ସଂଗେ ଆମ୍ବୁଲାନ୍ସ ଚିକିତ୍ସା ହେବା ପାଇଁ ଡାକ୍ତରୀ ଟିମ ମଧ୍ୟ ଅପେକ୍ଷା ରେ ରହିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି ଏବଂ ତାକୁ ସଂଗେ ସଂଗେ ନିକଟସ୍ଥ ବିଳାସ ପୁର ମେଡିକାଲ ନିଆଯିବ ଯାହା ସୂଚନା ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment