Odisha News Portal

ଏହି ଓଡ଼ିଆ ସୁନ୍ଦରୀ ଯୁବତୀଙ୍କ ମୁହଁରୁ ଶୁଣନ୍ତୁ ଭୋଡାଫୋନ ଭଏସ… ଭିଡ଼ିଓ ନିଆଁ ଭଳି ଭାଇରାଲ, ଦେଖନ୍ତୁ Video

ହଁ ବନ୍ଧୁଗଣ ଆପଣ ମାନେ ତ ଓଡ଼ିଆ ଫ୍ଲିମ ଓ ଏକ୍ଟିଂ ଲାଇନ ରେ କାମ କରୁଥିବା ପ୍ରିୟଙ୍କା ମହାପାତ୍ର ଙ୍କ ବିଷୟରେ ତ ବେଶ ଭଲ ଭାବରେ ଜାଣିଥିବେ | ଆଉ ତାଙ୍କର ଅଭିନୟ ସହିତ ଅନେକ କଳା ଥିଲା , ଆଉ ଯାହା ଦ୍ୱାରା ସେ ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରି ପାରିଥିଲେ | ଆଉ ବର୍ତ୍ତମାନ ଗଣ ମାଧ୍ୟମ ଆଗରେ ସେ ତାଙ୍କର କିଛି ମନର କଥା କୁ ପ୍ରକାଶ କରିଛନ୍ତି | ତାହା ସହିତ ତାଙ୍କର ଏକ୍ଟିଂ ଲାଇଫ ରେ ଆସିବା ପାଇଁ ଯେଉଁ ସବୁ ଷ୍ଟୋଗଲ କରିଥିଲେ ସେ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି ପ୍ରିୟଙ୍କା | ତାହେଲେ ଆସନ୍ତୁ ବନ୍ଧୁଗଣ କଣ କହିଛଁନ୍ତି ପ୍ରିୟଙ୍କା ତାଙ୍କର ଅଭିନୟ ବିଷୟରେ ଆସନ୍ତୁ ଜାଣିବା |

ତେବେ ସୂଚନା ଅନୁସାରେ ପ୍ରିୟଙ୍କା ମହାପାତ୍ର ବହୁତ ଭଲ ଏକ୍ଟିଂ କରିବା ସହିତ, ଭଲ ମିମି କ୍ରି ମଧ୍ୟ କରି ପାରନ୍ତି | ତାହା ସହିତ ପ୍ରିୟଙ୍କା ହେଉଛନ୍ତି ଜଣେ ବହୁତ ଭଲ ଭୋଏସ ଆଟିଷ୍ଟ | ତାହା ସହିତ ଆକାଶ ଓ ଭଡା ଫୋନ ରେ ମଧ୍ୟ ସେ ତାଙ୍କର ଭୋଏସ ଦେଇକି ସମସ୍ତଙ୍କ ପାଖରେ ବେଶ ପ୍ରସଂଶା ର ପାତ୍ର ମଧ୍ୟ ହେଇଛନ୍ତି ପ୍ରିୟଙ୍କା ମହାପାତ୍ର | ସେ ନିଜେ ମଧ୍ୟ ବହୁତ ଫ୍ଲିମ ହିରୋଇନ ଙ୍କର ଫ୍ଲିମ ରେ ଭୋଏସ ଦେଇଛନ୍ତି ଓ ଦର୍ଶକ ମାନଙ୍କ ମନକୁ ମଧ୍ୟ ଆକର୍ଷିତ କରିଛନ୍ତି |

ତେବେ ପ୍ରିୟଙ୍କା ଙ୍କର ବହୁତ ବଡ଼ ଆଶା ଥିଲା କି ସେ ଜଣେ ଫ୍ଲିମ ର ହିରୋଇନ ହେବା ପାଇଁ | କିନ୍ତୁ କୋରନା ତାଙ୍କର ସମସ୍ତ ଚେଷ୍ଟା କୁ ବିଫଳ କରିଦେଇଥିବା ଆଉ ଯେଉଁଥିପାଇଁ ସେ ବର୍ତ୍ତମାନ ଗୋଟିଏ ସିରିଏଲ ” ତୁ କହିବୁ ନାଁ ମୁଁ ” ରେ ଅଭିନୟ କରୁଛନ୍ତି | ଆଉ ବହୁତ ପ୍ରସଂଶା ମଧ୍ୟ ସାଉଣ୍ଟୁ ଛନ୍ତି ପ୍ରିୟଙ୍କା | ତେବେ ତାଙ୍କର ଏକ୍ଟିଂ ଲାଇନ କୁ ଆସିବାର ଇଚ୍ଛା ପିଲା ଦିନରୁ ଥିଲା | ଆଉ ସେ ଅଭିନୟ କୁ ପିଲା ଦିନରୁ ହିଁ ଭଲ ପାଉଥିଲେ | ଆଉ କହିଛନ୍ତି କି ସେ ଆଇନା କୁ ଦେଖିକି ପିଲା ଦିନେ ବିଭିନ୍ନ ପ୍ରକାରର ଅଭିନୟ କରୁଥିଲେ |ଆଉ ସେହି ଇଚ୍ଛା ତାଙ୍କୁ ଆଜି ଏଠି ପହଞ୍ଚାଇଛି |

ତାହା ବ୍ୟତୀତ ପ୍ରିୟଙ୍କା ଏକ୍ଟିଂ ଲାଇଫ କୁ ଆସିଵା ପାଇଁକି ବହୁତ ଷ୍ଟ୍ରୋଗଲ କରିଥିଲେ | ଆଉ ଶେଷରେ ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କୁ ସପୋର୍ଟ କରି ଣ ଥିଲେ | ଆଉ ଯାହା ସେ କହିଛନ୍ତି କି ତାଙ୍କ ପାଖରେ ଟଙ୍କା ମଧ୍ୟ ନ ଥିଲା ଆଉ ସେ ଏହି ଅଭିନୟ ଦୁନିଆକୁ ଆସିବା ପାଇଁ ତାଙ୍କର ଚାକିରୀ ମଧ୍ୟ ଛାଡି ଦେଇଥିଲେ | ତାହା ବ୍ୟତୀତ ତାଙ୍କର ବାପା ମା ମଧ୍ୟ ତାଙ୍କୁ ସପୋର୍ଟ କରି ନ ଥିଲେ | କିନ୍ତୁ ତାଙ୍କର ନିଜର ଚେଷ୍ଟା ଫଳରେ ସେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି | ଆଉ ତାଙ୍କର ଏହି କଥା ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।